Monthly Archives

May 2023

କୃଷକ ଉତ୍ପାଦକ କମ୍ପାନୀ କୃଷକମାନଙ୍କୁ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ

ଭବାନୀପାଟଣା, (କେପିଏନ୍‌ଏସ୍‌) : କୃଷକମାନେ ଅଣ ଧାନ ଚାଷ ମାଧ୍ୟମରେ ନିଜ ରୋଜଗାରକୁ ବୃଦ୍ଧି କରିପାରିବେ । ଗୋଟିଏ ଅଞ୍ଚଳରେ ବଜାର ଚାହିଦା ଥିବା ଉତ୍ପାଦ ଗୁଡ଼ିକର ବହୁଳ ଭାବେ ଚାଷ କଲେ ଉତ୍ପାଦର ସହଜ ବଜାରୀକରଣ କରିହେବ । ଚାଷୀମାନଙ୍କ ଆଧୁନିକ ଜ୍ଞାନ କୌଶଳ ପ୍ରଦାନ କଲେ ଉତ୍ପାଦନ ବୃଦ୍ଧି
Read More...

ଶପଥ ନେଲେ ବିଧାୟିକା ଦୀପାଳି ଦାସ

ଭୁବନେଶ୍ୱର : ବିଧାନସଭାରେ ଶପଥ ନେଲେ ନବ ନିର୍ବାଚିତ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଶପଥ ଉତ୍ସବରେ ଶାସକ ବିଜେଡି ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ସୋମବାର
Read More...

ପୌରପାଳିକା ଗୋଦାମ ଗୃହରେ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ପୌରପାଳିକା ଗୋଦାମ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଗୋଦାମ ଗୃହରେ ପୌରାଞ୍ଚଳରେ ସଫେଇ ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ସାମାଗ୍ରୀ ରହିଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘଟଣା
Read More...

‘ଲାୟନ୍ସ କ୍ଲବ’ ପାଇକମାଲ, ନୃସିଂହନାଥର ନୂତନ ପରିଚାଳନା କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଦାଦାଜୀ ହୋଟେଲ ବୈଦପାଲି ରୋଡ଼୍‌ଠାରେ ଲାୟନ୍ସ କ୍ଲବର କର୍ମକର୍ତ୍ତାମାନଙ୍କ ଏକ ବୈଠକ କ୍ଲବ ସଭାପତି ଜନାର୍ଦ୍ଦନ ପଣ୍ଡାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । କ୍ଲବର ସମ୍ପାଦକ ନନ୍ଦଲାଲ ନାୟକ ବିବରଣୀ ପଠନ କରିଥିଲେ ।
Read More...

ଟିଟିଲାଗଡ ହାଟପଦା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ ଜାରି : ଲୋକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଲାଗି ରହିଛି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ପୌର ପରିଷଦ ପକ୍ଷରୁ କରାଯାଉଛି, ତନ୍ମଧ୍ୟରୁ ହାଟପଦାପଡ଼ା ଓଭର ବ୍ରିଜ ଉପରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଚୂଡାନ୍ତ ହେବା ପରେ ଟେଣ୍ଡର ମଧ୍ୟ ବାହାରି ସାରିଛି । ତେଣୁ ଏହାକୁ ଦୃଷ୍ଟିରେ
Read More...

ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ନୂତନ କର୍ମକର୍ତ୍ତା ଚୟନ

ମୁରିବାହାଲ, (ହୁଲେଶ୍ୱର ହଂସ) : ମୁରିବାହାଲ ଟଟୋପରା ଗ୍ରାମରେ ଉପେନ୍ଦ୍ର ସାହୁଙ୍କ ଆମ୍ବ ବଗିଚାରେ ଟଟୋପରା ଓ ପିଠାପରା ଚକ୍‌ ଶହେ ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ପୂର୍ବତନ ସଭାପତି ଅର୍ଜୁନ ସାହୁଙ୍କ ସଭାପତିତ୍ୱରେ ଓ ଉପେନ୍ଦ୍ର ସାହୁଙ୍କ
Read More...

ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କେରମେଲି ଗ୍ରାମ ସ୍ଥିତ ମା' ମାହେଶ୍ୱରୀଙ୍କ ଡାଲତଳ ପ୍ରାଙ୍ଗଣରେ ଟିକେଶ୍ୱର କର୍ମୀଙ୍କ ସଭାପତିତ୍ୱରେ ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ତୀର୍ଥ ପଧାନଙ୍କ ମଂଚ ପରିଚାଳନା ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର
Read More...

ନୂଆପଡ଼ାରେ ବୁଲୁଛନ୍ତି ମା’ ଓ ଛୁଆ ବାଘ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଜାମଗାଁ ସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପ ନିକଟରେ ବୁଲୁଛନ୍ତି ମା' ଓ ଛୁଆ ବାଘ । ବାଘୁଣୀ ତାର ଛୁଆ ସହ ବୁଲୁଥିବା ଲୋକେ ଦେଖିଥିବା କହିଛନ୍ତି । ଏମିତିକି ମୋବାଇଲ କ୍ୟାମେରାରେ ବାଘ ସହ ଛୁଆର ଫଟୋକୁ କଏଦ କରିଛନ୍ତି ।
Read More...

ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର : ୧୫ ତାରିଖରେ ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲା ଲାଲ୍ ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଲାଲ୍ ବ୍ୟାନର ଓ ପୋଷ୍ଟର ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ବେଳେ କୋଟଗଡ଼
Read More...

ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଅଜୟଙ୍କ ଏକାଦଶାହ କାର୍ଯ୍ୟକ୍ରମ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମର ଦିବଙ୍ଗତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ଅଜୟ ରାଉତରାୟଙ୍କ ଏକାଦଶାହ କାର୍ଯ୍ୟକ୍ରମ ଓ ସ୍ମୃତିଚାରଣ ସଭା ତାଙ୍କ ଗ୍ରାମ ସନ୍ନିକଟ ତଳ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...