Daily Archives

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଏକ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ଇଂରାଜୀ ବିଭାଗର ପ୍ରଧ୍ୟାପକ ବିଦ୍ୟାଧର
Read More...

ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାସ୍ତରୀୟ ଅମଲା ମଞ୍ଚ ତରଫରୁ ଆଜି ଜିଲ୍ଲା ଅଧିକାରୀମାନଙ୍କୁ ମିଳିତ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ସଦସ୍ୟମାନଙ୍କର ବିଭିନ୍ନ ଦାବୀ ସମ୍ଵନ୍ଧରେ ଆଜି ଦାବୀପତ୍ର ଦିଆଯାଇଛି । ସେହିପରି ପ୍ରେକ୍ଷୀରେ ଆଜି ପଦ୍ମପୁର ଉପଖଣ୍ଡର ବିଭିନ୍ନ
Read More...

ବାବୁ ୪୨୦ର ବାପା : ନିଜେ ଚୋରି କରି ଚୋରି ହୋଇଛି ବୋଲି ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାବୁ ୪୨୦ର ବାପା । ନିଜେ ଚୋରି କରି ଚୋରି ହୋଇଛି ବୋଲି ଥାନାରେ ଅଭିଯୋଗ କରିଥିଲେ ସୁନୀଲ ନାଗ । ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ସୁନୀଲ ନାଗ ନାମକ ଜଣେ ଯୁବକ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ ।
Read More...

ପ୍ରକାଶ ପାଇଲା CBSEର ଦ୍ଵାଦଶ ରେଜଲ୍ଟ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ଵାଦଶ ରେଜଲ୍ଟ । CBSE ଦ୍ୱାଦଶରେ ପାସ୍ ହାର ୮୭.୩୩% ରହିଛି । ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ। ଏଥିସହ
Read More...

ସ୍ୱାମୀର ଅତ୍ୟାଚାରର ଶିକାର ହୋଇ ସ୍ତ୍ରୀ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀର ଅତ୍ୟାଚାରର ଶିକାର ହୋଇ ସ୍ତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ । ସୂଚନା ଅନୁସାରେ ଗତ ଏକ ମାସ ତଳେ
Read More...

ସର୍ଟ୍‌ ସର୍କିଟ୍‌ ଯୋଗୁଁ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ ଲାଇନ ଶୈଳେଶ୍ରୀ ପେଲେସ ଗେଟ ସମ୍ମୁଖରେ ଏକ ବିଦ୍ୟୁତ୍‌ ଟ୍ରାନ୍‌ଫର୍ମରରେ ନିଆଁ ଲାଗିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ହଠାତ୍‌ ସର୍ଟ୍‌ ସର୍କିଟ୍‌ ଯୋଗୁଁ ପେଲେସ ଗେଟ ସମ୍ମୁଖରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟାର, ପିଜି କାଉନସିଲ ଓ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବଳଭଦ୍ର ଦାସ ମଞ୍ଚାସୀନ ଥିଲେ । ଏହି
Read More...

କ୍ଷୁଦ୍ର ଉଦ୍ୟୋଗ ପାଇଁ ତାଲିମ ଶିବିର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହଠାରେ କ୍ଷୁଦ୍ର ଉଦ୍ୟୋଗକୁ ନେଇ ଦୁଇ ଦିନିଆ ତାଲିମ ଶିବିର ବିଡିଓ ରିପୁନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶିବିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଚୟନ ହୋଇ ଆସିଥିବା ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କୁ ତାଲିମ
Read More...

ଟିଟିଲାଗଡ଼ରେ ପୁଣି ମାତିଲେ ବାଇକ୍‌ ଲୁଟେରା : ବ୍ୟାଙ୍କ ଛକ ଗଣେଶ ମନ୍ଦିର ନିକଟରୁ ଝାମ୍ପି ନେଲେ ୩ ଲକ୍ଷ ଟଙ୍କା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନ୍ୟୁ ମେଡିକାଲ ଦୋକାନର ମାଲିକ ଗୁରୁବାର ସକାଳ ପାଖାପାଖି ୯ଟା ସମୟରେ ନିଜ ଘରୁ ଦୋକାନକୁ ଆସୁଥିବା ବେଳେ ବ୍ୟାଙ୍କ ଛକଠାରେ ଥିବା ଗଣେଶ ମନ୍ଦିର ସମ୍ମୁଖରେ ବାଇକ୍‌ ରଖି ଭଗବାନଙ୍କୁ ନମସ୍କାର କରୁଥିବା ବେଳେ ପଲ୍ସର ବାଇକ୍‌ରେ ଦୁଇ ଜଣ ଯୁବକ ତାଙ୍କ
Read More...

ଆଜି ପ୍ରକାଶ ପାଇପାରେ CBSE ଦଶମ ଓ ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର : ଆଜି ପ୍ରକାଶ ପାଇପାରେ CBSE ଦଶମ ଓ ଦ୍ୱାଦଶ ରେଜଲ୍ଟ । ସକାଳ ୧୦ଟାରେ ଦଶମ ଓ ଦିନ ୧୨ଟାରେ +୨ ରେଜଲ୍ଟ ପ୍ରକାଶ ପାଇପାରେ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ ।
Read More...