Monthly Archives

May 2023

ଆର୍ଥିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆର୍‌ସି)ଠାରେ ଦେଓଗାଁ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ଏକ
Read More...

ଇଞ୍ଜିନ ଛାଡ଼ି ୫୦୦ ମିଟର ପଳାଇଲା ବଗି

ବାଲେଶ୍ବର : ଇଞ୍ଜିନ ଛାଡ଼ି ୫୦୦ ମିଟର ପଳାଇଲା ବଗି । ବାଲେଶ୍ୱର ସୀମାନ୍ତ ନେକୁରସେନି ଷ୍ଟେସନରେ ଘଟିଛି ଏହି ଅଘଟଣ । ହାୱଡ଼ା-ପୁରୀ ସୁପରଫାଷ୍ଟ ଟ୍ରେନରେ ଛାଡ଼ିଗଲା ବଗି । ଅଘଟଣ ସତ୍ବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।
Read More...

ଆଗଲପୁର ବ୍ଲକ ଗାଁ ସାଥୀ ସଂଘର ବୈଠକ

ଆଗଲପୁର, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକର ବୁଦୁଲାଠାରେ ସମସ୍ତ ଗାଁ ସାଥୀ(ମେଟ୍)ମାନଙ୍କୁ ନେଇ ସଙ୍ଘର ବ୍ଲକ ଉପସଭାପତି ପ୍ରକାଶ ଦୀପଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଟ୍‌ମାନଙ୍କ ବିଭିନ୍ନ ସମସ୍ୟା ତଥା ସଂଘୀୟ କାର୍ଯ୍ୟକ୍ରମ ସମ୍ପର୍କରେ
Read More...

ଭୀମପାହାଡ ମହୋତ୍ସବ ଉଦ୍‌ଯାପିତ

ଭୀମପାହାଡ ଅଞ୍ଚଳର ସାମଗ୍ରୀକ ବିକାଶ କରାଯିବ - ସାଂସଦ ମୁନ୍ନା ଖାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୯ମ ଭୀମପାହାଡ ମହୋତ୍ସବ ଶନିବାର ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ।
Read More...

ପିପିଲିରୁ ମିଳିଲା ସପ୍ତମ ଶତାବ୍ଦୀର ମୂର୍ତ୍ତି ଓ ପ୍ରାଚୀନ ଶିଳାଲେଖ

ପୁରୀ/ପିପିଲି : ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ବାଗେଶ୍ୱରପୁର ଗ୍ରାମରୁ ସପ୍ତମ ଶତାବ୍ଦୀର ମୂର୍ତ୍ତି ଓ ପ୍ରାଚୀନ ଶିଳାଲେଖ ଉଦ୍ଧାର ହୋଇଛି । ଶିଳାଲେଖରେ ସଂସ୍କୃତ ଭାଷାରେ ଓଡ୍ରନାଗରୀ ଲିପି ରହିଛି । ଏଭଳି ଏକ ଐତିହ୍ୟକୁ ଆବିଷ୍କାର କରିଛନ୍ତି ଇନ୍‌ଟାକ୍‌ର ୪ ଜଣ ସଦସ୍ୟ । ଏହି ଲିପିର
Read More...

ନୂତନ ଭାବେ ଦଳରେ ଯୋଗ ଦେଇଥିବା ନେତାମାନଙ୍କୁ ସ୍ଵାଗତ କଲେ ବିଧାୟକ ପ୍ରାର୍ଥୀ ଅଜୟ ଦାସ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସିନ୍ଧେକେଲା ବିଜେପି ମଣ୍ଡଳ ସହସମ୍ପାଦକ ରୁଦ୍ରମଣି ସାହୁଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ଉପସ୍ଥିତିରେ ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ
Read More...

୧୨୧ ୟୁନିଟ ରକ୍ତ ସଂଗ୍ରହ କରି ଚର୍ଚ୍ଚାରେ ଛତ୍ରପୁର ପ୍ରେସ୍‌ କ୍ଲବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ବି ଗତକାଲି ରକ୍ତଦାନ ଶିବିରର ଆୟୋଜନ କରି ୧୨୧ ୟୁନିଟ ରକ୍ତ ସଂଗ୍ରହ କରି ଛତ୍ରପୁର ପ୍ରେସ୍‌ କ୍ଲବ ବିଭିନ୍ନ ମହଲରେ ପ୍ରଶଂସନୀୟ ହୋଇଛି । ନୂତନ କୋଠାର ଉଦ୍‌ଘାଟନ ପରେ ଛତ୍ରପୁର ପ୍ରେସ୍‌ କ୍ଲବ ପ୍ରଥମ ଥର ପାଇଁ ଏକ
Read More...

ବର୍ଥଡେ ପାର୍ଟିରୁ ମୋବାଇଲ ଚୋରି ନେଇ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋପବନ୍ଧୁନଗର ଠାରେ ଜନ୍ମଦିନ ପାଳିତ ହେଉଥିବା ବେଳେ ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବହୁମତ ସୁନା ଗୋପବନ୍ଧୁନଗର ସ୍ଥିତ ତାଙ୍କ ଘରେ ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ମୋବାଇଲ କେହି ଜଣେ
Read More...

ନୂଆପଡ଼ା ଗସ୍ତରେ 5T ସଚିବ

ବିଭିନ୍ନ ସ୍ଥାନର ପରିଦର୍ଶନ ସହ ଉନ୍ନତିମୂଳକ କାମର କରିବେ ସମୀକ୍ଷା ନୂଆପଡ଼ା, (ନିରାକାର ମେହେର) : ଦିନିକିଆ ନୂଆପଡ଼ା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ୧୩ଟି ସ୍ଥାନ ପରିଦର୍ଶନ କରିବା ସହ ୫ଟି ସ୍ଥାନରେ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବେ 5T ସଚିବ । ଜଳସେଚନ, ଶିକ୍ଷା,
Read More...

କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଟ୍ରକ୍

ପାଟଣା : କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଗାଡି ଭିତରେ ଚାପି ହୋଇ ରହିଥିବା ଟ୍ରକ୍ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ଛକ ନିକଟରେ ଏହି ଦୁର୍ଘଟଣା
Read More...