Daily Archives

ଖପ୍ରାଖୋଲରେ ୭୯ତମ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ଅଗ୍ନିଶମ ବିଭାଗ ପକ୍ଷରୁ ଗତକାଲି ଜାତୀୟ ୭୯ତମ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସର୍ବ ଭାରତୀୟ ସ୍ତରରେ ଏପ୍ରିଲ ୧୪ ତାରିଖଠାରୁ ଏକ ସପ୍ତାହ ବ୍ୟାପି ଦେଶରେ ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଥାଏ । ଓଡିଶାରେ ଏହାକୁ
Read More...

ଶ୍ରୀ ଶ୍ରୀ ରାଧେଶ୍ୟାମ ଫାଉଣ୍ଡେସନ୍‌ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି, ଜଳ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ୍‌ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ସଭାପତି ତଥା ୧୦ନଂ ୱାର୍ଡ
Read More...

ଛତ୍ରପୁର ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ପବିତ୍ର ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା
Read More...

ପବିତ୍ର ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଦେଓଗାଁ ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଅବସରରେ ଦେଓଗାଁ ମାରୱାଡ଼ି ମହିଳା ସମିତି ଶାଖା ପକ୍ଷରୁ ଜାତୀୟ ରାଜପଥ ୨୬ର ଦେଓଗାଁ ଏଟିଏମ୍‌ ଛକରେ ସରବତ୍‌ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଶାଖାର ସମସ୍ତ ସଦସ୍ୟା ଏକତ୍ରିତ ହୋଇ ରାଜପଥରେ
Read More...

ଶାନ୍ତି ଶୃଙ୍ଖଳାର ସହ ପାଳିତ ହେଲା ଶ୍ରୀ ହନୁମାନ ଜୟନ୍ତୀ ଓ ଆମ୍ବେଦକର ଜୟନ୍ତୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ଶୁକ୍ରବାର ଦିନ ଶ୍ରୀ ହନୁମାନ ଜୟନ୍ତୀ ଓ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ପୂର୍ବାହ୍ନ ୧୧ଟାରେ ଡ. ଆମ୍ବେଦକର ଜୟନ୍ତୀ ପାଳନ କମିଟି ଦ୍ୱାରା
Read More...

ବାବା ସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

ଜିଲ୍ଲା ଦଳିତ ସମାଜର ବିଶାଳ ଶୋଭାଯାତ୍ରାଜୟ ଭୀମ ନାରାରେ କଂପିଲା ବଲାଙ୍ଗିର ସହର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ସଦର ମହକୁମାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ
Read More...

ଓଡ଼ିଆ ଭାଷା-ସାହିତ୍ୟ ଓ ସାଂସ୍କୃତିର ଜାଗ୍ରତ ପ୍ରହରୀ ‘ନବୀନ’ : ଗିରିଧର ଗମାଙ୍ଗ

'ନବୀନ'ର ୨୫ତମ ବିଷୁବ ମିଳନ ଓ ରଜତ ଜୟନ୍ତୀ ସମାରୋହ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ସ୍ୱାଧୀନତା ସଂଗ୍ରାମରେ ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର 'ନବୀନ'ର ଅବଦାନ ଅବିସ୍ମରଣୀୟ । ବିଶେଷକରି ଓଡ଼ିଆ ଭାଷା-ସାହିତ୍ୟ ଓ ସାଂସ୍କୃତିର ସୁରକ୍ଷା ଦିଗରେ
Read More...