Daily Archives

କୋଶଳବାଦୀ ରମଣୀ ଦନ୍ତା ଓ ସୌଭାଗ୍ୟ ଦାସଙ୍କ ଗିରଫକୁ ନିନ୍ଦା କଲେ ପ୍ରଦୀପ ପୁରୋହିତ

କୋଶଳ ସେନାର କର୍ମୀଙ୍କୁ ଆକ୍ରମଣ କରିଥିବା ବିଜେଡି ନେତାଙ୍କୁ ଗିରଫ କରାଯାଉ : ପ୍ରଦୀପ ପୁରୋହିତ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଖୁଣ୍ଟଲିପାଲି ଘଟଣାରେ ପୋଲିସ ଚାପର ବଶବର୍ତ୍ତୀ ହୋଇ ଏକ ପାକ୍ଷିଆ କାର୍ଯ୍ୟାନୁଷ୍ଠାନ କରି କୋଶଳବାଦୀ ରମଣୀ ଦନ୍ତା ଓ
Read More...

ବଜ୍ରାଘାତରେ ବଳଦ ମୃତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖଗସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଗସା ଗାଁ ବଡ ଜଙ୍ଗଲ ପାଖରେ ବଜ୍ରାଘାତରେ ଏକ ବଳଦର ମୃତ୍ୟୁ ହୋଇଥିବା ଗାଁ ଲୋକେ କହିଛନ୍ତି । ଉକ୍ତ ବଳଦଟି ନବରାଜ କୁଅଁରଙ୍କର ଅଟେ ।
Read More...

୨୫ ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ଅବସରରେ ଏକଦିବସୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏ.ବି.ସି.ଡି ପଦ୍ମପୁରର ଆନୂକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ ୨୫ ରୌପ୍ୟ ଜୟନ୍ତୀ ଉପଲକ୍ଷେ ବ୍ଳକସ୍ତରୀୟ ଏକ ଦିବସୀୟ ଗ୍ରାମୀଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଆର ବି ହାଇସ୍କୁଲ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ସହରର ଡ଼କ୍ଟର
Read More...

ଦୀପିକା ଇସ୍ପାତ ଶିକ୍ଷା ସଦନରେ ଗଙ୍ଗାଧରଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୮ ଦୀପିକା ଇସ୍ପାତ ଶିକ୍ଷା ସଦନ ଓ ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଦନର ପ୍ରଧାନ ଶିକ୍ଷକ ଶିଶିର
Read More...

ଆସନ୍ତା ୫ରେ ମାନବିକତାର ଗୁରୁଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ମାନବିକତା' ପରିବାର ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ତାର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଗାମୀ ୫ତାରିଖ ଦିନ ଗୁରୁଦିବସକୁ ମହାସମାରୋହରେ ପାଳନ କରିବାକୁ ସ୍ଥିର କରିଛି ।
Read More...

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକର ଗାଇବିରା କଇଁସାର ଅଷ୍ଟ୍ରୋଟ୍ରଫ ପଡିଆଠାରେ ଚାଲିଥିବା ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ବାଲିଶଙ୍କରା କର ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର କୁଜୁରଙ୍କ ଆବାହକତ୍ୱରେ
Read More...

ରୋଟାରୀ କ୍ଲବର ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ରେଲୱେ କଲୋନୀ ନିକଟସ୍ଥ ଶାନ୍ତି ଭବନଠାରେ ପ୍ରାୟ ୧୩୫ ଜଣ ଅନ୍ତେବାସୀଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ରୋଟାରୀଆନ ସଂଧ୍ୟା ସାହୁ ଓ ରୋଟାରୀଆନ ଚମ୍ପାବତୀ ଅମାତଙ୍କ ପିଲାମାନଙ୍କ ଜନ୍ମ ଦିନ
Read More...

ବାସନ୍ତୀ ପାଠାଗାରର ନୂତନ କର୍ମକର୍ତ୍ତା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ପାଠାଗାରର ସ୍ୱର୍ଗତ ସଭାପତି ପ୍ରଫେସର ଜେକେ ରାଓଙ୍କ ବିୟୋଗରେ ତଥା ଆଗାମୀ କାର୍ଯ୍ୟକ୍ରମ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ
Read More...

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ଶନିବାର ଅପରାହ୍ନ ୪ ଘଟିକା ସମୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ସଭାଗୃହରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ
Read More...

ପଞ୍ଚାୟତ ଗୃହରେ ଭଙ୍ଗାରୁଚା କରିବା ସହ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ ଓ ଧମକ ଚମକ ଦେଇଥିବା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତରେ ଜୈନିକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡ଼ିଥିବା ନେଇ ଶନିବାର ପଞ୍ଚାୟତ ଗୃହକୁ ଯାଇ ଆସବାପତ୍ର ସାଙ୍ଗକୁ ଚୌକି ଭଙ୍ଗାରୁଚା କରିବା ସହ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରି ଧମକ
Read More...