Monthly Archives

August 2023

ଛତ୍ରପୁର ବ୍ଲକ୍ କାଳୀପଲ୍ଲୀ ସ୍କୁଲରେ ଡେଙ୍ଗୁରୋଗର ପ୍ରାଦୁର୍ଭାବ ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତର କାଳୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ଡେଙ୍ଗୁ ରୋଗର ସେଚେତନ କାର୍ଯ୍ୟକ୍ରମ । ବର୍ତ୍ତମାନ ଡେଙ୍ଗୁରୋଗ ଯେଉଁ ଭଳି ଭାବରେ ବ୍ୟାପକ ଭାବେ ବ୍ୟାପି ଚାଲିଛି ସେହି ଭୟାଭୟ
Read More...

ପ୍ରସିଦ୍ଧ ବ୍ୟାସ ଶାନ୍ତନୁ ତ୍ରିପାଠୀଙ୍କୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଙ୍ଗୀତ ମୂର୍ଚ୍ଛନା ଓ ଓଡ଼ିଆ ସଂସ୍କୃତି କଳା ଏକାଡେମୀ କେନ୍ଦ୍ରାପଡ଼ା ପକ୍ଷରୁ ବଲାଙ୍ଗିର ଟାଉନ ହଲରେ ଆଯୋଜିତ ହୋଇଥିବା ରାଜ୍ୟସ୍ତରୀୟ ଓକା ଆଇଡଲ୍ ପ୍ରତିଭା ଅନ୍ୱେଷଣ ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ତମିଆଁ ଗ୍ରାମର
Read More...

ଏଲ୍‌ଡିଏ ସଂଘ ପକ୍ଷରୁ କଣ୍ଟାବାଞ୍ଜି ଥାନା ଘେରାଉ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଏଲ୍‌ଡିଏ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ଥାନାକୁ ଘେରାଉ କରାଯାଇଛ । ବିଭିନ୍ନ ଦାବୀ ନେଇ ବାଳିକା ବିଦ୍ୟାଳୟଠାରୁ ଥାନା ପର୍ଯ୍ୟନ୍ତ ପରିକ୍ରମା କରି ଥାନାକୁ ଘେରାଉ କରାଯାଇଥିଲା । ଏଥିରେ ସଂଘର ପ୍ରେସିଡେଣ୍ଟ ଲବ ସୁନା, ଦିନେଶ
Read More...

ବଲାଙ୍ଗିର ଏକ୍ସନ କମିଟିର ମିଟ୍‌ ୱିଥ୍‌ ଦ ସିନିୟର ସିଟିଜେନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପିର ବରିଷ୍ଠ ନେତା ତଥା ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଏକ୍ସନ କମିଟିର ମିଟ୍‌ ୱିଥ୍‌ ଦ ସିନିୟର ସିଟିଜେନ କାର୍ଯ୍ୟକ୍ରମର ଏକ ବୈଠକ ଅମଲା ଭବନ, ବଲାଙ୍ଗିରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଛୋଟା ହାତି ଗାଡ଼ିରେ ଯାଉଥିବା ୪୫ ଟି ଶାଳ ସାଇଜକୁ ଦମକିପାଲି ଗ୍ରାମରେ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କଲା ବନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଦମକିପାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ଛୋଟା ହାତି ଗାଡ଼ି (ଓଡ଼ି ୦୩ୱାଇ ୨୫୭୮)କୁଜବତ କରିବା ସହ ଗାଡ଼ିରେ ଚାଲାଣ ହେଉଥିବା ୪୫ଟି ଶାଳ ସାଇଜକୁ ମଧ୍ୟ ଜବତ କରିଛି ବନ ବିଭାଗ । ଏହା ସହ ଏହି
Read More...

କଣ୍ଟାବାଞ୍ଜି ବିଧାୟକ ଓ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଧିନରେ ଥିବା ସମସ୍ତ ଏସବିଆଇ ସିଏସପି ପରିଚାଳକ/ପରିଚାଳିକା ବିଗତ ୧୦ ବର୍ଷରୁ ଅଧିକ ହେବ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ବ୍ୟାକିଂ ସେବା ପ୍ରଦାନ କରିଆସୁଛନ୍ତି । ଗ୍ରାମ ପଞ୍ଚାୟତ ସ୍ତରରେ ଥିବା
Read More...

ଗୋଛାଡେଙ୍ଗେନ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦଘାଟନୀ ଉତ୍ସବ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ. ରାମପୁର ବ୍ଲକ ଗୋଛାଡେଙ୍ଗେନ ଠାରେ ଆଜି ସରପଞ୍ଚ ତଥା କଲେଜ ଅଧ୍ୟକ୍ଷ ଡକ୍ଟର ସୁରେଶ କୁମାର ପଧାନଙ୍କ ସଭାପତିତ୍ୱରେ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ବାବା ଦିଶା ଶହେ କୁଲୁତା ସମାଜ ବଲାଙ୍ଗିର ଜିଲ୍ଲାର ଏକ ଜିଲ୍ଲାସ୍ତରୀୟ ସାଂଗଠାନୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାବା ଦିଶା ଶହେ କୁଲୁତା ସମାଜ ବଲାଙ୍ଗିର ଜିଲ୍ଲାର ଏକ ଜିଲ୍ଲାସ୍ତରୀୟ ସାଂଗଠାନିକ ବୈଠକ ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ପୀଠ ହର୍ଡାଟାଲଠାରେ ଅନୁଷ୍ଠିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ଶ୍ରୀ ଶ୍ରୀ
Read More...

ଗଞ୍ଜାମ ଏନଏସି ସ୍ୱାୟତ୍ତ ଶାସନ ପାଇଁ ବକୃତା, ଚିତ୍ରଙ୍କନା, ଝୋଟି ପ୍ରତିଯୋଗିତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସିରେ ପରିସରରେ ଖୁସିର ମହଲ । ମହା ଆଡମ୍ବରରେ ପାଳନ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଏନଏସି ପକ୍ଷରୁ ବିଭିନ୍ନ ୱାର୍ଡର ମହିଳା ସ୍ୱଚ୍ଛ ସାଥୀ ଓ ସ୍ୱଂୟ ସହାୟକ ମହିଳା ଗୋଷ୍ଠୀଙ୍କୁ ନେଇ ସୋମବାର ଝୁଟି ପ୍ରତିଯୋଗିତା, ସହ
Read More...

ବୋଲବମ୍ ଭକ୍ତଙ୍କ‌‌ ପାଇଁ ଅନ୍ନଛତ୍ର ବ୍ୟବସ୍ଥା କଲେ ବିକାଶ ପ୍ରଧାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅଡାପାଣି ଗ୍ରାମର ବିକାଶ ପ୍ରଧାନ ଶ୍ରାବଣ ମାସରେ ପ୍ରତି ବର୍ଷ ଗୋଟିଏ ଦିନ ଅନ୍ନଛତ୍ର ବ୍ୟବସ୍ଥା କରୁଥିବାର ଦେଖିବାକୁ ମିଳିଛି । କୁମୀର ଗ୍ରାମର ଛକଠାରେ ଶ୍ରାବଣ ମାସରେ ବୋଲବମ୍ ଭକ୍ତଙ୍କ‌‌
Read More...