Monthly Archives

May 2023

ବେଲପଡା ଏମ୍‌ଡିଏମ୍‌ ପାଚିକା ସଙ୍ଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଏମ୍‌ଡିଏମ୍‌ ପାଚିକା ସଙ୍ଘ ପକ୍ଷରୁ ୧୬ ଗୋଟି ଦାବୀ ନେଇ ବେଲପଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଙ୍ଘ ବଲାଙ୍ଗିର ଜିଲ୍ଲା
Read More...

କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ବ୍ରାଉନସୁଗାର ଜବତ : ଜଣେ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ବ୍ରାଉନସୁଗାର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଚଢ଼ାଉ ବେଳେ ୩୩ ଗ୍ରାମ ବ୍ରାଉନସୁଗାର ଜବତ ସହ ମିର ରିଫାକତ ଅଲ୍ଲୀ ନାମକ ବ୍ୟବସାୟୀକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଫକୀରାବାଦର ମିର
Read More...

ଏଟିଏମ୍‌ ତାଡି ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ସାଲେପୁର : କଟକ ପାରାଦୀପ ରାସ୍ତାର କିଶନନଗର ଥାନା ଅଞ୍ଚଳରେ ଥିବା ଏକ ଏଟିଏମ୍‌ ତାଡି ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ଘଟଣାର ଖବର ପାଇ କିଶନନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଦେଇଛି
Read More...

ବଜ୍ରାଘାତରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ନୟାଗଡ଼ : ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଦୁଃଖଦନୀୟ ଘଟଣା ନୟାଗଡ଼ ଜିଲ୍ଲାର ଶରଣକୁଳରେ ଘଟିଛି । ମୃତକମାନଙ୍କ ମଧ୍ୟରେ ଜଣେ ମହିଳା, ଜଣେ ଯୁବକ ଏବଂ ଅନ୍ୟ ଜଣେ ବୃଦ୍ଧ ରହିଛନ୍ତି । ଖବର ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା ।
Read More...

ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କର ଜୀବନ

ଢେଙ୍କାନାଳ : ଢେଙ୍କାନାଲ ସଦର ବନାଞ୍ଚଳର ଦିନବନ୍ଧୁପୁର ଗାଁ ନିକଟସ୍ଥ ହନୁମାନ ମନ୍ଦିର ପାଖରେ ହାତୀ ଆକ୍ରମଣରେ ଯାଇଛି ଜଣଙ୍କର ଜୀବନ । ଖବର ଅନୁଯାୟୀ କରଡାମଡ଼ା ଗାଁର ଶରତ ଦେହୁରି ଦିନବନ୍ଧୁପୁର ଗାଁ ଛକକୁ ଆସୁଥିଲେ । ଏହି ସମୟରେ ଏକ ଦନ୍ତାହାତୀ ତାଙ୍କୁ ଟେକି କଚାଡି ଦେଇଥିଲା ।
Read More...

୭୦ ହଜାର ଟଙ୍କା ମାଗିବା ମହଙ୍ଗା ପଡିଲା : ୨ ଜଣ ୱେବ ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବରଗାଁ ଛକରେ ଥିବା ଓମ୍‌ ମେଡିକାଲ ଷ୍ଟୋରଠାରେ ହାଡଭଙ୍ଗାର ଚିକିତ୍ସା କରୁଥିବା ବେଳେ ଗତକାଲି ବଲାଙ୍ଗିର ଜିଲ୍ଲାର ୨ ଜଣ ୱେବ ସାମ୍ବାଦିକ ଦିଲୀପ କୁମାର ସାହୁ ଓ ସଞ୍ଜୟ ମେହେର ୭୦ ହଜାର ଟଙ୍କା ମାଗିବା ସହ ଧମକ ଚମକ ଦେବା
Read More...

ପୋଖରୀ ଭିତରକୁ ଖସିପଡିଲା ଗାଡି, ଅଳ୍ପକେ ବର୍ତ୍ତିଲେ ୬ ଛାତ୍ରଛାତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସହର କୁଞ୍ଜକାନ୍ତ ପୋଖରୀ ଭିତରକୁ ଖସିପଡିଲା କୋଚିଂ ସେଣ୍ଟର ଗାଡି । ଅଳ୍ପକେ ବର୍ତ୍ତିଲେ ୬ଜଣ ଛାତ୍ରଛାତ୍ରୀ । ଖବର ଅନୁଯାୟୀ, ଟାଟା ମ୍ୟାଜିକ୍‌ଟି ସ୍ଥାନୀୟ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରିଥାଏ । ମଙ୍ଗଳବାର
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତରଭା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ହେଡ୍ କ୍ଲର୍କ

ସୋନପୁର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ହେଡ୍ କ୍ଲର୍କ ଶିବ ପ୍ରସାଦ ଗୁରୁ । ହେଡ୍ କ୍ଲର୍କଙ୍କ ସହ ହେମକାନ୍ତ ବିଶି ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ହେମକାନ୍ତ ବିଶିଙ୍କ ଜରିଆରେ ଲାଞ୍ଚ ଟଙ୍କା
Read More...

ବିଦ୍ୟୁତ ଆଘାତରେ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ

କନ୍ଧମାଳ : ବିଦ୍ୟୁତ ଆଘାତରେ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ବଡବାଲିକୁଦା ଗାଁର ତୁଷାରକାନ୍ତ ଦାସ ବୋଲି ଜଣାପଡିଛି । ତେବେ ବିଦ୍ୟୁତ ଆଘାତରେ କନ୍ଧମାଳରେ ତୁଷାରକାନ୍ତ ଦାସଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆଜି
Read More...

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପଡ଼ିରହିଥିବା ସରକାରୀ କାର୍ଯ୍ୟର ସମୀକ୍ଷା କରିବେ । କେନ୍ଦ୍ର ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରିବା ପରେ ଆସନ୍ତା
Read More...