Daily Archives

କୋହିନୁର ସର୍କସର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବର୍ଷର ଜଣାଶୁଣା କୋହିନୁର ସର୍କସ ପ୍ରଥମ ଥର ପାଇଁ ଇସ୍ପାତ ନଗରୀ ରାଉରକେଲାରେ ସେକ୍ଟର ୧୩ ଦୁର୍ଗାପୂଜା ମେଲଣ ପଡିଆଠାରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ସର୍କସରେ ପ୍ରଥମ ଥର ପାଇଁ ଆଫ୍ରିକା ଓ ଇଥିଓପିଆ
Read More...

ଓଡିଶା ସିତୋରିଓ କରାଟେ ଆସୋସିଏସନ୍‌ର ନୂତନ କେନ୍ଦ୍ର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସିତୋରିଓ କରାଟେ ଆସୋସିଏସନ୍‌ର ନୂତନ କେନ୍ଦ୍ର ରାଉରକେଲା କ୍ଲବ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଆସୋସିଏସନ୍‌ର ମୁଖ୍ୟ କୋଚ ଧର୍ମେନ୍ଦ୍ର ସିଂଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସ୍‌ପିର ବରିଷ୍ଠ ପ୍ରବନ୍ଧକ ତଥା ଆରଏସ୍‌ପି
Read More...

ରାଉରକେଲା ଟ୍ୟାକ୍ସବାର ଆସୋସିଏସନର କନ୍‌ଫରେନ୍ସ ୨୦୨୩ ଆସନ୍ତା ୨୬ ଓ ୨୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଟ୍ୟାକ୍ସବାର ଆସୋସିଏସନ୍‌ର ଦୁଇଦିନିଆ ଜାତୀୟ ସମ୍ମିଳନୀ ୨୦୨୩ (ଜ୍ଞାନସେତୁ) ଚଳିତ ମାସ ୨୬ ଓ ୨୭ତାରିଖ ଦିନ ବେଦବ୍ୟାସ ସ୍ଥିତ ପାହାଡି ହୋଟେଲଠାରେ ଆୟୋଜନ କରିବ ବୋଲି ବ୍ରାହ୍ମଣୀକ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି
Read More...

ବଲାଙ୍ଗିର ସମଲେଶ୍ୱରୀଙ୍କୁ ଦର୍ଶନ କଲେ ୫-ଟି ସଚିବ : କୋଶଳ କଳା ମଣ୍ଡଳରେ ଉଦ୍‌ବୋଧନ ଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସକାଳୁ ବଲାଙ୍ଗିର ସହର ସ୍ଥିତ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ । ଏହି ଅବସରରେ ସମଲେଶ୍ୱରୀ ମନ୍ଦିରର ଆବଶ୍ୟକ ଉନ୍ନତି କରାଯିବା ସହ ସହରର ପାଟଣେଶ୍ୱରୀ
Read More...

ପଦ୍ମପୁର ନାଗରିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ରାଜାଜୀ ଟାଉନ ହଲ ପରିସରରେ ନାଗରିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ମହେନ୍ଦ୍ର କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଅଜିତ ଶତପଥି ସାଗତ ଭାଷଣ ପ୍ରଦାନ କରିଥିଲେ । କମିଟିର ଦିବଂଗତ ସଭ୍ୟ ଉଦୟ ରଞ୍ଜନ
Read More...

ଅସହାୟଙ୍କୁ ସାହା ହୋଇ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୦ ବର୍ଷୀୟା ମହିଳା ସଚି ବିଶ୍ୱାଳ । ଘର ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଗାଁରେ । ସ୍ୱାମୀ, ଦୁଇ ପୁଅ, ତିନି ଝିଅ ସହ ଘର ସଂସାର କରି ଚଳୁଥିଲେ । ବୟସର ଅପରାହ୍ନରେ ସ୍ୱାମୀ ଛାଡି ଚାଲି ଯିବା ପରେ ଦୁଇ ପୁଅ ମା'ଙ୍କୁ ଆଉ ପଚାରିଲେ ନାହିଁ । ତିନି ଝିଅ
Read More...

ଉତ୍କଳ ଖରୁଡା ସମାଜର ସାଧାରଣ ଅଧିବେଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଉପଦେଷ୍ଟା ରାମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଗଞ୍ଜାମ ସହର ଓଡ଼ିଆ ଢାମଣା ସାହି ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଖରୁଡା ସମାଜର ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଅଧିବେଶନରେ ବରିଷ୍ଠ ସଦସ୍ୟ ସୁବାଷ ମହାପାତ୍ର,
Read More...

ଓଡ଼ିଶା ରାଜ୍ୟ ମତ୍ସ୍ୟଜୀବୀ ମଜଦୁର ସଙ୍ଘର ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ରାଜ୍ୟ ମତ୍ସ୍ୟଜୀବୀ ମଜଦୁର ସଙ୍ଘ ସଲଗ୍ନ ଭାରତୀୟ ମଜଦୁର ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରମ୍ଭା ସହର ସ୍ଥିତ ଲକ୍ଷ୍ମୀପୁର ସାହିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ
Read More...

ପଶ୍ଚିମ ଓଡିଶା ବିଶା ଶହେ ତୈଳିକ ସାହୁ ସମାଜର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ସ୍ଥାନୀୟ ମେହେର ସମାଜ ଧର୍ମଶାଳାଠାରେ ପଶ୍ଚିମ ଓଡିଶା ବିଶା ଶହେ ତୈଳିକ ସାହୁ ସମାଜର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ସମାଜର କାର୍ଯ୍ୟବାହକ ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବଲାଙ୍ଗିର ଗସ୍ତରେ ୫ଟି ସଚିବ

ବଲାଙ୍ଗିର (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ୫ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ ଆସିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ସେ ବଲାଙ୍ଗିର ଜିଲ୍ଲାର ଅନେକ ପ୍ରକଳ୍ପର ସମୀକ୍ଷା କରିବା ସହ ଜନଶୁଣାଣି ସଭାରେ ଯୋଗ ଦେଇଥିଲେ । ଏହି ଗସ୍ତ
Read More...