Daily Archives

ତମାଖୁ ନିୟନ୍ତ୍ରଣ ସମ୍ୱନ୍ଧୀୟ କର୍ମଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଲ୍ଲୀ ଆଲୋକ ପାଠାଗାର, ନଅଗାଁ (ଖ) ଓ ପିଇସିୟୁସିର ମିଳିତ ଆନୁକୂଲ୍ୟରେ ତମାଖୁ ନିୟନ୍ତ୍ରଣ ସମ୍ୱନ୍ଧୀୟ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ୨୪ ଜଣ ଯୁବକ ଅଂଶଗ୍ରହଣ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ତମାଖୁର ବହୁଳ ବ୍ୟବହାର
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଅବସରରେ ଲୋଇସିଂହା ଅଗ୍ରେସନ ଭବନଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ସାଂସଦ ନିରଞ୍ଜନ ବିଶି
Read More...

ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ମାତା କି ଜୟ, ବନ୍ଦେ ମାତରମଂରେ ପ୍ରକମ୍ପିତ ହେଲା ଡେଲାଙ୍ଗ ବ୍ଲକ, ଫରଫର ଉଡିଲା ତ୍ରିରଙ୍ଗା । ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ସରକାରୀ ବେସରକାରୀ ଅନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଡେଲାଙ୍ଗ ପଞ୍ଚାୟତ ସମିତି
Read More...

ଖପ୍ରାଖୋଲ ଅଞ୍ଚଳରୁ ସିରିଏଲ୍‌ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ସିରିଏଲ୍‌ ଚୋରି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିବା ବେଳେ ପୋଲିସକୁ ଜନସଧାରଣଙ୍କ ପକ୍ଷରୁ ସୋସିଆଲ ମିଡିଆରେ ବହୁତ କିଛି ଶୁଣିବାକୁ ପଡିଥିଲା । ପୋଲିସ କାହାରି କଥାକୁ
Read More...

ବାସନ୍ତୀ ପାଠାଗାରରେ ୭୭ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ତାପ୍ତର୍ଯ୍ୟ ବିଷୟରେ ଏକ ସଂକ୍ଷିପ୍ତ ଭାଷଣ ଦେବା ସଙ୍ଗେ ସଙ୍ଗେ ପାଠାଗାରରେ ଏହି ମାସରେ ସ୍କିଲ ଡେଭଲପମେଣ୍ଟ ଏବଂ କମ୍ପୁଟର ଶିକ୍ଷା ଦେବାର ବ୍ୟବସ୍ଥା
Read More...

ଆଦର୍ଶ ପାଠାଗାରର କାବ୍ୟସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ କାବ୍ୟସଂଧ୍ୟା ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ
Read More...

ସ୍ୱାଧୀନତା ହିଁ ମାନବର ସର୍ବୋଚ୍ଚ ସମ୍ମାନ ଓ ଅଧିକାର : ଅକୃର ମାର୍ଥା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ପତାଞ୍ଜଳି ଯୋଗ ପରିବାର ତରଫରୁ ରାଉରକେଲା ସେକ୍ଟର -୪ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ର ପ୍ରାଙ୍ଗଣରେ ଏବଂ କମ୍ୟୁନିଟ ସେଣ୍ଟରର ମିଳିତ ସହଯୋଗରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ରାଜ୍ୟ ସହପ୍ରଭାରୀ ଅକୃର ମାର୍ଥା ଜାତୀୟ ପତାକା
Read More...

ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଓ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରୀଆଲ୍ ହଲଠାରେ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ସହିତ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ଡଃ ସୁବାସ ଚନ୍ଦ୍ର ଲେଙ୍କାଙ୍କ ଆବାହକତ୍ୱ ତଥା ସଭାପତି
Read More...

ପାଇକମାଲ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ଚଳିତ ବର୍ଷ ପାଇଁ ସାର୍ବଜନୀନ ଦୁର୍ଗାପୂଜା ପରିଚାଳନା କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ଯୁବ ନେତା ସୁଶାନ୍ତ କୁମାର ନାଗ, ଉପ ସଭାପତି ରାକେଶ କୁମାର ଅଗ୍ରୱାଲ, ସଂପାଦକ କୁବେର ରଣା, ସହ ସଂପାଦକ
Read More...

ଅଙ୍ଗନଦୀରେ ଭାସୁଛି ଅଜଣା ମୃତଦେହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ପଞ୍ଚାୟତ ତଥା ପାଇକମାଲ ବ୍ଲକ ଚୁହାପାଲି ଗ୍ରାମ ମଝିରେ ଥିବା ଅଙ୍ଗନଦୀରେ ଏକ ଅଜଣା ମୃତଦେହ ନଗ୍ନ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ଏହି ଖବର ପାଇଁ ଝାରବନ୍ଧ ଥାନା ଅଧିକାରୀ ଘଟଣା ସ୍ଥଳକୁ ପହଂଚି ତଦନ୍ତ
Read More...