Daily Archives

ଦୁର୍ନୀତି ନିବାରଣ ସଚେତନତା ଶପଥପାଠ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅସ୍ୱାନ ହଲଠାରେ ଦୁର୍ନୀତି ନିବାରଣ ସଚେତନତା ପାଇଁ ଶପଥପାଠ କାର୍ଯ୍ୟକ୍ରମ ହୋଇଛି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତ
Read More...

ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି

ସିନାପାଲି, (କେପିଏନ୍‌ଏସ୍‌) : ସିନାପାଲି ବ୍ଲକ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି କାର୍ଯ୍ୟକ୍ରମ ହୋଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଡ଼ିଓ ସର୍ବେଶ୍ୱର ଜାଲ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ଉପାଧ୍ୟକ୍ଷା ମୀନା ଘିଭେଲା, ଜିପିଇଓ ପ୍ରେମଲାଲ ନାଏକ
Read More...

ବ୍ୟବସାୟିକ କ୍ଷେତ୍ରରେ ବିସ୍ଥାପନର ଭୟ ଓ ଘରେ ଘରେ ଲକ୍ଷ୍ମୀ ଯୋଜନା

ହେମନ୍ତ କୁମାର ପଣ୍ଡା ଲକ୍ଷ୍ମୀ ଯୋଜନା ସରକାରଙ୍କ ଏକ ପ୍ରମୁଖ ଜନହିତକର କାର୍ଯ୍ୟକ୍ରମ ବୋଲି ଦାବୀ କରାଯାଉଛି । ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ, ବ୍ଲକରୁ ଜିଲ୍ଲା ସଦର ମହକୁମା ଓ ଜିଲ୍ଲା ସଦର ମହକୁମାରୁ ରାଜ୍ୟ ରାଜଧାନୀକୁ ବସ୍ ସେବା ସଂଯୋଗୀକରଣ ହେବ ବୋଲି ସରକାରଙ୍କ ପକ୍ଷରୁ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପ୍ରଶାସନ, ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ମିଳିତ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅବସରରେ ସଚେତନତା ପାଇଁ ଏକ ସଞ୍ଚୟ ରଥକୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ
Read More...

ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପକାରାଗାର ପରିଦର୍ଶନ

ସୋନପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୋନପୁର ଉପକାରାଗାର ପରିଦର୍ଶନ କରାଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନୀ ମୁଦୁଳୀଙ୍କ ତତ୍ତ୍ୱାବଧାନରେ କମିଟତର
Read More...

ନିଶୁଳ୍କ ବୃହତ୍ ସ୍ୱାସ୍ଥ୍ୟ ଶିବିରର ଆନୁଷ୍ଠାନିକ ଉଦ୍‌ଘାଟନ କଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) ବ୍ରହ୍ମପୁର ମହାନଗର ସ୍ଥିତ ଡାଇମଣ୍ଡ ଟ୍ୟାଙ୍କ ନିକଟସ୍ଥ ବୀରବ୍ରହ୍ମେନ୍ଦ୍ର କଲ୍ୟାଣ ମଣ୍ଡପଠାରେ "ସନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ" ସାମାଜିକ ଅନୁଷ୍ଠାନ ତରଫରୁ ଆୟୋଜିତ ଚକ୍ଷୁ ଚିକିତ୍ସା ତଥା ଆବଶ୍ୟକୀୟ ଅସ୍ତ୍ରୋପଚାର, ରକ୍ତ ଶର୍କରା ପରୀକ୍ଷା ତଥା ବହୁ
Read More...

ନୀଲମ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଗଜଲକ୍ଷ୍ମୀ ପୂଜା ଅବସରରେ ଭଞ୍ଜଭବନ ନିକଟ ଥିବା ବସ୍ତିରେ କିଛି ଅସହାୟ ଲୋକମାନଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ । ନୀଲମ ଫାଉଣ୍ଡେସନର ସଭାପତି ପ୍ରତିମା ସାହୁ, ଉପସଭାପତି ସୁଶ୍ରୀ ଗ୍ରେସି
Read More...

ବିନିକା ବ୍ଲକର ୪୫୧ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବିନିକା ବ୍ଲକର ଆର୍‌ଏମ୍‌ସି ମାର୍କେଟ ୟାର୍ଡ଼ଠାରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରମ ଆଯୁକ୍ତ ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ
Read More...