Monthly Archives

September 2023

ଲୋୟର ସୁକତେଲ ନୂତନ ବସତି ଅଂଚଳରେ ଯୁବ କୁଲୁତା ସମାଜର ବୃକ୍ଷରୋପଣ ଓ ଚାରା ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ନୂତନ ଭାବେ ବସତି ସ୍ଥାପନ ହୋଇଥିବା ଏଲ୍‌ଏସ୍‌ପି ଆର୍‌ଆର କଲୋନୀଠାରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ
Read More...

ମାନବ କଲ୍ୟାଣ ଦିଗରେ ବୈଦିକ ଜ୍ୟୋତିଷର ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ବାଳିକା ହାଇସ୍କୁଲ ସମ୍ମିଳନୀ କକ୍ଷଠାରେ ଭର୍ଗୋ ଜ୍ୟୋତି ଏଷ୍ଟ୍ରୋ ରିସର୍ଚ ସେଣ୍ଟର, ବଲାଙ୍ଗିରର ୨୦ତମ ବାର୍ଷିକ ଉତ୍ସବ ସହିତ ଜ୍ୟୋର୍ତିି ବିଜ୍ଞାନ ବିକାଶ ପରିଷଦ ପାଟଣାଗଡର ୬ଷ୍ଠତମ ଅଧିବେଶନ ମିଳିତ ଭାବରେ ହୋଇଯାଇଛି । ଏହି ସମ୍ମିଳନୀରେ
Read More...

ସଦାଇପାଲି ସାଇଟ ନର୍ସିଂ ମହାବିଦ୍ୟାଳୟ ଦ୍ୱାରା ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : 'ବିଶ୍ୱ ଆତ୍ମହତ୍ୟା ରୋକିବା ଦିବସ'ରେ ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଏବଂ ଭଗବତୀ ଶିକ୍ଷା ଚେରିଟେବୁଲ ଟ୍ରଷ୍ଟ ସଦାଇପାଲିର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନକ୍ରମେ ସାଇଟ୍‌ ନର୍ସିଂ ମହାବିଦ୍ୟାଳୟ ଏବଂ ଭଗବତୀ
Read More...

ଏବିସିଡି ପକ୍ଷରୁ ରଙ୍ଗୋଲି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବିସିଡି ଆୟୋଜିତ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ର ୨୫ ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆଜି ରବିବାର ଦିନ ପଦ୍ମପୁର ମାରୱାଡି ଧର୍ମଶାଳାଠାରେ ରଙ୍ଗୋଲି, ଝୋଟି ଓ ସଂଗୀତ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏଥିରେ ରଙ୍ଗୋଲି ଜୁନିଅର ଓ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କଣ୍ଟାବାଞ୍ଜିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୋଷୋତ୍ତମ୍ ଧରୁଆଙ୍କୁ ତୁରେକେଲା ଶାଖା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ତୁରେକେଲା ବ୍ଲକ ଗୋଣ୍ଡ ସଂସ୍କୃତିକ ସମାଜ ସଭାପତି ତଥା ଅବସର ପ୍ରାପ୍ତ
Read More...

ଖୁଜେନପାଲି ହତ୍ୟା ଘଟଣାର ବଡ଼ ଖୁଲାସ କଲା ସଦର ପୋଲିସ : ୫ ଜଣ ହତ୍ୟାକାରୀକୁ ଗିରଫ କରି ସିନ ରିକ୍ରିଏସନ୍‌ କଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ପୁଲିସକୁ ଗତ ୩ ତାରିଖ ସନ୍ଧ୍ୟାରେ ଖୁଜେନ ପାଲିରେ ହୋଇଥିବା ସିଦ୍ଧାନ୍ତ ବଗର୍ତ୍ତୀ ହତ୍ୟାକାଣ୍ଡ ଘଟଣାରେ ଏକ ବଡ଼ ସଫଳତା ମିଳିଛି । ଆଜି ଏହି ଘଟଣାରେ ବଲାଙ୍ଗିର ସଦର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଗିରଫ
Read More...

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମୀନା ଟେଣ୍ଟ ହାଉସଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ବର୍ଷ ପୂର୍ବେ କିଛି ହାତଗଣତି ସଦସ୍ୟଙ୍କୁ ନେଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଗଠିତ ହୋଇଥିବା ବେଳେ ବର୍ତ୍ତମାନ ତାହା
Read More...

ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ଗଙ୍ଗାଧର ବିଶ୍ୱ ଚେତନାର ପୂଜାରୀ ଥିଲେ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସଂଭ୍ରାନ୍ତ କଳା-ସଂସ୍କୃତି ଅନୁଷ୍ଠାନ ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସଂସଦର ମେହେର ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ସାଧାରଣ
Read More...

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଦିବ୍ୟା ଦୀପାନ୍ୱିତା ପ୍ରଥମ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ଅନୁଗୋଳରେ ମ.ରାମପୁର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ, ଦିବ୍ୟା ଦିପାନ୍ନୀତା, ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଆଜି ଅନୁଷ୍ଠିତ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ଵାରା ଆୟୋଜିତ
Read More...

ପ୍ରତାପସାଗରପଡ଼ାରେ ଚଢାଉ : ଗଦା ଗଦା କଫ ସିରଫ ସହ ୩ ଜଣଙ୍କୁ ଗିରଫ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସ ହାତରେ ପୁଣି ଗଦା ଗଦା କଫ ସିରଫ । ପୂର୍ବରୁ ବଲାଙ୍ଗିର ପୁଲିସ ସହରର ବିଭିନ୍ନ ଜାଗାରୁ କଫ ସିରଫ ସହ କଫ ସିରଫ ମାଫିଆଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଗତ ରାତିରେ ପୁଣି ସହରରେ ଚଢାଉ ଗରି ଗଦା ଗଦା କଫ ସିରଫ ଜବତ କରିଛି । ବଲାଙ୍ଗିର
Read More...