Daily Archives

ଟିଟିଲାଗଡ଼ ଇଲେକ୍ଟ୍ରି ଅଫିସ୍‌ର ୬୬ତମ ଦୁର୍ଗାପୂଜା : ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି ଟିଟଲାଗଡ ଇଲେକ୍ଟ୍ରି ଅଫିସର ୬୬ ତମ ଦୁର୍ଗା ପୂଜା । ଚଳିତ ବର୍ଷ ଅତି ସୁନ୍ଦର ଲାଇଟ ସାଜସଜ୍ଜା ସହ ଭିତର ପେଣ୍ଡାଲ ଅତି ଆକର୍ଷଣୀୟ ହୋଇଛି । ପୂଜକଙ୍କ ମନ୍ତ୍ର ଉଚ୍ଚାରଣରେ ରୀତିନୀତି
Read More...

ଟିଟିଲାଗଡ଼ ହାଟପଦାପଡ଼ା ଦୁର୍ଗା ପୂଜା ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି ଟିଟଲାଗଡ ହାଟପଦାପଡ଼ାର ଦୁର୍ଗା ପୂଜା । ଚଳିତ ବର୍ଷ ଅତି ସୁନ୍ଦର ଲାଇଟ୍‌ ସାଜସଜ୍ଜା ସହ ଭିତର ପେଣ୍ଡାଲ ଅତି ଆକର୍ଷଣୀୟ ହୋଇଛି । ପୂଜକ ରୁଦ୍ର ମାଧବ ଗାୟତ୍ରୀ ପତି ଓ ଦିଲିପ
Read More...

ସଦର ବ୍ଲକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ମା’ ଦୁର୍ଗାଙ୍କୁ ଦର୍ଶନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭଇଁସା, ଖୁଜେନପାଲି, କୁଟୁମ୍ବଡୋଲାକୁ ପରିଦର୍ଶନ କରି ମାଁ ଜଗତ ଜନନୀ ଦୁର୍ଗାଙ୍କୁ ଦର୍ଶନ କରି ବଲାଙ୍ଗିର ପୁର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ । ଏହି ସମୟରେ ବଲାଙ୍ଗିର
Read More...

ବୁଦ୍ଧିବଣା ହୋଇ ବଲାଙ୍ଗିର ଟାଉନ ଥାନାରେ ଦ୍ୱାରସ୍ଥ ହେଲେ ସୁଦପଡ଼ାର ଜଣେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ଘରୁ ତଡ଼ି ଦେବା ପରେ କୁନି ଝିଅକୁ ନେଇ ମାବାପାଙ୍କ ପାଖରେ ଆଶ୍ରୟ ନେଇଥିଲେ । ଏବେ ମାବାପା ବି ଗାଳି ଗୁଲଜ କରି ଘରୁ ତଡୁଛନ୍ତି । ଏବେ କୁଆଡେ଼ ଯିବେ, ବୁଦ୍ଧିବଣା ହୋଇ ବଲାଙ୍ଗିର ଟାଉନ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ସଂପୃକ୍ତ ମହିଳା
Read More...

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଉପଲକ୍ଷେ ଚଳଚଞ୍ଚଳ ପୁରା କଳାହାଣ୍ଡି

କଳହାଣ୍ଡି : ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରା କଳାହାଣ୍ଡି ସହର । ମା'ଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର
Read More...

ନେପାଳରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଆଜି ସକାଳ ପ୍ରାୟ ୭ଟା ୨୪ ମିନିଟ୍ ସମୟରେ ନେପାଳରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଭୂକମ୍ପ ଝଟକା ପାଇ ସମସ୍ତେ
Read More...

କବିତା : ପ୍ରିୟ ଶତ୍ରୁ

-ନୀଳାଦ୍ରି ମହାପାତ୍ର ଯେବେଠୁ ତୁ ଯୁଦ୍ଧ ଘୋଷଣାରଆଉ ଯୁଦ୍ଧ ଆରମ୍ଭରଶଙ୍ଖ ଫୁଂକିଛୁସେବେଠୁ ମୁଣ୍ଡ ନୁଆଁଇ ସାରିଛି ମୁଁଶରଣ ପଶି ସାରିଛି ମୁଁ । ପୁଣି ଏ ଯୁଦ୍ଧ କାହା ବିପକ୍ଷରେ ? ଆ ଯୋଉ ବାହନରେ, ବାହାନାରେଆସୁଛୁ ଆସବୁବେଳେ ତୋ ପାଦ ପାଖରେଧୂଳିରେ ଗଡି ପ୍ରସ୍ତୁତ ମୁଁ । ଯୋଉ
Read More...

ଦଶହରା ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ଯୁବନେତା କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶହରା ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ନିଜ ପତ୍ନୀଙ୍କ ସହ ଯୁବନେତା ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ । ଦେଓଗାଁ ତଥା ବଲାଙ୍ଗିର ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ସେ ମା' ଦୁର୍ଗାଙ୍କ ଆଶୀର୍ବାଦ ଗ୍ରହଣ
Read More...

ବଲାଙ୍ଗିରବାସୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଦଶହରା ପୂଜା ଅବସରରେ ବଲାଙ୍ଗିର ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ମା' ଦୁର୍ଗାଙ୍କୁ ଦର୍ଶନ କରି ସହରରେ ଆନନ୍ଦ ଉଲ୍ଲାସର ସହ ତଥା ଶାନ୍ତି ଶୃଙ୍ଖଳାର ସହ
Read More...

ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ସହାୟତା ତଥା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ଵାରା ଆୟୋଜିତ ମହକ ଓ ଉତ୍ସାହ୍ନ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ମାନକରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ
Read More...