Daily Archives

ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଲେ ଆୟୁର୍ବେଦିକ ଡାକ୍ତର ସୁଶାନ୍ତ କୁମାର ଚାନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସତେ ଯେପରି ବଲାଙ୍ଗିର ସହରକୁ ଦୁର୍ଘଟଣାର ପିଛା ଛାଡୁନାହିଁ । ଦୁର୍ଘଟଣାର ନୃଶଂସ ପଂଝା ସାଉଁଟି ଚାଲିଛି ନିରୀହ ଜୀବନ । ପୁଣି ଅସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ଆୟୁର୍ବେଦିକ ଡାକ୍ତର ସୁଶାନ୍ତ କୁମାର ଚାନ୍ଦ । ବଲାଙ୍ଗିର ସହରର ଜଣାଶୁଣା
Read More...

ଆର୍‌ବିଆଇ ସହାୟତାରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ମ.ରାମପୁର ବ୍ଲକର ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ
Read More...

ମୋହନଗିରିଠାରେ ବିଶ୍ୱ ଆଦିବାସୀ ଦିବସ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ଆଦିବାସୀ ଦିବସ ମୋହନଗିରିଠାରେ ଅନୁଷ୍ଠିତ ହୋଇଯାଇଛି । ପାଞ୍ଚଟି ପଞ୍ଚାୟତ ମୋହନଗିରି, ମାଣିକେରା, ସିଙ୍ଗପୁର, ଲୁବେନଗଡ଼ ଓ ଦେଡ ଶୁଲି ପଞ୍ଚାୟତର ଶତାଧିକ ଆଦିବାସୀ ଏକାଠି ହୋଇ ଏହି ଦିବସର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ଏହା ସହିତ ମାନ୍ୟବର
Read More...

ଖପ୍ରାଖୋଲରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ପ୍ରବୀଣ କୁମାର ପଣ୍ଡା ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏନେଇ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପକ୍ଷରୁ ବିଇଓ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ
Read More...

ଆଦିବାସୀ ମହାସଂଘ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : କିସ୍ କାର୍ଯ୍ୟାଳୟ ବରଗଡଠାରେ କିସ୍ ଅଭିଭାବକ ସଂଘ ଏବଂ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ତରଫରୁ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ୍‌ର ଅଭିଭାବକ, ଅଭିଭାବିକାମାନେ ଯୋଗ ଦେଇଥିଲେ । ଆଦିବାସୀମାନଙ୍କ ବିଭିନ୍ନ
Read More...

ବିଇଡ଼ିରେ ନାମ ଲେଖାଇ ଦେବା ପ୍ରତିଶ୍ରୁତି ଦେଇ ୨୨୮ ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱ ବିଦ୍ୟାଳୟଏବଂ ଆନ୍ଦ୍ର ବିଶ୍ୱ ବିଦ୍ୟାଳୟ ଅଧିନରେ ବିଇଡ଼ିରେ ନାମ ଲେଖାଇ ଦେବା ପ୍ରତିଶ୍ରୁତି ଦେଇ ୨୨୮ ଜଣ ଛାତ୍ରଛାତ୍ରୀଙ୍କୁ ଠକି ପ୍ରାୟ ୮୦ ଲକ୍ଷ ଟଙ୍କା ଓ ସାର୍ଟିଫିକେଟ ନେଇ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଗିରଫ ଦାବି ଜଣାଇ
Read More...

ଧବଳେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅକ୍ସଫାମ୍ ଇଣ୍ଡିଆର ସଚେତନତା ସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ସୀମାନ୍ତବର୍ତ୍ତୀ ଗ୍ରାମ ପଞ୍ଚାୟତ ମୋହନଗିରି ସ୍ଥିତ ଧବଳେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଲିଙ୍ଗଗତ ବିଭେଦ ସଚେତନତା ଶିବିର ଅକ୍ସଫାମ ଇଣ୍ଡିଆ ତରଫରୁ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ଆଶିଷ କୁମାର
Read More...

ଦେଶବ୍ୟାପୀ ଆରମ୍ଭ ହେବ ମେରୀ ମାଟି ମେରା ଦେଶ ଅଭିଯାନ

ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଗାଁରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବଗ୍ରାମ ପଞ୍ଚାୟତରେ ସ୍ମାରକୀ ଫଳକ ସ୍ଥାପନ କରାଯିବଅମୃତ ବାଟିକା ସୃଷ୍ଟି ପାଇଁ ଅମୃତ କଳଶ ଯାତ୍ରା ସକାଶେ ଦେଶର କୋଣ ଅନୁକୋଣରୁ
Read More...

ଜିସାଟ୍-୨୪ ସଫଳତାର ସହ କାର୍ଯ୍ୟକ୍ଷମ ହେବା ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ : ସୂଚନା ଓ ପ୍ରସାରଣ ସଚିବ…

• ଚାହିଦା ଆଧାରିତ ଅଭିଯାନ ବର୍ଗରେ ଭାରତର ସଫଳ ପ୍ରବେଶକୁ ଆରମ୍ଭ କରିଛି ଜିସାଟ୍ -୨୪: ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ• ଏନଏସଆଇଏଲ ମହାକାଶ କ୍ଷେତ୍ରରେ ସଂସ୍କାର ପରେ ପ୍ରଥମ ଚାହିଦା ପରିଚାଳିତ ଯୋଗାଯୋଗ ଉପଗ୍ରହ ଅଭିଯାନ ଜିସାଟ୍-୨୪• ଜିସାଟ୍-୨୪କୁ କାର୍ଯ୍ୟକ୍ଷମ କରିବା ଲାଗି ନ୍ୟୁସ୍ପେସ୍
Read More...

ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ – କପଡା ଏବଂ ଶିଳ୍ପର ଏକ ଭଣ୍ଡାର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି“ଦେଶରେ ଏକ ନୂତନ ସ୍ବଦେଶୀ ବସ୍ତ୍ର ବିପ୍ଳବ ଆରମ୍ଭ ହୋଇଛି”“ଭୋକାଲ ଫର୍ ଲୋକାଲର ଉତ୍ସାହ ସହିତ ସ୍ଥାନୀୟ ନାଗରିକମାନେ ସହୃଦୟତାର ସହ ସ୍ୱଦେଶୀ ଦ୍ରବ୍ୟ କିଣୁଛନ୍ତି ଏବଂ ଏହା ଏକ ଜନ
Read More...