Monthly Archives

April 2023

ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଠିକାଦାରପଡ଼ା ରାଧାକୃଷ୍ଣ ମନ୍ଦିରରେ ହନୁମାନ ଚାଳିଶା ଏବଂ ସୁନ୍ଦରାକାଣ୍ଡ ପଠନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରଭୁ ଶ୍ରୀ ହନୁମାନଙ୍କ ଜନ୍ମୋତ୍ସବ ଉପଲକ୍ଷେ ଟିଟିଲାଗଡ ଠିକାଦାରପଡ଼ା ଠାରେ ଥିବା ରାଧାକୃଷ୍ଣ ମନ୍ଦିରରେ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିବା ସହ ଧୁମ୍‌ଧାମ୍‌ରେ ଏହି ଉତ୍ସବକୁ ପାଳନ କରାଯାଇଛି । ଏହି ଅବସରରେ ମନ୍ଦିର ଭିତରେ ଥିବା ପ୍ରଭୁ
Read More...

କଳାକାର ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଶ୍ରଦ୍ଧାପାଲିଠାରେ ସ୍ୱପ୍ନେଶ୍ୱରବାବା ଓ ପଂଚୁ ସେବା ସଦନ ତରଫରୁ ଏକ ବିରାଟ କଳାକାର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ସଭା ଆରମ୍ଭ ପୂର୍ବରୁ କଳାକାରମାନେ ଏକ ମସାଲ ଶୋଭାଯାତ୍ରା କରିଥିଲେ । ତା'ପରେ ଅତିଥି ମାନଙ୍କୁ ଏକ
Read More...

ବନଖଣ୍ଡସ୍ତରୀୟ ଜିଆ ଖତ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବନ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀ କୂଳରେ ଥିବା ନର୍ସରୀଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆଜି ବନଖଣ୍ଡସ୍ତରୀୟ ଜିଆ ଖତ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ନୂତନ ଶ୍ରେଣୀଗୃହ ନର୍ସରୀ ଓ ବାଲ୍‌ ବାଟିକା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ନୂତନ ଶିକ୍ଷାନୀତି ୨୦୨୨-୨୩ ଅନୁସାରେ ନୂତନ ଶ୍ରେଣୀଗୃହ ନର୍ସରୀ ତଥା ବାଲ୍‌ ବାଟିକା ଉଦ୍‌ଘାଟିତ ହୋଇଯାଇଛି । ଏକ ନୂତନ ଶ୍ରେଣୀଗୃହ ତଥା ଅନେକ ଗୁଡିଏ ଖେଳସାମଗ୍ରୀକୁ ନେଇ ଆରମ୍ଭ ହୋଇଯାଇଛି । ନୂତନ ଭାବରେ ନାମ
Read More...

କଟୁରୀଧୁଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କଟୁରୀଧୁଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ଗ୍ରାମ ପଞ୍ଚାୟତର ସରପଞ୍ଚ କୁମୁଦିନୀ ବାର୍ଲା ସଭାପତିତ୍ୱ କରିଥିବା ବେଳେ ବଣାଇ ବିଧାୟକ ଲକ୍ଷ୍ମଣ
Read More...

ଏଆଇଡିଏସ୍‌ଓ ପକ୍ଷରୁ ସର୍ବ ଭାରତୀୟ ସଂହତି ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନରତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମର୍ଥନରେ ସାରା ଭାରତରେ ସଂହିତ ଦିବସ ପାଳିତ ହୋଇଯାଇଛି । ପଞ୍ଜାବ ବିଶ୍ୱବିଦ୍ୟାଳୟ ପଟିଆଲାକୁ ଋଣମୁକ୍ତ କରିବା ସହ ସରକାରୀ ଅନୁଦାନ ବୃଦ୍ଧି କରିବା, ସମଗ୍ର ଶିକ୍ଷାନୁଷ୍ଠାନରେ ସ୍ଥାୟୀ
Read More...

ଯୁବ କୁଲୁତା ସମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣିମା ତଥା କୁଲୁତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମା' ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି
Read More...

କୁଲତା ସମାଜ ବଲାଙ୍ଗିର ଶାଖା ତରଫରୁ କୁଲତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭଗବତୀ ନଗର ସ୍ଥିତ ଶାନ୍ତନୁ କୁମାର ଭୋଇଙ୍କ ବାସଭବନ କୁଲତା ସମାଜ କାର୍ଯ୍ୟାଳୟରେ କୁଲତା ଦିବସ ପାଳିତ ହୋଇଯାଇଛି । ମା' ରଣେଶ୍ୱରୀ ରାମଚଣ୍ଡୀଙ୍କ ପୂଜନ ଉତ୍ସବ ପରେ ସଭାପତି ସୁରଥ ପଧାନଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ
Read More...

ସାଲେପଡା ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ପ୍ରବେଶ ଉତ୍ସବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ ସାଲେପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ପ୍ରବେଶ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସେବତୀ ଦାଶଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ
Read More...

ଆଗଲପୁର ତହସିଲ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରିକରଣ ସକାଶେ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରିକରଣ ସକାଶେ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟିତ କାର୍ଯ୍ୟକ୍ରମରେ ଆଗଲପୁର ତହସିଲଦାର ସୁଶ୍ରୀ ସରୋଜା ବେହେରା ଉପସ୍ଥିତ ରହି ପୂଜାର୍ଚ୍ଚନା ପରେ ଫିତା କାଟିଥିଲେ ।
Read More...