Monthly Archives

May 2023

ଅଚିହ୍ନା ଯୁବକଙ୍କ ମୃତଦେହ ଠାବ

ଯାଜପୁର : ଅଚିହ୍ନା ଯୁବକଙ୍କ ମୃତଦେହ ଠାବ । ଯାଜପୁର ସଦର ଥାନା ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରୁ ଠାବ ହୋଇଛି ମୃତଦେହ । ଏବେ ଯାଏଁ ମିଳିନି ପରିଚୟ । ଖବର ଅନୁଯାୟୀ, ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଦେଖୁ
Read More...

ହ୍ରଦରେ ବୁଡ଼ି ୫ ନାବାଳକ ମୃତ

ନୂଆଦିଲ୍ଲୀ : ଗୁଜରାଟ ବୋଟାଦ ସ୍ଥିତ କୃଷ୍ଣସାଗର ହ୍ରଦରେ ବୁଡ଼ି ୫ ନାବାଳକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଶନିବାର ଦୁଇଜଣ ପିଲା ହ୍ରଦରେ ପହଁରୁଥିବା ବେଳେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଆଉ ୩ଜଣ ପିଲା ସେମାନଙ୍କୁ ଉଦ୍ଧାର କରିବାକୁ ହ୍ରଦକୁ ଡେଇଁପଡ଼ିଥିଲେ । କିନ୍ତୁ,
Read More...

ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁର ଯେମାକାନ୍ତି ମାଝି ଆଦିବାସୀ ସମ୍ପ୍ରଦାୟର ଗଣ୍ଡ ଜାତୀୟ ଦୈନିକ ଖଟିଖିଆ
Read More...

ପିଲାଙ୍କ ପାଖରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକକ ଅନ୍ତର୍ଗତ ଅଏଁଲାଭଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାଙ୍କ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାିଛି ।
Read More...

ଉପାନ୍ତ ଜଏରପଡା ଗାଁରେ ଜଳକଷ୍ଟ

୩ ୱାର୍ଡ ବିଶିଷ୍ଟ ଗାଁକୁ ଗୋଟିଏ ନଳକୂପଓଭରହେଡ ଟାଙ୍କି ନିର୍ମାଣ ପାଇଁ ଦାବୀ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସରକାର ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା । ହେଲେ ପ୍ରଶାସନର ଅବହେଳା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତରେ ଥିବା
Read More...

ନାଚିନ୍ଦାରେ ସରବତ ବିତରଣ କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳଚଣ୍ଡି ମନ୍ଦିରଠାରେ ସ୍ୱେଛାସେବୀ ଯୁବକ ପଣ୍ଡିତ ଗଜାନନ ମହାପାତ୍ର, ଉତ୍ତମ ମହାନ୍ତି ଏବଂ ଜୟଦେବ ଦାସଙ୍କ ନେତୃତ୍ୱରେ ସରବତ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଖରା ଏବଂ
Read More...

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଭିନ୍ନ ଗାଁରେ ଢୋଳ ବାଦ୍ୟ ଓ
Read More...

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ : ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୩ ଥିଲା । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୮ଟା ୧୪ମିନିଟ୍‌ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର କାବୁଲର ୧୫୧ କିଲୋମିଟର ଦକ୍ଷିଣ ପୂର୍ବରେ ଥିଲା ଏବଂ
Read More...

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ସମ୍ବଲପୁର : ସମ୍ବଲପୁର ସର୍କଲ ଜେଲ୍‌ରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ସିନ୍ଦୁରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ । ଘରୋଇ କଳି ଓ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଶନିବାର ସେ ଗିରଫ ହୋଇ ଜେଲ୍‌କୁ ଆସିଥିଲେ । ଆଜି ଭୋର ସକାଳୁ ବେକରେ ଗାମୁଛା
Read More...

ଟ୍ରେନ୍‌ରୁ ଯୁବକ ନିଖୋଜ

ଦେଓଗାଁ, (କେପିଏନ୍‌ଏସ୍‌) : ଆନ୍ଧ୍ରପ୍ରଦେଶରୁ ଟ୍ରେନ୍‌ରେ ଗାଁକୁ ଫେରୁଥିବା ସମୟରେ ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଲକ୍ଷ୍ମଣପୁର ଗାଁର ଯୁବକ ସଦେ ଘିଭେଲା(୨୦) ବାଟରୁ ନିଖୋଜ ହୋଇଥିବା ଜଣାପଡିଛିି । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ପରିବାର
Read More...