Daily Archives

ଭାଣିଜୀର ଜମି ହାତେଇବା ପାଇଁ ମାମୁଁ ଦେଲେ ବିଶ୍ଵାସରେ ବିଷ : ସାମ୍ବାଦିକ ସମ୍ମିଳନୀରେ ଜମି ଫେରାଇବାକୁ ଦାବୀ କଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କଳି ଯୁଗରେ ସବୁ ସମ୍ଭବ ହୋଇପାରୁଛି, ସବୁ ସମ୍ପର୍କରେ ବିଶ୍ୱାସରେ ବିଶ୍ୱାସଘାତ ଯେମିତି ନିତି ଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଏମିତି ଏକ ଘଟଣା ଘଟିଛି ଟିଟିଲାଗଡ ନିକଟସ୍ଥ ପଥର୍ଲା ଗ୍ରାମରେ । ପଥର୍ଲା ଗ୍ରାମର ବାସନ୍ତୀ ପ୍ରଧାନି ଜଣେ ବାପ ମାଆ
Read More...

ସିଆଇଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ଯୁବତୀ ପ୍ରେମ ପତାରଣାର ଶିକାର ହେଲେ, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ସିଆଇଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ଯୁବତୀ ପ୍ରେମ ପ୍ରତାରଣାର ଶିକାର ହୋଇଛନ୍ତି ଜଣେ ଆଦିବାସୀ ଯୁବତୀ । ଆଜି ସଂପୃକ୍ତ ପୀଡ଼ିତା ଜଣକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଯୁବତୀ ଜଣକ ହେଉଛନ୍ତି ବେଲପଡ଼ା ଥାନା ଅନ୍ତର୍ଗତ ବିଛୁବାହାଲି
Read More...

ଏକଲ ଅଭିଯାନ ବଲାଙ୍ଗିର ଅଂଚଲ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସବର୍ଗ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକଲ ଅଭିଯାନ ବଲାଙ୍ଗିର ଅଂଚଲ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସବର୍ଗ ବୈଦିପାଲି ଗ୍ରାମ ପଞ୍ଚାୟତ ଠାରେ ଗତ ୨୬ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ଏହି ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସ ବର୍ଗରେ ପଥରଚେପା ସଞ୍ଚରୁ ୧୫ ଜଣ, ଦେଓଗାଁ ସଞ୍ଚରୁ ୮ ଜଣ,
Read More...

ସହରର ପ୍ରାକୃତିକ ଜଳ ନିଷ୍କାସନ ପଥର ପୁନରୁଦ୍ଧାର ଦାବୀ

ଟାଉନ ହଲ ଓ ବିଭୁତିପଡା ଶ୍ମଶାନଘାଟ ହେବ ନବୀକରଣ : ଲିକା ସାହୁ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପୁରତାନ ପ୍ରାକୃତିକ ଜଳ ନିଷ୍କାସନ ପଥରେ ଜଳାଶୟମାନଙ୍କୁ ଜଳ ପ୍ରବେଶ କରୁଥିଲା । ସହରର ଜଳ ନିଷ୍କାସନ ପଥ ଗୁଡିକ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ନିର୍ମାଣ କରାଯାଇଲା ଫଳରେ
Read More...

ଛତ୍ରପୁରରେ କଂଗ୍ରେସ ନେତ୍ତୃବର୍ଗଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଆଜି ଛତ୍ରପୁର ଅଞ୍ଚଳକୁ ଆଗମନ କରିଥିବା ବରେଣ୍ୟ ଅତିଥିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ
Read More...

ମା’ ତାରାତାରିଣୀ ମନ୍ଦିରରେ ଦଶହରା ପର୍ବ ତଥା ଷୋଡ଼ଶ ପୂଜାର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୬ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱ ବନ୍ଦନୀୟା ମା’ ତାରାତାରିଣୀ ମନ୍ଦିରରେ ପବିତ୍ର ଦଶହରା ପର୍ବ ପାଳନ ଅବସରରେ ଆୟୋଜନ ହେବ ଷୋହଳ ଦିନ ବ୍ୟାପୀ ଷୋଡ଼ଶ ପୂଜାର୍ଚ୍ଚନା । ଯଥା ବିଧିବଦ୍ଧ ଭାବେ ଷୋଡଶ ଉପଚାରରେ ପୂଜା ଆସର
Read More...

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ପଦଯାତ୍ରା ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ପଂଚାୟତର ବିଅଁରପାଲି ଓ ବେଲପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବିଅଁରପାଲି ଓ ବେଲପାଲି ଗ୍ରାମରେ ପଦଯାତ୍ରା କରିବା
Read More...

ଲୋଇସିଂହା କଲେଜ କେଣ୍ଟିନ ପାଇଁ ବିଜ୍ଞପ୍ତି, ସାଧାରଣରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା କଲେଜ ପରିସରରେ ଏକ କେଣ୍ଟିନ ଖୋଲାଯିବା ପାଇଁ କଲେଜ କର୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି, ଯାହା ସ୍ୱାଗତଯୋଗ୍ୟ । ତେବେ ଏଥିପାଇଁ ନିର୍ଦ୍ଧିଷ୍ଟ ନିୟମାବଳୀ ସ୍ପଷ୍ଟ ଭାବେ ଉଲ୍ଲେଖ ନ ଥିବାରୁ
Read More...

ଠେଙ୍ଗାପାଲିର ଗାଁ କଣ୍ଟାପାଲି

ଆଗଲପୁର, (କେପିଏନ୍‌ଏସ୍‌) : ଠେଙ୍ଗାପାଲିର ଗାଁ କଣ୍ଟାପାଲି, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଂଚାୟତରେ ରହିଛି ଏହି ଗାଁ । ଶହେରୁ ଅଧିକ ପରିବାର, ୬୦୦ ପାଖାପାଖି ଲୋକ ସଂଖ୍ୟା ଏହି ଗାଁର । ତିନି ଚାରି ଜଣ ଚାକିରିଆଙ୍କୁ ଛାଡି ଦେଲେ ବାକି ସମସ୍ତେ ଚାଷୀ ମୂଲିଆ ଶ୍ରେଣୀର ।
Read More...

ଆଶ୍ୱିନ ୧୫ରୁ ଆରମ୍ଭ ହେବ ପଦ୍ମପୁର ବନଦୁର୍ଗା ମନ୍ଦିରରେ ନବରାତ୍ର ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ମହାସମାରୋହରେ ଆଶ୍ଵିନ ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଅନୁଷ୍ଠିତ ହେବାର ସୂଚନା ଦିଆଯାଇଛି । ଚଳିତ ବର୍ଷ ଶାରଦୀୟ ନବଦୁର୍ଗା ପୂଜା ନିମ୍ନ କାର୍ଯ୍ୟସୂଚୀ ମତେ
Read More...