Daily Archives

ମେ’ ୧୮ ତାରିଖରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ…

ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀଓଡିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତିକରଣକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
Read More...

ହୃଦ୍‌ଘାତରେ ସାମ୍ବାଦିକଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ନନ୍ଦିଘୋଷ ଟିଭି ପ୍ରତିନିଧି କୁନାଲ ବେହେରା ୩୭ ବର୍ଷ ବୟସରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର
Read More...

ସ୍ୱାସ୍ଥ୍ୟ ସଚିବଙ୍କ ଦ୍ଵାରା ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମୀକ୍ଷା

ଆଗୁଆ ପୂର୍ଣ୍ଣ ପ୍ରସ୍ତୁତିରେ ରହିବା ପାଇଁ ନିର୍ଦ୍ଦେଶଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା ଭୁବନେଶ୍ୱର/ପୁରୀ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଗତକାଲି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଚଳିତବର୍ଷ
Read More...

ପ୍ରାକ୍ତନ ସ୍ୱାସ୍ଥ୍ୟ ନିରୀକ୍ଷକଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ବଲାଙ୍ଗିର, ବାଲେଶ୍ଵର, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ସୁଚାରୁରୂପେ କାର୍ଯ୍ୟ କରି ସମସ୍ତଙ୍କର ଅତି ଆପଣାର ହୋଇ ସୁନାମ ଅର୍ଜନ କରିଥିବା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ବ୍ରାହ୍ମଣ
Read More...

ରଥଖଳାରେ ୩୮ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଥଖଳାରେ ମେ' ମାସ ୧୬ ତାରିଖ ସୁଦ୍ଧା ତିନି ରଥର ୪୪ ଗୋଟି ଚକରୁ ୩୮ ଗୋଟି ଚକର ନିର୍ମାଣ କାର୍ୟ୍ୟ ଶେଷ ହୋଇଛି । ଏହା ବ୍ୟତୀତ ୩ଟି ରଥର ପାଞ୍ଚ ଗୋଟି ନାହାକା ଅଖ ନିର୍ମାଣ ମଧ୍ୟ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥ ଓ ଦର୍ପଦଳନ ରଥର ୨ ଟି ଲେଖାଏଁ ନିରାଡ଼ି
Read More...

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡିଶା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡିଶା ହେଲ୍‌ଥ ଏଣ୍ଡ ଫେମିଲି ୱେଲଫେୟାର ଡିପାଟମେଣ୍ଟ ପକ୍ଷରୁ ସମୀକ୍ଷା କରାଯାଇଛି । ବିଭାଗୀୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ପୁରୀ ଗସ୍ତ କରି
Read More...

କୁମ୍ଭାରଖୁନ ଗ୍ରାମ ଗସ୍ତରେ ବିଧାୟକ ସରୋଜ ମେହେର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଖୁନ ଗ୍ରାମକୁ ଗସ୍ତ କରିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର । ଏହି ଗସ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ସହଯୋଗରେ କୁମ୍ଭାରଖୁନ ଗ୍ରାମର ଡ୍ୟାମଠାରେ ଏକ ବୈଠକ ଅନୁଷ୍ଠିତ
Read More...

ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳଚାଷ ଦ୍ୱରା ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୦୨୨-୨୩ ବର୍ଷରେ ଉଦ୍ୟାନ କୃଷି ଉତ୍ପାଦନ ମୋଟ ୧୩.୬୯ ମିଲିୟନ ଟନ୍‌ରୁ ଅଧିକ ହୋଇଛି । ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳଚାଷ ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି । ଫଳ ଓ ପନିପରିବା ସୁରକ୍ଷିତ ରଖିବା
Read More...

ବନ ବିଭାଗର ଚଢ଼ାଉ : ଲକ୍ଷ୍ୟାଧିକ ଟଙ୍କାର ଶାଗୁଆନ କାଠ ଜବତ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବନାଞ୍ଚଳ ଅଧୀନରେ ଥିବା ଗମ୍ଭାରୀଗୁଡା ଗ୍ରାମରେ ବନ ବିଭାଗ ଚଢ଼ାଉ କରିଥିବା ଜଣାପଡିଛି । ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତି କରି ଗମ୍ଭାରୀଗୁଡା ଗ୍ରାମରେ ଚଢ଼ାଉ କରାଯାଇଥିଲା ଏବଂ
Read More...

ବଢିବାରେ ଲାଗିଛି ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀଙ୍କ ପ୍ରତି ଲୋକପ୍ରିୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତିରେ ପାଦ ଦେବାର ମାତ୍ର ୧୫ ମାସ ହୋଇଛି ହେଲେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଜୋନ - ୨ର ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏ ଚର୍ଚ୍ଚା କେବଳ ତାଙ୍କ ନିଷ୍ଠା, ପରିଶ୍ରମ ଓ କାମ ପାଇଁ । ନିଜ ଅଞ୍ଚଳରେ ତାଙ୍କର
Read More...