Monthly Archives

June 2023

କେଉଁଝର ଟ୍ରକ ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା, ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ରାତିରେ କେଉଁଝର ଜିଲ୍ଲା ଷଠୀଘର ଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ
Read More...

ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ଗ୍ରାମର ବୃନ୍ଦାବତୀ ପଟେଲ୍ ବୟସ ୪୫ ଆଜି ସକାଳୁ ସକାଳୁ ନିଜ ନିତ୍ୟ କର୍ମ ପାଇଁ ବାହାରୁଥିଲେ
Read More...

ଆକ୍ରମଣର ଶିକାର ହୋଇ ବାପ ଓ ପୁଅ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ବାପ ଓ ପୁଅ ମରଣାନ୍ତକ ଆକ୍ରମଣର ଶିକାର ହୋଇ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ବେଲପଡା ଥାନା ସୁଆବାହାଲ ଗାଁରେ । ସୂଚନା ଅନୁସାରେ ଗତକାଲି ଅଧ ରାତିରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ସୁଆବାହାଲ ଗାଁର
Read More...

୫ ଦିନିଆ ରିମାଣ୍ଡରେ ପ୍ରଶାନ୍ତ ରାଉତଙ୍କୁ ଆଣିଲା ଭିଜିଲାନ୍ସ

ନବରଙ୍ଗପୁର : ୫ ଦିନିଆ ରିମାଣ୍ଡରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଆଣିଛି ଭିଜିଲାନ୍ସ । ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ବେଳେ ତାଙ୍କୁ ନେଇ ସାରା ଓଡ଼ିଶାରେ ଜୋର୍‌ ଧରିଛି
Read More...

କୋକଡୁଙ୍ଗରି ଠାରେ କନ୍ଧ ସମାଜ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଡଙ୍ଗରପଡା ଗ୍ରାପ କୋକଡୁଙ୍ଗୁରି ଠାରେ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ଶାଖା ଡଙ୍ଗରପଡାର ସ୍ଥାୟୀ ସଭାପତି ଲଳିତ ଯାନୀଙ୍କ ସଭାପତିତ୍ୱରେ କନ୍ଧ ସମାଜ ସମ୍ମିଳିନୀ ଅନୁଷ୍ଠିତ ହୋଇ ଯାଇଛି । ସର୍ବ ପ୍ରଥମେ ଇଷ୍ଟାଦେବୀ
Read More...

ବଡ଼ ଦେଉଳକୁ ଆଜି ବାହୁଡ଼ିବେ ମହାବାହୁ

ପୁରୀ : ଆଜି ମହାବାହୁଙ୍କ ବାହୁଡ଼ା ଯାତ୍ରା । ପୁରୀ ବଡ଼ଦାଣ୍ଡରେ ଭକ୍ତ ପ୍ରସ୍ତୁତ, ରଥ ବି । ଅପେକ୍ଷାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ରଥାରୂଢ ହୋଇ ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ମହାବାହୁ । ଆଜି ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତିର
Read More...

୪ ନକଲି ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ

ବାଲେଶ୍ୱର : ୪ ନକଲି ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ହୋଇଛି । ରାୟ ଶୁଣାଇଛନ୍ତି ବାଲେଶ୍ୱର ମାନ୍ୟବର ଭିଜିଲାନ୍ସ କୋର୍ଟ । ଜେଲ୍‌ ଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ବି କରିଛନ୍ତି ମାନ୍ୟବର ଅଦାଲତ । ତେବେ ଏଥି ସହିତ ୩ ଜଣଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ବି
Read More...

ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ୯ ବର୍ଷର ସଫଳତା ବିବରଣୀ ଦେଲେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

ପ୍ରମୁଖ ଗୃହପାଳିତ ପ୍ରାଣୀ ରୋଗର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଓ ଉନ୍ମୁଳନ ଏବଂ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି ବିଭାଗ: ଶ୍ରୀ ରୁପାଲାଗୃହପାଳିତ ପ୍ରାଣୀ ଚାଷୀଙ୍କ ପାଇଁ ୨୭.୬୫ ଲକ୍ଷରୁ ଅଧିକ ନୂଆ କିଷାନ କ୍ରେଡିଟ୍‌ କାର୍ଡ ମଞ୍ଜୁର କରାଯାଇଛି : ଶ୍ରୀ
Read More...

ଅମରନାଥ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ

ଭକ୍ତମାନଙ୍କ ପାଇଁ ଚିକିତ୍ସା ସେବା ଏବଂ ସ୍ୱାସ୍ଥ୍ୟ ସୁବିଧା ପାଇଁ ଜାମୁ ଏବଂ କାଶ୍ମୀରକୁ ସମସ୍ତ ସହାୟତା ପ୍ରଦାନ ନିଶ୍ଚିତ କରିଛନ୍ତିଯାତ୍ରା ସମୟରେ ସମସ୍ତ ଭକ୍ତଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସୁନିଶ୍ଚିତ କରାଯିବ: ଡକ୍ଟର ମନସୁଖ
Read More...

ଜନଜାତି ସାଧନ କେନ୍ଦ୍ର ଉଦ୍‌ଘାଟନୀ ଉତ୍ସବର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଥରେଲ ଗ୍ରାମରେ ବରଗଡ ଜିଲ୍ଲାସ୍ତରୀୟ ଜନଜାତି ସାଧନ କେନ୍ଦ୍ର ଉଦ୍‌ଘାଟନ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଜିଲ୍ଲା ଅଧିକାରୀ ଛତ୍ରପତି
Read More...