Daily Archives

ଇସ୍ପାତ କାରଖାନା ବିସ୍ଥାପିତ ଥଇଥାନ କାର୍ଯ୍ୟକ୍ରମକୁ ହମିରପୁର ଗ୍ରାମବାସୀଙ୍କ ବିରୋଧ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ହମିରପୁର ଓ ପାଖାପାଖି ଅଂଚଳର ବହୁତ ସଭ୍ୟ ଯୋଗଦାନ କରିଥିଲେ । ଉପସଭାପତି ସନୁ ବଡାଇକ ଓ ଗଣେଶ କୁମ୍ଭାର ପ୍ରକାଶ
Read More...

ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ ପ୍ରାଙ୍ଗଣରେ ନୂତନ ଶିକ୍ଷା ବର୍ଷ ୨୦୨୩-୨୪ର ଆରମ୍ଭ ଓ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନୂତନ ପ୍ରବେଶକାରୀ ଛାତ୍ରଛାତ୍ରୀ ତଥା କିଛି
Read More...

ସମ୍ବଲପୁର ହିଂସାକାଣ୍ଡକୁ ନେଇ ଆଜି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା …

ଖପ୍ରାଖୋଲ, (ଅଶୋକ ବାଗ) : ହନୁମାନ ଜୟନ୍ତୀ ଉପଲକ୍ଷେ ଗତ ୧୪ ତାରିଖ ଦିନ ସମ୍ବଲପୁର ସହରରେ ହୋଇଥିବା ହିଂସାକାଣ୍ଡକୁ ନେଇ ୧୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଯେଉଁ ସବୁ ଜିଲ୍ଲା ଗୁଡ଼ିକରେ
Read More...

ଟିଟିଲାଗଡ଼ ଗସ୍ତରେ ଉନ୍ନୟନ ସଚିବ ଅନୁ ଗର୍ଗ

ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଉନ୍ନୟନ ସଚିବ ଅନୁ ଗର୍ଗଙ୍କ ସହ ବୈଷୟିକ ଟିମ୍‌ ଏବଂ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ
Read More...

ସିହିନି ପଥର ବ୍ଲାଷ୍ଟିଂ ବେଳେ ଅଘଟଣରେ ମନୋଜ ମାଝିଙ୍କ ମୃତ୍ୟୁ ମାମଲା : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଥାନା ଘେରାଉ,…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ନିକଟ ପଥର କୁଆଁରୀରେ ମଙ୍ଗଳବାର ସକାଳେ ପଥର ବ୍ଲାଷ୍ଟିଂ ସମୟରେ କମ୍ପ୍ରେସର ଫାଟି ଯିବା ଯୋଗୁଁ କାମ କରୁଥିବା ଦୁଇ ଜଣ ଶ୍ରମିକ ଗୁରୁତର ହୋଇ ପ୍ରଥମେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆସି ପ୍ରାରମ୍ଭିକ
Read More...

ବଜରଙ୍ଗ ଦଳର ଡାକରା କ୍ରମେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସମ୍ବଲପୁର ସହରରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ବଲାଙ୍ଗିର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ଓ ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ଆଜି
Read More...

ଚଳନ୍ତା ପଙ୍ଖା ବାଜି ଇଲେକ୍ଟ୍ରିସିଆନ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳନ୍ତା ପଙ୍ଖା ବାଜି ଇଲେକ୍ଟ୍ରିସିଆନ ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳେ ବଲାଙ୍ଗିର ସଦର ବ୍ଲକ ଚୂଡାପାଲି ଗାଁର ମକାରୁ ମହାନନ୍ଦ(୫୨) ନାମକ ଜଣେ ଇଲେକ୍ଟ୍ରିସିଆନ ଘରର ଇଲେକ୍ଟ୍ରି କାମ କରୁଥିବା
Read More...

ମହାନଦୀ ପଠାରେ ଦେଖିବାକୁ ମିଳିଲା କୁମ୍ଭୀର

ଚୌଦ୍ବାର : ମହାନଦୀ ପଠାରେ ଦେଖିବାକୁ ମିଳିଲା କୁମ୍ଭୀର । ମଧୁସୁଦନ ସେତୁ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରଟିକୁ ଦେଖିବାକୁ ବ୍ରିଜ୍ ଉପରେ ପ୍ରବଳ ଭିଡ ଜମିଛି । କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ପ୍ରତ୍ୟେକ ଦିନ ମହାନଦୀକୁ ଗାଧୋଇବାକୁ
Read More...

ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ ସରୋଜ ସାମଲ ନିଯୁକ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ସରୋଜ ସାମଲଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାମଲ ପୂର୍ବରୁ ଝାରସୁଗୁଡା ଜିଲ୍ଲାପାଳ ଥିଲେ । ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କର ସେଠାରୁ ବଦଳି ହୋଇଥିଲା । ବର୍ତ୍ତମାନ ସୂଚନା ଓ
Read More...

ଫାଣ୍ଡିରେ ଫେରାର୍‌ ପ୍ରେମୀଯୁଗଳଙ୍କ ବିବାହ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ୍‌ ସାଲେଭଟା ଫାଣ୍ଡି ପରିସରରେ ପୁଲିସ ଉପସ୍ଥିତିରେ ଫେରାର୍‌ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି । ସୂଚନା ଅନୁସାରେ ମୁର୍ଷୁଣ୍ଡ ଗାଁର ବିକାଶ ବିଶ୍ୱାଳ(୨୬) ଏବଂ ସେହି ଗାଁର ସ୍ୱର୍ଗସିନୀ ପ୍ରଧାନ(୨୨)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ
Read More...