Daily Archives

ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଟିକେଶ୍ୱର ଗୁରୁ ଏକାଧାରରେ ଜଣେ ପଣ୍ଡିତ
Read More...

ମୃତ ଚାଷୀ ରମେଶ ଭୋଇ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ସରକାର : କିଶାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗାଁର ରମେଶ ଭୋଇ, ପିତା ଲବ ଭୋଇ ୧୦ ଏକର ଜମିରେ ଧାନ ଚାଷ କରିଥିଲେ । ଫସଲରେ ବିଭିନ୍ନ ରୋଗ ପୋକ ଏବଂ ନିଅଣ୍ଟିଆ ପାଣି ଯୋଗୁଁ ଫସଲ ଅର୍ଦ୍ଧାଧିକ ନଷ୍ଟ ହୋଇଯିବା ଯୋଗୁଁ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ । ତଥାପି
Read More...

ବିନୋଦ ସ୍ମାରକି ଫୁଟବଲ ଟୁର୍ଣ୍ଣାମେଣ୍ଟ

କ୍ରୀଡା ଛାତ୍ରାବାସକୁ ହରାଇ ନକଟାସର ଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳପଡିଆଠାରେ ଜବାହାରଲାଲ ଫୁଟ୍‌ବଲ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଖେଳରେ ନକଟାସର୍‌ ଦଳ ୩-୦ ଗୋଲରେ
Read More...

ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ଜିଲ୍ଲା ଭାବେ ଘୋଷଣା କରିବାକୁ ଅଖିଳ ଭାରତ କୃଷକ ସଭାର ଦାବୀ

ଜଣେ ଚାଷୀଙ୍କୁ ୫ ହଜାର ଟଙ୍କା ପେନ୍‌ସନ୍‌ ଦିଆଯାଉ ବୋଲି ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଧାନ ଫସଲ ଉଜୁଡିଯିବା ସହ ଜମି ଫାଟି ଆଁ କଲାଣି । ଚାଷୀମାନେ କଷ୍ଟପଡ଼ି ହନ୍ତସନ୍ତ ହୋଇଗଲେଣି । ସେମାନଙ୍କୁ କ୍ଷତିପୂରଣ ଦିଆଯାଉ । କୃଷି ଋଣ ଛାଡ଼ କରାଯିବ ପାଇଁ
Read More...

ଶିଶୁ ଦିବସ ପାଳନ ଅବସରରେ ଘୋଷବାଦ୍ୟ ପରିବେଷଣ କରି ସହର ପରିକ୍ରମା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗରଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ମହାସାମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ସହରରେ ଘୋଷବାଦ୍ୟ ପରିବେଷଣ ସହ ସହର ପରିକ୍ରମଣ କରି ଦେଶାତ୍ମବୋଧକ ଜନ ଜାଗୃତି ସୃଷ୍ଟି
Read More...