Daily Archives

ସିନ୍‌ ରିକ୍ରିଏସନ୍‌ ବେଲେ ଖୋବ୍‌ ଭିଡ଼୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଯୁକ୍ତମାନ୍‌କୁ ନେଇ କରି ବଲାଙ୍ଗିର ପୁଲିସ୍‌ ସିନ୍‌ ରିକ୍ରିଏସନ୍‌ କଲା ସମିଆଁ ଥି ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଲି ରାଜମନ୍ଦିର ହୋଟେଲ ଆଘେ ଖୋବ୍‌ ଭିଡ଼୍‌ ଦେଖ୍‌ବାର୍‌ କେ ମିଲିଥିଲା । ଗିରଫ୍‌ ହେଇଥିବାର୍‌ ଦୁଇ ଝନ୍‌ ଅଭିଯୁକ୍ତ ବିଟ୍ଟୁ ଓରଫ୍‌
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କମ୍ପାନୀ ବସ୍ : ୬ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ମହିଷାପାଟ ମାଣିଆବନ୍ଧ ଆଶ୍ରମ ସ୍କୁଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହେଲା କମ୍ପାନୀ ବସ୍‌ । ଏଥିରେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କଟକ ଜିଲ୍ଲା ଆଠଗଡ଼ରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟର ବସ୍‌ ଢେଙ୍କାନାଳରୁ କିଛି
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣର ବଲାଙ୍ଗିର ଆନୁକୂଲ୍ୟରେ ସଦେଇପାଲି ଗ୍ରାମ ପଞ୍ଚାୟତର ସଭାଗୃହଠାରେ ସ୍ଥାୟୀ ଲୋକ ଅଦାଲତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦେଇପାଲି ଗ୍ରାମ ପଞ୍ଚାୟତର ସଭାଗୃହ ପରିସରରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ
Read More...

ଆଜିଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ

ଝାଙ୍କରପାଲି ପେକ୍ସରେ ଧାନ କିଣାର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ରବି ୨୦୨୨-୨୩ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଆଜିଠାରୁ ରବି ଧାନ କିଣା ଆରମ୍ଭ କରାଯାଇଛି ।
Read More...

କାଳ ବୈଶାଖୀରେ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୧୯ ତାରିଖ ଦିନ ତାଣ୍ଡବ ଲୀଳା ରଚିଥିଲା କାଳ ବୈଶାଖୀ । ଗଛ ଗୁଡ଼ିକୁ ଉପାଡ଼ି ଘର ଉପରେ ଫୋପାଡ଼ି ଦେଇଥିଲା । ପ୍ରବଳ ବେଗରେ ପବନ ବହିବା ସହ ଜାମଖୁଣ୍ଟା ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଫଳରେ
Read More...

କୁଲତା ସମାଜ ବଲାଙ୍ଗିର ଶାଖା ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଅତ୍ୟନ୍ତ ପ୍ରଖର ଅବସ୍ଥାରେ ରହିଛି । ଉକ୍ତ ବିଷୟକୁ ଦୃଷ୍ଟିରେ ରଖି ପାଟଣା ହୋଟେଲ ଛକଠାରେ ଆଜି କୁଲତା ସମାଜ ତରଫରୁ ଗ୍ରୀଷ୍ମ ପ୍ରବାହ ଓ ଶୀତଳଷଷ୍ଠୀ ଶୋଭାଯାତ୍ରା ଉପଲକ୍ଷେ ୮ତମ ବର୍ଷରେ ଦହିପାଣି ଓ କଦଳୀ
Read More...

କାଲିମେଳା ପୋଲିସ ହାତରେ ତେଲେଙ୍ଗାନା ପୋଲିସ

ମାଲକାନଗିରି : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ବାନ୍ଧିଛି ପୋଲିସ । କାଲିମେଳା ପୋଲିସ ହାତରେ ତେଲେଙ୍ଗାନା ପୋଲିସ କନେଷ୍ଟବଳ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ଖବର ମିଳିଛି । ପାଟ୍ରୋଲିଂ ବେଳେ ୧୦୩ କେଜି ଗଞ୍ଜେଇ, ୨ଟି ଦାମୀ କାର ଓ ୩ଟି ଆଇଫୋନ୍, ଇଞଗ କାର୍ଡ ଜବତ କରାଯାଇଥିବା
Read More...

ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜ୍ଞାନୋଦୟ ଏକାଡେମୀ ଦ୍ୱାରା ଥଣ୍ଡା ପାନୀୟ ଜଳ ଓ ସରବତ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜ୍ଞାନୋଦୟ ଏକାଡେମୀ ଦ୍ୱାରା ଥଣ୍ଡା ପାନୀୟ ଜଳ ଓ ସରବତ ବଣ୍ଟନ କରାଯାଇଛି । ଚଳିତ ବର୍ଷ ବଲାଙ୍ଗିରରେ ପାଳିତ ହେଉଥିବା ଶୀତଳଷଷ୍ଠୀ ତଥା ଶିବ ବିବାହରେ ଅନେକ ପର୍ଯ୍ୟଟକ ମଜା ନେଉଥିବା ବେଳେ ଶିବ ଏବଂ ପାର୍ବତୀଙ୍କ ବିବାହ
Read More...

ଅସହାୟ କଏଦୀଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସହାୟ କଏଦୀଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସର୍ଗିଗୁଡା ଗାଁର ସୁନାଧର ବାଗ (୮୦)ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ଥ ହୋଇ ବଲାଙ୍ଗିର ଜେଲରେ ଆଜୀବନ ସଜା କାଟୁଥୁଲେ । ତାଙ୍କର
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଦେବୀପୁତ୍ର ମୁରଲୀ ଭୋଇ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଦେବୀପୁତ୍ର ମୁରଲୀ ଭୋଇ ନିଜ ୫୦ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ସମ୍ମାନିତ ଅତିଥି ଭାବେ ନାଟ୍ୟଭୂଷଣ
Read More...
error: Content is protected !!