Monthly Archives

August 2023

ଭାଲୁମୁଣ୍ଡାଠାରୁ ମାଲପଡା ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା : ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ ନ…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ସୀମାନ୍ତରେ ଥିବା ଭାଲୁମୁଣ୍ଡାଠାରୁ କପିଲାଭଟା ଭାୟା ମାଲପଡା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଦୀର୍ଘ ବର୍ଷରୁ ପ୍ରଶାସନ ପକ୍ଷରୁ ରାସ୍ତାର କୌଣସି ପ୍ରକାର ମରାମତି ନ ହେବାରୁ
Read More...

ଆମ ପୁଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ପରିସରରେ ଥାନା ଓ ଆମ ପୁଲିସର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ସାଇପ୍ରଭା ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ମୁଖ୍ୟ ଡଃ ସୁମନ ଦତ୍ତ ସ୍ୱାଗତ ଭାଷଣ ରଖବା ସହ ଆମ
Read More...

ଟେଲିକମ୍ ଓ ସାଇବର୍ ଅପରାଧ ସମ୍ପର୍କିତ ଗ୍ରାହକଙ୍କ ସଚେତନତା କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କକ ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଭାରତୀୟ ଟେଲିକମ୍ ଓ ସାଇବର୍ ଅପରାଧ ଗ୍ରାହକଙ୍କ ସଚେତନତା କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଟେଲକମ୍ ସଂସ୍ଥାର ଡେପୁଟୀ ଜେନେରାଲ
Read More...

କରାଟେରେ ମଗ୍ନ : ତମନ୍ନା

ଜିଲ୍ଲାସ୍ତରରୁ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି, ଲକ୍ଷ୍ୟ ଦେଶକୁ ପ୍ରତିନିଧିତ୍ଵ ମ.ରାମପୁର, (ହେମନ୍ତ ସାହୁ) : କରାଟେରେ ନିଜକୁ ହଜେଇ ଦେଇଛନ୍ତି ତମନ୍ନା ମେହେର । ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି କୁନି ଝିଅଟି ଜିଲ୍ଲା ସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ନିଜର ପ୍ରତିଭାର ପରିଚୟ
Read More...

ବଡ଼ ଧରଣର ପେଟ୍ରୋଲ୍‌ ପମ୍ପ ଡକାୟତି ଯୋଜନା ପଣ୍ଡ, ୫ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ବଡ଼ ଧରଣର ପେଟ୍ରୋଲ୍‌ ପମ୍ପ ଡକାୟତି ଯୋଜନା ପଣ୍ଡ କରିବାରେ ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଗତ ରାତିରେ ପେଟ୍ରୋଲିଂ ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ୍‌ ରୋଡ୍‌ ଅଂଚଳରେ କିଛି ଡକାୟତ
Read More...

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଶିକ୍ଷୟତ୍ରୀ ହୋଇଥିଲେ, ବାନ୍ଧିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଶିକ୍ଷୟତ୍ରୀ ସାଜିଥିଲେ । ଗିରଫ୍‌ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିରର ଜାଲ୍‌ ସାର୍ଟିଫିକେଟ୍‌ କାରବାର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ୍‌ ରଣ୍ଡା ଉନ୍ନୀତ
Read More...

ମେରି ମାଟି ମେରା ଦେଶର ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ନେହେରୁ ଯୁବ କେନ୍ଦ୍ର ବରଗଡ଼ ତରଫରୁ ମେରି ମାଟି ମେରା ଦେଶ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଜାମୁଟପାଲିରେ ବିଭିନ୍ନ ଯୁବକ ସଂଘର ଯୁବ ଗୋଷ୍ଠୀ ଏବଂ ଜି.ପି.ଏଲ.ଏଫ. ସଦସ୍ୟଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ
Read More...

ଜିଲ୍ଲାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଶତ ପ୍ରତିଶତ ସଫଳତା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନଅଗଷ୍ଟ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୬,୨୦,୦୦୦ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ଔଷଧକେହି ଜଣେ ବି ଯୋଗ୍ୟ ଲୋକ ଯେପରି ବାଦ ନ ପଡ଼ିବେ ସେଥିପାଇଁ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ସୁବର୍ଣ୍ଣପୁର,
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମ୍ପାଦକ ପ୍ରହଲ୍ଲାଦ ସାହୁ, ଉପ ସଭାପତି ମୂରଲୀଧର ସାହୁ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିଶୁମାନଙ୍କ ଦ୍ଵାରା
Read More...

ଆଇଟିଇଆର୍‌-ଟାଟା ପାୱାର ବୁଝାମଣାପତ୍ର ସ୍ୱାକ୍ଷରିତ, ଫ୍ୟାକଲ୍ଟି-ଛାତ୍ରଛାତ୍ରୀଙ୍କୁ ୬ ମାସିଆ ଇଣ୍ଟର୍ଣ୍ଣସିପ୍‌ ସୁଯୋଗ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏବଂ ଟାଟା ପାୱାର କମ୍ପାନି ଲିମିଟେଡ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଓ ସ୍ମାର୍ଟ ଗ୍ରୀଡ କ୍ଷେତ୍ରରେ ଆଦାନପ୍ରଦାନ ନିମନ୍ତେ ମଙ୍ଗଳବାର ଏକ ବୁଝାମଣାପତ୍ର
Read More...