Monthly Archives

June 2023

ପଦ୍ମପୁରରେ ବର୍ଷା ପାଇଁ ନାହିଁ ନଥିବା ଅସୁବିଧା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଦୀର୍ଘ ୭ ଘଣ୍ଟା ଧରି ଲଗାତାର ବର୍ଷା ହେବା ଫଳରେ ସହରର ବିଭିନ୍ନ ଅଂଚଳରେ ଜଳମଗ୍ନ ହୋଇ ସ୍ଥିତି ବେହାଲ ରହିଛି । ଭୋରରୁ ବର୍ଷା ହେଉଥିବା କାରଣରୁ ଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ସହରର ଗଳିକନ୍ଦି ସମେତ ତଳି ଅଞ୍ଚଳ ଜଳମଗ୍ନ
Read More...

ରାଜ୍ୟସ୍ତରୀୟ ଖେଳ କୁଦ ପ୍ରତିଯୋଗିତାରେ ବେଲୁର୍ ଗାଆଁର ମାନସ ମାଝୀ ପାଇଲେ ସ୍ଵର୍ଣ୍ଣ ପଦକ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଆଥେଲେଟିକ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ୬୯ତମ ରାଜ୍ୟସ୍ତରୀୟ ଖେଳ କୁଦ ପ୍ରତିଯୋଗିତାର ସବ୍‌ ଜୁନିଅର ବିଭାଗରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଗୋଛା ଡେଙ୍ଗେନ ପଞ୍ଚାୟତର ବେଲୁର୍‌ ଗାଁର ମାନସ ମାଝୀ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି
Read More...

ଅଠରଗଡ ଗୋଁଣ୍ତ ମହାସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ଅଖିଳ ଭାରତୀୟ ଗୋଁଣ୍ତ ସମାଜରୁ ପୁରେନା ସର୍କଲ ଶୁକଦେବ ମାଝୀ, ମଦନ ଭୋଇ, ଦୁର୍ଯ୍ୟୋଧନ ପୁଟା, ସୁବ୍ରତ ଦିୱାନ, ଦଶରଥ ନେତାମ, ପ୍ରଭୁନନ୍ଦ ଧରୁଆ, ଭୋଜରାଜ ଧରୁଆ, ତୁର୍ଲା ସର୍କଲରୁ ଭୋଲାନାଥ ଜଗତ, ଭୈଷାଦର୍ହା ସର୍କଲରୁ
Read More...

୫ଟି ସଚିବଙ୍କ ବରଗଡ଼ ଗସ୍ତକୁ ନେଇ ଗର୍ଜିଲେ ସାଂସଦ ସୁରେଶ ପୂଜାରୀ

ବରଗଡ଼, (ନିରୋଜ କୁମାର ପାଣୀ) : ୫ଟି ସଚିବଙ୍କ ବରଗଡ଼ ଗସ୍ତ, ସେଥିରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ ଗସ୍ତ ନିୟୋଜନ କରିବା ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ଆଜି ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଥିଲେ ।
Read More...

ଦିଗପହଣ୍ଡି ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣାଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଭୁବନେଶ୍ୱର : ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡିଠାରେ ହୋଇଥିବା ବସ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ
Read More...

ଅବ୍ୟବସ୍ଥାରେ ହୁମା ହାଟ : ହାଟ ମଧ୍ୟକୁ ଯିବା ପାଇଁ ନାହଁ ବାଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତରେ ରହିଥିବା ଏସିଆ ମହାଦେଶର ପ୍ରସିଦ୍ଧ ହୁମା ସୁକୁଆ ହାଟ ମଧ୍ୟରେ ରାସ୍ତାର ଅବସ୍ଥା ଟିକିଏ ବର୍ଷାରେ ଅତି ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୪ତମ ଜନ୍ମ ଦିବସ ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ତଥା ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂଙ୍କ ନେତୃତ୍ୱରେ ସୋମବାର ଦିନ ସକାଳୁ ସ୍ଥାନୀୟ ରକ୍ତ ଭଣ୍ଡାରଠାରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୪ତମ ଜନ୍ମ
Read More...

ରବିବାର ଖୋଲା ରହିବ ଡାକ୍ତରଖାନା ପରିସର ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଦିନରେ ଖୋଲା ରହିବ । ଏ ନେଇ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର
Read More...

ପାନୀୟ ଜଳ ଯୋଗାଣ ପାଇଁ ହଳଦୀ ପଞ୍ଚାୟତ ଘେରିଲେ ଶ୍ରୀରାମ ନଗରବାସୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ଶ୍ରୀରାମ ନଗରରେ ପାନୀୟ ଜଳ ଯୋଗାଣ ପାଇଁ ହଳଦୀ ପଞ୍ଚାୟତକୁ ଘେରାଉ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଶ୍ରୀରାମ ନଗରପଡାରେ ଜଳ ସଙ୍କଟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିରେ ହଳଦୀ ସମିତି ସଭ୍ୟ
Read More...

ବାସି ଖିରି ଖାଇ ୧ ମୃତ : ୧୫ ଗୁରୁତର

ଖନ୍ତାପଡ଼ା : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ଗ୍ରାମରେ ଖିରି ଭୋଗ ଖାଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥିସହ ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ମୃତକ ହେଲେ ପଣପଣା ପଞ୍ଚାୟତ ସରସତିଆ ଗ୍ରାମର ନୀଳମଣି ସାହୁ (୭୫) । ସୂଚନା ଅନୁସାରେ ଗ୍ରାମର ମଲ୍ଲିକ
Read More...