Monthly Archives

July 2023

ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

● ଆଇନ ପେସାଦାରମାନେ ଶୀଘ୍ର ଶୁଣାଣି ଏବଂ ତ୍ୱରିତ ନ୍ୟାୟ ଦିଗରେ କାମ କରିବା ଉଚିତ୍ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି କଟକସ୍ଥିତ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହୋଇ
Read More...

ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବଦଳରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଘଟଣା : ବଙ୍ଗୋମୁଣ୍ଡାରେ…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଛକକୁ ପର୍ଶୁରାମ ଛକ କରାଯିବା ଓ ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବସାଯିବା ନେଇ ସ୍ଥିରିକୃତ ହୋଇଥିବା ବେଳେ ଗତ କିଛି ଦିନ ତଳେ ହଠାତ୍ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବସାଯାଇଥିବା
Read More...

ମାଓବାଦୀ ସହିଦ ସପ୍ତାହ ପୂର୍ବରୁ ପୋଷ୍ଟର ଜାରି କଲା ମାଓ ସଂଗଠନ

କଳାହାଣ୍ଡି, (ପି.କେ. ସାହୁ) : ଜୁଲାଇ ମାସ ୨୮ରୁ ଅଗଷ୍ଟ ମାସ ୩ ତାରିଖ ଯାଏଁ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ । ଏହି ଅବସରରେ ପୋଷ୍ଟର ଜାରି କରିଛି ମାଓ ସଂଗଠନ । କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ନିକଟସ୍ଥ ଶଗଡ଼ାଠାରେ ଗତକାଲି ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଇଥିଲା । ମାଓ ସଂଗଠନ
Read More...

ଜୟ ଯବାନ ଜୟ କିଷାନ ନାରା ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କାରଗିଲ ବିଜୟ ଦିବସକୁ ୨୪ ବର୍ଷ ପୁରିଛି । ପାକିସ୍ତାନ ବିରୁଦ୍ଧରେ ଦୀର୍ଘ ୨ ମାସ ଲଢେଇ ପରେ ଆଜିର ଦିନରେ ବିଜୟର ସ୍ୱାଦ ଚାଖିଥିଲା ଆମ ଦେଶ । ଆତ୍ମବଳି ଦେଇଥିଲେ ହଜାର ହଜାର ବୀର ସୈନିକ, ସେହି ବୀର ସହିଦ ଯବାନମାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି
Read More...

ହୃଷିକେଶ ରାୟ ମହାବିଦ୍ୟାଳୟରେ କାରଗିଲ ବିଜୟ ଦିବସ ଓ ବନ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା(ବାଳକ) ଆନୁକୂଲ୍ୟରେ କାରଗିଲ ବିଜୟ ଦିବସ ଓ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧ୍ୟାପିକା ଦିପ୍ତିମୟୀ ମହାପାତ୍ରଙ୍କ ସଭାପତିତ୍ୱ ଓ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ ହରିଶ
Read More...

ଅତାବିରା ଏନ୍‌ଏସି ୱାର୍ଡ଼ ନମ୍ୱର୍ ୧ କଂଗ୍ରେସ୍ କାଉନସିଲର ଦୀପକ୍ ରାୟଙ୍କ ଆର୍ଥିକ ସହାୟତା

ଅତାବିରା, (ସୁରେନ୍ଦ୍ର କୁମାର କଠାର) : ଭେଡେନ ବ୍ଲକ୍ ମାନପୁର୍ ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଛତ୍ରପତି ପଧାନ କଠିନ ଅଧ୍ୟବସାୟ ଆଗରେ ସବୁକିଛି ହାର ମାନିବା ଭଳି ୟୁଟ୍ୟୁବରୁ ପଢ଼ି ଡାକ୍ତର ହେବାର ସୁଯୋଗ ପାଇଛନ୍ତି । ଛତ୍ରପତି ଏସ୍‌ସିବିରେ ବିଡିଏସ୍ ପାଠ୍ୟକ୍ରମରତୃତୀୟ ବର୍ଷର ଛାତ୍ର ।
Read More...

ବଲାଙ୍ଗିର-ସମ୍ବଲପୁର ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର-ସମ୍ବଲପୁର ରୋଡ଼ର ମାରୁତି ସୁଜୁକି ସୋ’ରୁମ୍‌ ନିଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତକ ସ୍କୁଟି୍‌ ଚାଳକ ଖମାରମୁଣ୍ଡାର ରବିନାରାୟଣ
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସ୍ଥାପନା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ୧୩ତମ ସ୍ଥାପନା ହୋଟେଲ ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ଡଃ ସରିତା ମଲ୍ଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଆଇ ଡିଷ୍ଟ୍ରିକ୍ଟ ୩୨୬୧ର ଡିଜି ମନଜିତ ସିଂ ଆରୋରା
Read More...

ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟର ନକ୍ସଲ ସେଲ ଭିତରେ ଜଣେ ଇନ୍ସପେକ୍ଟର ନିଜ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ଇନ୍ସପେକ୍ଟର ଜଣକ ହେଲେ ନରେନ୍ଦ୍ର ବିଶ୍ଵାଳ । ସେଲ୍‌ରେ ଥିବା ଏକେ- ୪୭ ବନ୍ଧୁକରେ ସେ ନିଜ ବେକରେ ଗୁଳି ଫୁଟାଇଥିବା କୁହାଯାଉଛି । ତାଙ୍କୁ ପ୍ରଥମେ
Read More...

ମିଶନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାରର ଶିଶୁଙ୍କୁ ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ ମିଶନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାରର ଶିଶୁମାନଙ୍କ ଶିକ୍ଷା ସ୍ଵାସ୍ଥ୍ୟ ତଥା ପୁଷ୍ଟି ନିମନ୍ତେ ଜିଲ୍ଲାପାଳ ବିମଳେନ୍ଦୁ ରାଏ ପୁଷ୍ଟପୋଷକତା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ
Read More...