Monthly Archives

May 2023

ବାଇକ୍‌ରୁ ଖସିପଡି ମା’ ଓ ଶିଶୁ ଗୁରୁତର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା-ଲାଠୋର ରାସ୍ତାରେ ବାଇକ୍‌ରୁ ଖସିପଡି ମା’ ଓ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଲପଡା ବ୍ଲକ କାନୁଟ୍‌ ଗାଁର ରଂଜିତ ପୁଟେଲ ତାଙ୍କ ସ୍ତ୍ରୀ
Read More...

ପାଣି ପାଇଁ ଡହଳବିକଳ

ଡୁଡୁକା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଗଲପୁର ଅଞ୍ଚଳରେ ବିଶେଷ କରି ବୁଲା ଗୋରୁ, କୁକୁର, ପକ୍ଷୀ ଆଦି ବହୁ କଷ୍ଟ ପାଉଥିବା ଦେଖିବାକୁ ମିଳୁଛି । ପାଣି ବୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ସମସ୍ତେ । ତେଣୁ ଏମାନଙ୍କ ପାଇଁ
Read More...

କାଳବୈଶାଖୀରେ ଆମ୍ବ ଫସଲ ନଷ୍ଟ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଭଲ ଆମ୍ବ ଫସଲ ହୋଇଥିଲା । ଆମ୍ବ ଚାଷୀମାନେ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ, ହେଲେ ଆଶା ଆଶାରେ ରହିଗଲା । କାଳବୈଶାଖୀ ଝଡବର୍ଷା ସବୁ ଉଜାଡି ଦେଲା । ପ୍ରବଳ ବେଗରେ ପବନ ବହିବାରୁ ଆମ୍ବ ଝଡିଯାଇ ନଷ୍ଟ
Read More...

ଗାଈବନ୍ଧା ଶାବଳରେ ଭୁସି ହୋଇ ମହିଳା ମୃତ

ଉଲୁଣ୍ଡା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସରଧାଝୁଲି ଗାଁରେ ଘଟିଛି ଏକ ଅଘଟଣ । ଗାଈବନ୍ଧା ଶାବଳରେ ଭୁସି ହୋଇ ଜଣେ ମହିଳାଙ୍କ ମୃତ୍ୟ ଘଟିଛି । ସୂଚନା ଅନୁସାରେ ଗୀତାଞ୍ଜଳି ପ୍ରଧାନ(୪୨) ନାମ୍ନୀ ଜଣେ ମହିଳା ତାଙ୍କ ଗାଁ ନିକଟସ୍ଥ ଜମିରେ ଘାସ ଚରିବା ପାଇଁ
Read More...

କଦମପଡା ଶିଶୁ ମନ୍ଦିରରେ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ସମ୍ପାଦକ ସୁରେନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦଶମ ଶ୍ରେଣୀର ଏ ୱାନ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
Read More...

ଦେଶୀ ମଦ ଓ ମହୁଲ ପୋଚ ଜବତ, ୨ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ଥାନା ଚରେଇମରା ଗାଁରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ବେଳେ ଚଢାଉ କରି ୨୫୪ ଲିଟର ଦେଶୀ ମଦ ଏବଂ ୮୦୦ କେଜି ମହୁଲ ପୋଚ ଜବତ କରି ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଦେଶୀ ମଦ କାରବାର ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ
Read More...

ରାଉରକେଲା ନାଗରିକ ସୁରକ୍ଷା କମିଟିର ଜରୁରୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନାଗରିକ ସୁରକ୍ଷା କମିଟିର ଏକ ଜରୁରୀ ସାଧାରଣ ପରିଷଦ ବୈଠକ କମିଟିର ପ୍ରମୁଖ ସଦସ୍ୟ ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ବିଭିନ୍ନ ଦାବୀ ଉପରେ ଯୁବ ଛାତ୍ର ମହିଳା ସଂଗଠନମାନଙ୍କୁ ଏକତ୍ରିତ କରିବା ସହ
Read More...

‘ଦି ପିଙ୍କ୍‌’ର ରଜ ମହୋତ୍ସବ ଆସନ୍ତା ୧୪ରୁ ୧୬

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରା ପ୍ରତି ପ୍ରତିବଦ୍ଧତା ରଖି ରାଉରକେଲା ସ୍ପୋର୍ଟସ ଆସୋସିଏସନ୍‌ର ମହିଳା ସଂଗଠନ 'ଦି ପିଙ୍କ୍' ପକ୍ଷରୁ ଆସନ୍ତା ଜୁନ୍‌ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରଜ ମହୋତ୍ସବ ଜଗଦା କମ୍ୟୁନିଟି ସେଣ୍ଟର୍ ପଡିଆଠାରେ ପାଳନ
Read More...

କିଡ଼୍‌ନି ରୋଗୀଙ୍କୁ ରକ୍ତଦାନ କରି ସହାୟତା କଲା ଜାଗୃତି ଚାରିଟେବୁଲ ଫାଉଣ୍ଡେସନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାନ୍ଧନପାଲି ଗାଁର ଲଲିତା ଧରୁଆ (୩୫) କିଡ଼୍‌ନି ରୋଗରେ ପିଡିତ ଥିବା ବେଳେ ତାଙ୍କୁ ବି ପୋଜିଟିଭ ରକ୍ତ ଦରକାର ପଡିଥିଲା । ଏହି ଖବର ପାଇବା ପରେ ତୁରେକେଲା ବ୍ଲକ ମହୁଲପାଟି
Read More...

ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା’ଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା (୭୨)ଙ୍କ ନିଜ ଗ୍ରାମ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତ ତେରେଇକେଲା ଗ୍ରାମରେ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନରୁ ସେ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ମା'ଙ୍କ
Read More...