Monthly Archives

April 2023

ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅନ୍ୱେଷା ଛାତ୍ରୀ ନିବାସ ପରିଦର୍ଶନ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ରେ ରାଜ୍ୟ ସରକାରଙ୍କ ଦ୍ୱାରା ଅବସ୍ଥାପିତ ଅନ୍ୱେଷା ଆଦିବାସୀ ଛାତ୍ରୀ ନିବାସ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ପରିଦର୍ଶନ କରିଛନ୍ତି । ଶ୍ରୀମତୀ ଗର୍ଗ ଏହି ଛାତ୍ରୀ ନିବାସକୁ ଆସି ପ୍ରଥମେ ଛାତ୍ରୀମାନେ କିଭଳି ରହୁଛନ୍ତି,
Read More...

ନକଲି ସାର୍ଟଫିକେଟ୍‌ କାରବାର : କ୍ରାଇମ୍‌ ବ୍ରାଞ୍ଚ ତଦନ୍ତର ୨ ସପ୍ତାହ ପରେ ବି ଗିରଫ୍‌ ସଂଖ୍ୟା ବଢିନି !

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜାଲ୍‌ ସାର୍ଟଫିକେଟ୍‌ କାରବାର ପ୍ରଥମେ ଲୋକଲୋଚନକୁ ଆସିଥିବା ବେଳେ ପରେ ପରେ ସାରା ଓଡିଶାରେ ଏହାର କଳଙ୍କିତ ଚେର ଲମ୍ବିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସରକାରୀ ବିଭାଗରେ ନକଲି ସାର୍ଟିଫିକେଟ୍‌ ବଳରେ ଲୋକେ ଚାକିରି କରୁଥିବା କଥା ବି
Read More...

ବିଜ୍ଞାନ ସାହିତ୍ୟ ପରିଷଦର ବୈଠକ : ବିଜ୍ଞାନ ମଧୁପର ଛାତ୍ରାର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ବିଜ୍ଞାନ ମଧୁପର ଏକ ଛାତ୍ରାର୍ପଣ ଉତ୍ସବ ସଭାପତି ପ୍ରଫେସର ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର
Read More...

ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି (ଦିଶା) ବୈଠକ କମିଟିର ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ
Read More...

ଋଷିକୂଲ୍ୟା ବେଳାଭୂମି ସମୁଦ୍ର କୂଳରେ ହଜାର ହଜାର କଇଁଛ ଛୁଆକୁ ଦେଖିଲେ ପୂର୍ବତନ ମୁଖ୍ୟ ବିଚାରପତି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭାରତର ପୂର୍ବତନ ମୁଖ୍ୟ ବିଚାରପତି (ସୁପ୍ରିମକୋର୍ଟ) ସେହରଡ଼ ଅରବିନ୍ଦ ବୋବଡ଼େ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଋଷିକୂଲ୍ୟା ବେଳାଭୂମି ପରିଦର୍ଶନ କରିଥିଲେ । ତାଙ୍କ ସହ ବରିଷ୍ଠ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଆର ଭିନ୍ନଲ
Read More...

ମହଦେଶ୍ୱର ମହାଦେବ ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପ୍ରୟାସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ, ପାଟଣାଗଡ଼ ବ୍ଲକ ଓ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ମହଦାଶୁନି ପାହାଡ଼ । ସ୍ଥାନୀୟ ଅଞ୍ଚଳରେ ମହଦା ପାହାଡ଼ ନାମରେ ପରିଚିତ । ଚିରସ୍ରୋତା ଝରଣା ସାଙ୍ଗକୁ ଭାରତ ସ୍ୱାଧୀନତା ସଂଗ୍ରାମର
Read More...

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର : ନିୟୋଜିତ ହେବେ ୪୫ ନୂଆ କର୍ମଚାରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (Fire Station) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ
Read More...

ରାମ ନାରାୟଣ ଦାଶ ହେଲେ ଗୋଲଡେନ୍‌ ଆୱାର ହିରୋ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରଙ୍କ ତରଫରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପଠାରେ ସଡକ ସୁରକ୍ଷା ସଂପର୍କିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ରେଡକ୍ରସ୍‌ କର୍ମୀ, ରାଜ୍ୟସ୍ତରୀୟ ରକ୍ଷକ ମାଷ୍ଟର ଟ୍ରେନର ତଥା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉଚ୍ଚ
Read More...

ପିଏଚ୍‌ଡି ଛାତ୍ରୀଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡାରେ ଜଣେ ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଆମେରିକାରେ ପିଏଚ୍‌ଡି କରୁଥିବା ଛାତ୍ରୀ ନିହାରିକା ଦଳପତି(୨୬) ଘରେ ଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଚିକିତ୍ସା
Read More...

ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜରଙ୍ଗ ଦଳ ପକ୍ଷରୁ ଆସନ୍ତାକାଲି ବଲାଙ୍ଗିର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉକ୍ତ ବନ୍ଦ ପାଳନ କରାଯିବା ନେଇ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାର ସମସ୍ତ ସ୍କୁଲ,
Read More...