Monthly Archives

May 2023

ନରସିଂହଙ୍କ ସାରସମାଲ ପଞ୍ଚାୟତ ଗସ୍ତ

୩ଟି ହାଇମାଷ୍ଟ ଲାଇଟ୍‌ ଏବଂ ୨ଟି କମ୍ୟୁନିଟି ସେଣ୍ଟର ଉଦ୍‌ଘାଟିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଜ ନିର୍ବାଚନ ମଣ୍ଡଳୀର ଦେଓଗାଁ ବ୍ଲକ ସ୍ଥିତ ସାରସମାଲ ପଞ୍ଚାୟତରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ସାରସମାଲ ପଞ୍ଚାୟତ
Read More...

ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟରେ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ଚୁଡାମଣି ବାରିକଙ୍କ ସଭାପତିତ୍ୱରେ କୃତି ଛାତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ଗତ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ
Read More...

ରାଷ୍ଟ୍ରୀୟ ମହିଳା ନେତୃତ୍ୱ ସମ୍ମିଳନୀ ଉଦ୍‌ଯାପିତ

ରାଉରକେଲାରୁ ଯୋଗଦେଲେ କବି ସସ୍ମିତା ପ୍ରଧାନ ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକନିଧି, ଉତ୍କଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ ଓ ପରୀ ମୂଷା ମଲ୍ଲିକ ଜାତୀୟ ସ୍ମାରକୀ ନ୍ୟାସ ପକ୍ଷରୁ ଭୁବନେଶ୍ଵର ସ୍ଥିତ ଇଡକଲ
Read More...

ଆର୍ଥିକ ସାକ୍ଷରତା କର୍ମଶାଳା

କଳାହାଣ୍ଡି, (ପି.କେ. ସାହୁ) : ବ୍ୟାଙ୍କ୍ ଖାତା ଖୋଲିଲା ବେଳେ ଆମେ ଜଣଙ୍କୁ ନାମାଙ୍କନ ଭାବେ ଉଲ୍ଲେଖ କରିବାକୁ ହୋଇଥାଏ । ଦୁର୍ଭାଗ୍ୟ ବଶତଃ ବ୍ୟାଙ୍କ୍ ଖାତାଦାରଙ୍କ ମୃତ୍ୟୁ ହେଲେ ନାମାଙ୍କିତ ବ୍ୟକ୍ତିଙ୍କୁ ଜମା ଟଙ୍କା ମିଳିଥାଏ । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ
Read More...

ପରିତ୍ୟକ୍ତ ଖାଦାନରେ ଜମିଥିବା ପାଣିରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତ ଚଲଣାପାଳ ଗାଁରେ ଘଟିଛି ଏକ ଅଘଟଣ । ଗାଁ ନିକଟରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ପରିତ୍ୟକ୍ତ ଖାଦାନରେ ଜମିଥିବା ପାଣିରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ ହୋଇଥିବା ଜଣାପଡିଛି । ମୃତ ଶିଶୁ ଜଣକ ହେଲେ
Read More...

ସଡକ ଦୁର୍ଘଟଣାରେ ଦମ୍ପତି ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜାମୁଟବାହାଲ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ଜଣେ ଦମ୍ପତି ଦୁର୍ଘଟାଣାଗ୍ରସ୍ତ ହୋଇଛନ୍ତି । ଗୁରୁତର ଦମ୍ପତି ଜଣକ ହେଲେ ସନ୍ଦିବାହାଲ ଗ୍ରାମର ପ୍ରକାଶ ପାତ୍ର ଓ ତାଙ୍କ ସ୍ତ୍ରୀ । ଏହି ଦୁର୍ଘଟଣାରେ
Read More...

ହୁମ୍ବର ଗ୍ରାମରେ ବାଲେଶ୍ୱର ଭିଜିଲାନ୍ସ ଟିମ୍ : ତନଖି କଲେ ଅଭିଯୁକ୍ତଙ୍କ ପୈତୃକ ଘର

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହକୁମା ଠାରୁ ମାତ୍ର ୩ କିମି ଦୂର, ଯାହା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ହୁମ୍ବର ଗ୍ରାମକୁ ଆଜି ସକାଳୁ ସକାଳୁ ବାଲେଶ୍ଵରର ଭିଜିଲାନ୍ସ ଟିମ୍ ପହଞ୍ଚିଛି । ଅଭିଯୁକ୍ତଙ୍କ ପୈତୃକ ଘର ତନଖି କରି ଘରର ମାନ ଯାଞ୍ଚ କରିଛି । ଅଭିଯୁକ୍ତଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ପୁଣି ୭ ଜଣ ନକଲି ଶିକ୍ଷକ

ସାଲେଭଟା, (କେପିଏନ୍‌ଏସ୍‌) : ରାଜ୍ୟ ଗଣଶିକ୍ଷା ବଭାଗ ତରଫରୁ ନକଲି ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବାକୁ ଜିଲ୍ଲା ଓ ଶିକ୍ଷା ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି । ଉକ୍ତ ପତ୍ରରେ ବଲାଙ୍ଗିର ଜିଲ୍ଲାର ୭ ଜଣ ନକଲି ଶିକ୍ଷକ ରହିଥିବା ନେଇ ଉଲ୍ଲେଖ କରାଯାଇଥିବା
Read More...

ମଦ୍ୟପାନରୁ ଗଣ୍ଡଗୋଳ : ବାହା ନହୋଇ କନ୍ୟା ନେଇ ଘରକୁ ଗଲା ବର

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ବକଟି ଗ୍ରାମରେ ଏକ ଚକିତ କଲା ପରି ଘଟଣା ଘଟିଛି । ସୁନ୍ଦରଗଡ ଜିଲ୍ଲାରୁ ଆସିଥିବା ବର ବାହା ନହୋଇ କନ୍ୟାଙ୍କୁ ନିଜ ସାଥୀରେ ନେଇଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଳଟିଛି । ମଦ ପିଇ ମାର୍‌ପିଟ୍‌ ଯୋଗୁଁ ବାହାଘର
Read More...

ଆଗଲପୁର ବ୍ଲକ ଗାଁସାଥୀ ବୈଠକ ଅନୁଷ୍ଠିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ଗାଁସାଥୀ (ମେଟ) ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପସଭାପତି ପ୍ରକାଶ ଦୀପଙ୍କ ଅଧ୍ୟକ୍ଷତାରେ ବୁଦୁଲାଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗାଁସାଥୀ (ମେଟ)ମାନଙ୍କ ବିଭିନ୍ନ ସମସ୍ୟା ତଥା ସଂଘ
Read More...