Monthly Archives

August 2023

ସୁକତେଲ ଡେମ୍‌ରୁ ଗାଇସିଲେଟ ଅଞ୍ଚଳକୁ ପାଣି ଯୋଗାଇ ଦେବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁକତେଲ ଡେମ୍‌ରୁ ଗାଇସିଲେଟ ଅଞ୍ଚଳକୁ ପାଣି ଯୋଗାଇ ଦେବା ପାଇଁ ଦାବୀ ହୋଇଛି । କୁହାଯାଇଛି ଯେ, ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନର୍ଗତ ଚିର ମରୁଡି ଓ ଦାଦନ ପ୍ରବଣ ଅଞ୍ଚଳ ଗାଇସିଲାଟ ବ୍ଲକ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସବୁ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୯ତମ ପ୍ରତିଷ୍ଠା ଦିବସ ପାଳିତ : ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ସଂକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ୩୯ଟି ଦୀପ ପ୍ରଜ୍ୱଳନ, ୩୯ଟି ବୃକ୍ଷ ରୋପଣ ଓ ୩୯ଟି ତୀରନ୍ଦାଜ ସହ ପାଳିତ ହୋଇ ନୂଆପଡା, ବଲାଙ୍ଗିର, କଳାହାଣ୍ଡି,
Read More...

ବଲାଙ୍ଗିର ଟାଉନ୍‌ ଥାନାରେ ଗଦା ଗଦା ବୁଲେଟ୍‌, କଟୁଛି ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନା ପରିସରରେ ଗଦା ଗଦା ବୁଲେଟ୍‌ ଦେଖିବାକୁ ମିଳିଛି । ଗତକାଲି ୬ଟି ବୁଲେଟ୍‌ କାବୁ କରି ବଲାଙ୍ଗିର ପୋଲିସ ୩୧ ହଜାର ଟଙ୍କା ଫାଇନ୍‌ କାଟିଥିବା ବେଳେ ଆଜି ପୁଣି ୫୦ରୁ ଅଧିକ ବୁଲେଟ୍‌ ପୋଲିସ୍‌ ହାତରେ ଧରାପଡ଼ିଛି । ଜିଲ୍ଲା ପରିବହନ
Read More...

ଫାଇଭ୍‌ ଟି ସଚିବଙ୍କ ଉପରେ କାଳି ମାଡ଼, ପଣତକାନିରେ ମୁହଁରୁ କାଳି ପୋଛିଦେଲେ ଜଣେ ମା’

ପୁରୀ : ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ଜଣେ ଦୁର୍ବୃତ୍ତ କାଳି ମାଡ଼ କରିଥିବା ବେଳେ ପାଖରେ ଉପସ୍ଥିତ ଜଣେ ମା' ନିଜ ପଣତ କାନିରେ ଫାଇଭ୍‌ ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛି ଦେଉଥିବାର ଏକ ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି
Read More...

ଶଶିଭୂଷଣ ଗହୀର ସହକାରୀ ପ୍ରଫେସର ପରୀକ୍ଷାରେ କୃତକାର୍ଯ୍ୟ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ତେରେସିଂହା ଗ୍ରାମର ଶଶିଭୂଷଣ ଗହୀର ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ସହକାରୀ ପ୍ରଫେସର ପଦବୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଖୁସିର ଲହର
Read More...

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ସାଇବର କ୍ରାଇମ ଏୱାରନେସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିର ଦୁନିଆରେ ଇଣ୍ଟରନେଟ ସେବା ଦ୍ୱାରା ସବୁ କାର୍ଯ୍ୟ କରାଯାଉଛି । ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବଢିବା ସହିତ ସମସ୍ତେ ଏଥିରେ ଅଭ୍ୟସ୍ତ ହୋଇଗଲେଣି । ମୋବାଇଲ ହେଉ କି କମ୍ପ୍ୟୁଟର ହେଉ ଏହା ଜରିଆରେ ନେଟ୍‌ ବ୍ୟବହାର କରି ଦୁନିଆର ସବୁ ଜିନିଷ
Read More...

ପଶ୍ଚିମ ଓଡ଼ିଶାର ମହାନ୍‌ ପର୍ବ ନୂଆଁଖାଇ ନିମନ୍ତେ ବଲାଙ୍ଗିରବାସୀଙ୍କ ପାଇଁ ବାହାରିଲା ଲଗ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ମହାନ୍‌ ପର୍ବ ନୂଆଖାଇଁ ପଡ଼ୁଥିବା ବେଳେ ଆଜି ପରମ୍ପରା ଅନୁଯାୟୀ ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଲଗ୍ନ ଘୋଷଣା କରିଛନ୍ତି ରାଜ ପୁରୋହିତ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ଦିନ ୧୦ଟା
Read More...

ଭତ୍ତା ଟଙ୍କା ବଢାଅ ନ ହେଲେ ଭୋଟ ଦେବୁନାହିଁ : ଲର୍କା ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ବଜାର ଦର ବଢୁଛି, ହେଲେ ଆମକୁ ମିଳୁଛି ମାତ୍ର ପାଞ୍ଚ ଶହ ଟଙ୍କା । ଏଇ ପାଞ୍ଚଶହ ଟଙ୍କାରେ କିଏ ମାସେ ପର୍ଯ୍ୟନ୍ତ ଚଳିବ । ଚିନି ଚା' କିଣିବା ବେଳକୁ ତ ସବୁ ସରିଯାଉଛି । ଆଉ ରହୁଛି କ'ଣ ଯେ ଆମେ ଚଳିବୁ । ଭତ୍ତା ପଇସା ବଢାଅ ନ ହେଲେ ଭୋଟ ଦେବୁନି ବୋଲି
Read More...

୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୧୦୫ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସହରର ସ୍ୱେଛାସେବୀ ସଂଗଠନ ଇକୋ ୱାରିୟର ପରିବାର ପକ୍ଷରୁ ଭାରତୀ ବିଦ୍ୟାପୀଠ ସଭା ଗୃହଠାରେ ମଙ୍ଗଳବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି
Read More...

ମାଡପିଟ କେସରେ କେନ୍ଦୁପତ୍ର ଚେକର କୋଷାରାମ ନାୟକ ପଦ୍ମପୁର ଜେଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ମହିଳାଙ୍କୁ ମାଡପିଟ କରି ଟଣା ଓଟରା କରିଥିବା ଅଭିଯୋଗରେ ଝାରବନ୍ଧ ଥାନାରେ ବିଲାସପୁର ଗ୍ରାମ ସ୍ଥିତ ଲାଲମାଟିଆର କେନ୍ଦୁପତ୍ର ଚେକର କୋଷାରାମ ନାୟକଙ୍କୁ ଝାରବନ୍ଧ ପୋଲିସ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ସେ
Read More...