Monthly Archives

July 2023

୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ବାଘ ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ ।
Read More...

କଫ ସିରପ ରଖିଥିବା ଅଭିଯୋଗରେ ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଫ ସିରପ ରଖିଥିବା ଅଭିଯୋଗରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି । ବଲାଙ୍ଗିର ସହର ବରପାଲିପଡାରେ କଫ୍‌ ସିରପ୍‌ ରଖିଥିବା ଅଭିଯୋଗରେ ଟାଉନ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗିରଫ ବ୍ୟକ୍ତି ଜଣକ ହେଲେ ମଦନ ଗୋପାଳ ନାଥ (୫୦) ।
Read More...

ବଲାଙ୍ଗିର ସୁଦପଡା ରେଲୱେ ଟ୍ରାକରୁ ବୃଦ୍ଧଙ୍କ ଶବ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡା ରେଲୱେ ଟ୍ରାକରୁ ମିଳିଛି ଜଣେ ବୃଦ୍ଧଙ୍କ ଶବ । ବୃଦ୍ଧ ଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସ୍ତ୍ରୀର ମୃତ୍ୟୁରେ ମର୍ମାହତ ହୋଇ ବୃଦ୍ଧ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଛି । ମୃତକ ଜଣକ ହେଲେ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା
Read More...

ହରିଶଙ୍କର ମା’ ବିନ୍ଧ୍ୟବାସିନୀ ମନ୍ଦିରର ୫୬ ଡିସିମିଲ ପଡ଼ିଆର ସୁରକ୍ଷା ସହ ଦଖଲ ପାଇଁ ସର୍ବଭାରତୀୟ ବିଂଝାଲ…

ଦାବୀ ପୂରଣ ନ ହେଲେ ଭୟାବହ ଆନ୍ଦୋଳନ ଚେତାବନୀ ସମ୍ବଲପୁର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ସ୍ଥିତ ମା' ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଥିବା ୫୬ ଡିସିମିଲ ପଡ଼ିଆର ସୁରକ୍ଷା କରିବା ନେଇ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ସମ୍ବଲପୁର ରେଭେନ୍ୟୁ ଡିଭିଜନାଲ କମିଶନର (ଆର୍‌ଡିସି)
Read More...

ବାରମ୍ବାର ବିଜୁଳି ବିଭ୍ରାଟ ପ୍ରତିବାଦରେ ବିଜେପିର ବାଇକ୍ ରେଲି ଓ ଇଲେକ୍ଟ୍ରି ଅଫିସ ଘେରାଓ

ବରଗଡ, (ନିରୋଜ କୁମାର ପାଣୀ) : ବାରମ୍ବାର ବିଜୁଳି ବିଭ୍ରାଟ ପ୍ରତିବାଦରେ ବିଜେପି ପକ୍ଷରୁ ବାଇକ୍ ରେଲି ଓ ଇଲେକ୍ଟ୍ରି ଅଫିସ ଘେରାଓ କରାଯାଇଛି । ସୂଚନା ଅନୁସାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅତିଷ୍ଠ ହୋଇ ପଡିଥିବା ବେଳେ ବରପାଲି ବ୍ଲକରେ ଟାଟା ପାୱାରର ଅଘୋଷିତ
Read More...

ରୋଟାରୀ କ୍ଲବ ଅଫ୍ କଟକ ଅଭିନବ ତରଫରୁ ଜାତୀୟ ଡାକ୍ତର ଦିବସ ମହାସମାରୋହରେ ପାଳିତ : ୨୬ ଜଣ ଚିକିତ୍ସକ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ଅଭିନବ ତରଫରୁ ଜୁଲାଇ ୧ ତାରିଖ ଶନିବାର ଦିନ ଦି ଲିଙ୍କ୍ ଚକ୍ଷୁ ଚିକିତ୍ସାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ରୋଟାରି କ୍ଲବ୍ ଅଫ୍ ଅଭିନବ କଟକର ସଭାପତି ଆଲୋକ କୁମାର ସାହୁଙ୍କ ସଭାପତିତ୍ୱରେ ଜାତୀୟ ଡାକ୍ତର ଦିବସ ମହାସମାରୋହରେ
Read More...

ପାଲା ସମିତିର ୧୧ତମ ବାର୍ଷିକ ମହୋତ୍ସବ ଓ ଗୁରୁପୂଜା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ପକ୍ଷରୁ ଅନୁଷ୍ଠାନର ୧୧ତମ ବାର୍ଷିକ ଉତ୍ସବ ଓ ବ୍ୟାସ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜା କାର୍ଯ୍ୟକ୍ରମ ଶ୍ରୀ ଖେଲେଶ୍ୱର ଦେବ ମନ୍ଦିର ପରିସରରେ ଆୟୋଜନ କରାଯାଇଥିଲା । ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା
Read More...

କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ଅନୁସୂଚିତ ଜାତି ତାଲିକାରୁ ହଟାଇବାକୁ ଦାବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦଳିତଙ୍କ ପାଇଁ ଉଦ୍ଧିଷ୍ଟ ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ହଟାଇବାକୁ ଦାବୀ ହୋଇଛି । ଓଡିଶା ରାଜ୍ୟ କୈବର୍ତ୍ତ ଓ ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟି ଏବଂ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଏହି ମର୍ମରେ ଲୋଇସିଂହା
Read More...

ଟିଟିଲାଗଡ଼ ଥାନା ଘେରାଉ କଲା ଆଦିବାସୀ କଲ୍ୟାଣ ସଙ୍ଘ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୁଥୁର୍‌ବନ୍ଧ ଗ୍ରାମ ପଞ୍ଚାୟତର ମହଦା ଗ୍ରାମରେ ପାର୍କ ନିର୍ମାଣକୁ ନେଇ ଗ୍ରାମବାସୀ ନିର୍ମାଣ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଏକ ବର୍ଷରୁ ଅଧିକ ସମୟ ହେବ ଦାବୀ କରି ଆସୁଛନ୍ତି । ଯେଉଁ ଜାଗାରେ ପାର୍କ ନିର୍ମାଣ କରାଯିବାକୁ ଗ୍ରାମବାସୀମାନେ ବିରୋଧ
Read More...