ପୁଇଁତଲ ବ୍ଲକ କାର୍ଯ୍ୟାଳୟଠାରେ ଦାଦନ ଚାଲାଣ ସନ୍ଦେହରେ ଘରୋଇ ବସକୁ ଅଟକାଇଲା ବଲାଙ୍ଗିର ଟାଉନ୍ ପୁଲିସ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସୋନପୁର ରାସ୍ତାର ସହର ଉପକଣ୍ଠସ୍ଥ ବଲାଙ୍ଗିର କଲେଜ୍ ନିକଟରେ ଏକ ଘରୋଇ ବସରେ ଚଢ଼ାଉ କରିଛି ଟାଉନ୍ ପୁଲିସ । ବସରେ ତନାଘନା କରି ପ୍ରାୟ ୩୦ ଜଣ ଶ୍ରମିକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ସୂଚନା ରହିଛି । ସୂଚନା ଅନୁସାରେ ଏହି ଦାଦନ ମାନେ!-->…
Read More...
Read More...