Monthly Archives

June 2023

ରଂଗ ଫିକା କିନ୍ତୁ ଫୁଟିଛୁ, ବଂଚିବାର ପ୍ରୟାସରେ ଲାଗିଛୁ

ମୃଗାକ୍ଷୀ ୪୫ ଡିଗ୍ରୀ ଖରାରେ ଯେତେବେଳେ ଆମେ ଆମର ଫୁଟିବାର ଧର୍ମ ଛାଡୁନାହୁଁ ରେ ମାନବ, ତୁ କେମିତି ତୋର ମାନବ ଧର୍ମ ଛାଡି ଦେଉଛୁ ?ଘରେ ଆଉ କେତେଟା କେଠରୀରେ ଏସି ଲଗାଇବୁ ? ଚାରିଆଡେ ତ' କଂକ୍ରିଟ୍ ଜଂଗଲ କଲୁ, ତାତିରୁ ତ୍ରାହି ପାଇବୁ କିପରି ? କେବେ ବୁଝିବୁ ପାଠପଢା ଯେତେବେଳ
Read More...

ସହଯୋଗ ଫାଉଣ୍ଡେସନ ଦ୍ୱାରା ଆସନ୍ତା ୨୧ରେ ଅନୁଷ୍ଠିତ ହେବ ସାମୁହିକ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ୨୧ଜୁନ୍ ୨୦୧୫ରେ ସମଗ୍ର ବିଶ୍ୱରେ ପାଳନ କରାଯାଇଥିଲା । ଏହି ଦିନ କୋଟି କୋଟି ଲୋକ ଦୁନିଆରେ ଯୋଗ କରିଥିଲେ ଯାହା ଏକ ରେକର୍ଡ ଥିଲା । ଯୋଗ ହେଉଛି ବ୍ୟାୟାମର ଏକ ପ୍ରଭାବଶାଳୀ ରୂପ, ଯାହା ମାଧ୍ୟମରେ କେବଳ ଶରୀରର ଅଂଶ ନୁହେଁ,
Read More...

ବିନିକା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୪୨ ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ
Read More...

ତେଲେନପାଲି ଗ୍ରାମରେ ବଜାର ଗୃହ ଉଦ୍‌ଘାଟନ କଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତେଲେନପାଲି ଓ ସୋଲବନ୍ଧ ପଞ୍ଚାୟତରେ ବିଜେଡିର ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ବିଜେଡ଼ିକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ
Read More...

ଟିଟିଲାଗଡ଼ ଜଗନ୍ନାଥ ମନ୍ଦିରରେ ନବ ଯୌବନ ଦର୍ଶନ ପାଇଁ ବିଧିବଦ୍ଧ ପୂଜା ସମ୍ପନ୍ନ : କାଲି ହେବ ଘୋଷଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ, ଶ୍ରୀ ଶ୍ରୀ ଧବଳେଶ୍ୱର ମହାପ୍ରଭୁ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ନିମନ୍ତେ ସକାଳୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ସମ୍ପନ୍ନ ହେବା ପରେ ମନ୍ଦିର ଉପରେ ଧ୍ଵଜା
Read More...

ନିରନ୍ତର ଜଳ ଯୋଗାଣ ଦାବୀରେ ମହିଳାଙ୍କ ଜାତୀୟ ରାଜପଥ ଅବରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଲାଣି । ତା'ସାଙ୍ଗକୁ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ହେଉ ନଥିବାରୁ ମହିଳାଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା । ଆଜି ପୂର୍ବାହ୍ନ ୧୧ଟାରେ ଲୋଇସିଂହା ସହରର ଶତାଧିକ ମହିଳା ଗରା, ମାଠିଆ ଧରି
Read More...

ଦେଓଗାଁ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ଦେଓଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ
Read More...

କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ବାବୁଭାଇ ଜେବାଲିଆଙ୍କୁ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ ଓ ୩୦ ମଇରୁ ୩୦ ଜୁନ୍ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଆସିଥିବା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କିଷାନ ମୋର୍ଚ୍ଚାର ବାବୁଭାଇ ଜେବାଲିଆ,
Read More...

ସ୍ତ୍ରୀଙ୍କ ଶବକୁ ପୋଡ଼ି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଲା ନୃଶଂସ ସ୍ୱାମୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ତ୍ରୀଙ୍କ ଶବକୁ ପୋଡି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଛି ଜଣେ ନୃଶଂସ ସ୍ୱାମୀ । ଜନ୍ମ ଜନ୍ମାନ୍ତର ପାଇଁ ଜୀବନ ସାଥୀ ଭାବେ ଗ୍ରହଣ କରି ବିବାହ କରିଥିବା ଜଣେ ସ୍ୱାମୀ ତା ସ୍ତ୍ରୀ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରିବ, କେହି
Read More...

ନିଟ୍‌ ପରୀକ୍ଷାରେ ସଫଳତା ହାସଲ କଲେ ଟିଟିଲାଗଡର ନିହାର ରଞ୍ଜନ ବେହେରା

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଟିଟିଲାଗଡ ପୌରପରିଷଦ ୱାର୍ଡ ନମ୍ବର ୧୨ ଅନ୍ତର୍ଗତ ଝ।ଙ୍କରପଡ଼ାରେ ରହୁଥିବା ଜଣେ ରେଳ ବିଭାଗ କର୍ମଚାରୀଙ୍କ ପରିବାରର ନିହାର ରଞ୍ଜନ ବେହେରା ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ମା' ପ୍ରେମଲତା ବେହେରା ଜଣେ ଗୃହିଣୀ, ବାପା ଜଣେ ମେଲ
Read More...