Daily Archives

ଦଳିତଙ୍କୁ ନିଆଁ ପାଣି ବାସନ୍ଦ ଭଳି ଅଭିଯୋଗ ପହଂଚିଲା ବଲାଙ୍ଗିର ସଦର ଥାନାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁରେ ଦଳିତଙ୍କୁ ନିଆଁ ପାଣି ବାସନ୍ଦ କରାଯାଇଥିବା ଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ସଦର ଥାନାରେ ପହଂଚିଥିବା ଜଣାପଡ଼ିଛି । ଅଭିଯୋଗ କରିଛନ୍ତି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମାୟାବର୍‌ହା ଗ୍ରାମର ଦଳିତ ପରିବାରର ଲୋକେ । ଅଭିଯୋଗ ଅନୁସାରେ ଗାଁରେ ଏକ ସଭା
Read More...

ଯୁବା ପ୍ରତାପୀ ସେନା ପକ୍ଷରୁ କୁଆସ୍‌ ପାଣି ଓ କଦଳୀ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଡହ ଡହ ଜଳୁଛି ବଲାଙ୍ଗିର ସହର । ଏତେ ଭୀଷଣ ତାତିରେ ଘଡିକୁ ଘଡି ଶୁଖି ଯାଉଛି ତଣ୍ଟି । ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ଆଜି ସ୍ଥାନୀୟ ଗାନ୍ଧୀ ପାଠାଗାର ନିକଟରେ ଯୁବା ପ୍ରତାପୀ
Read More...

ଜିଲ୍ଲା ନୋଡାଲ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ ଇପିକଲ ଭୂପିନ୍ଦ୍ର ସିଂ ପୁନିଆଁଙ୍କ ୨ ଦିନିଆ ସୁବର୍ଣ୍ଣପୁର ଜିଲ୍ଲା…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ ଇପିକଲ ଭୂପିନ୍ଦ୍ର ସିଂ ପୁନିଆଁ ୨ଦିନିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି । ସେ ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲୁଥିବା ସରକାରଙ୍କ
Read More...

ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦହି ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ମହାଦେବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ନିମନ୍ତେ ବଲାଙ୍ଗିର ସହରରେ ଶୀତଳଷଷ୍ଠୀ ଆୟୋଜକ କମିଟିମାନଙ୍କ ଦ୍ୱାରା ବିଭିନ୍ନ ଶୋଭାଯାତ୍ରା ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ଓ
Read More...

ଦିବ୍ୟସିଂହପୁରରେ ଭିନ୍ନ ପରମ୍ପରା କ୍ରମେ ଶିବ ବିବାହ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ଅଧୀନସ୍ଥ ଦିବ୍ୟସିଂହପୁର ଗାଁରେ ଶିବ ପାର୍ବତୀଙ୍କ ବିବାହ ଏକ ଭିନ୍ନ ପରମ୍ପରା କ୍ରମେ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ ସବୁଆଡେ ବୁଧବାର ସନ୍ଧ୍ୟାରେ ଶିବ ବିବାହ ଉତ୍ସବ
Read More...

ଛତ୍ରପୁରର ପ୍ରସିଦ୍ଧ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ଶିବ ବିବାହ ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ବିଧିବଦ୍ଧ ଭାବେ ଦେବ ଦେବ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି । ଶିବ ବିବାହ ଓ ଶୀତଳଷଷ୍ଠୀ ଦିବସ ଦୁଇଦିନ ଧରି ମହାସମାରୋହରେ ଯଥା ରୀତିରେ ପାଳିତ ହୋଇଯାଇଛି ।
Read More...

ବିଜୁ ଜନତା ଦଳର ମହିଳା ସମାବେଶ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଜିଲ୍ଲା ପରିଷଦ ଜୋନ୍‌ ନଂ.୧୦ ଅନ୍ତର୍ଗତ ତୁରେକେଲାରେ ଶୁକ୍ରବାର ଦିନ ବିଜେଡିର ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମହିଳା ସମାବେଶରେ ଜୋନ୍‌ ନଂ.୧୦ର ଶତାଧିକ ମହିଳାମାନେ ଅଂଶଗ୍ରହଣ କରିଥିଲେ ।
Read More...

କଂଟାବାଂଜି ତହସିଲ ଅଫିସରେ ଅମଲା ସଂଘର କଳା ବ୍ୟାଚ୍‌ ପିନ୍ଧି ୫ମ ଦିନରେ ପ୍ରତିବାଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ରାଜ୍ୟ ଅମଲା ସଂଘର ଆହ୍ୱାନକ୍ରମେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାମାନେ କଳା ବ୍ୟାଚ୍‌ ପିନ୍ଧି ପ୍ରତିବାଦ କରିବାର ଶୁକ୍ରବାର ଦିନ ୫ମ ଦିନରେ ପହଂଚିଛି । ଗତ ତା.୨୨.୦୫.୨୦୨୩ରୁ ଆରମ୍ଭ ହୋଇଥିବା ପ୍ରତିବାଦ ଆସନ୍ତା ୩୧
Read More...

ସଇଁତଲା ଓ ବୁଢ଼ାବାହାଲରେ ଧାନ ମଣ୍ଡି ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓ ବୁଢ଼ାବାହାଲ ପେକ୍ସରେ ଶୁକ୍ରବାର ରବି ଫସଲରେ ଉତ୍ପାଦିତ ଧାନ ବିକ୍ରି ପାଇଁ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୋଗଦାନ କରି ଧାନ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ । ଚାଷୀ
Read More...

ଓଇଏସ୍‌ ପରୀକ୍ଷାରେ ସଫଳତା, ୨ ଆଦିବାସୀ ଶିକ୍ଷୟତ୍ରୀଙ୍କୁ ସଇଁତଲା ବ୍ଲକ କର୍ମଚାରୀଙ୍କ ତରଫରୁ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଓଡିଶା ଶିକ୍ଷା ସେବା (ଓଇଏସ୍‌) ପରୀକ୍ଷାରେ ସଫଳତା ପାଇଥିବା ୨ ଜଣ ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଶୁକ୍ରବାର ସଇଁତଲା ବ୍ଲକ ଅଫିସର କର୍ମଚାରୀଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି
Read More...
error: Content is protected !!