Daily Archives

ଓକେସିଏଲ୍‌ ପକ୍ଷରୁ ଡିଜିଟାଲ ସାକ୍ଷରତା ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ୍‌) ତରଫରୁ ରବିବାର ପୂର୍ବାହ୍ନରେ ଡେଲାଙ୍ଗ ଷ୍ଟେସନ ବଜାର ନିକଟସ୍ଥ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ
Read More...

ପୁଣି ଗୁହାଳରୁ ଗାଈକୁ ଟାଣି ନେଇ ଖାଇଲା ବାଘ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବେଲରଦନା ଗାଁରେ ବାଘ ଆତଙ୍କ । ଗତକାଲି ରାତିରେ କଲରାପତରିଆ ବାଘ ଗୁହାଳରୁ ଗାଈକୁ ଟାଣି ନେଇ ଖାଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ଗାଈକୁ ଗୁହାଳରେ ବାନ୍ଧି ରଖିଥିଲେ । ଆଜି ସକାଳୁ ଉଠି
Read More...

ରେଳ ଟିକେଟ ବୁକିଂ ସେବା କେନ୍ଦ୍ର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶ୍ରୀରାମ ନବମୀ ଅବସରରେ କଣାସ ରୋଡ଼ ସନ୍ନିକଟ ଡେଲାଙ୍ଗ ବାୟାବଜାର ସ୍ଥିତ ମୁକ୍ତି କମ୍ୟୁନିକେସନ ପରିସରରେ ରେଳ ଯାତ୍ରୀଙ୍କ ପାଇଁ ଏକ ଟିକେଟ ବୁକିଂ ସେବା କେନ୍ଦ୍ର ଶୁଭ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ଡିଭିଜନ
Read More...

ଟିଟିଲାଗଡ ସହରରେ ଯୁବ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି : ଯୁବପିଢ଼ି ମଦ ପିଇବା ପାଇଁ ଟପୁଛନ୍ତି ସୀମା, ଘଟାଉଛନ୍ତି ଅପରାଧ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ସହରରେ ଯୁବ ପିଢି ନିଶା ସେବନ ଆଡ଼କୁ ଗତି କରୁଛନ୍ତି । ଦିନ ଥିଲା ସନ୍ଧ୍ୟା ହେଲେ ନିଜର ପିଲାମାନଙ୍କୁ ଘରୁ ବାହାରକୁ ଛାଡ଼ୁ ନ ଥିଲେ ପିତାମାତା । ଯୁଗ ପରିବର୍ତ୍ତନ ହେଲା ଏବେ ଘରୁ ବାହାରକୁ ସନ୍ଧ୍ୟାରେ ବୁଲି ଯିବା ଏବେ ଫେଶନରେ ପରିଣତ
Read More...

ଅବସରପ୍ରାପ୍ତ ଶିକ୍ଷକ ଭଗବାନ ନାଏକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ ଶିକ୍ଷକ ଭବନଠାରେ ଅବସରପ୍ରାପ୍ତ ଶିକ୍ଷକ ଭଗବାନ ନାଏକଙ୍କୁ ୨୦୦୧ ମସିହାରେ ନିଯୁକ୍ତ ଶିକ୍ଷକମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ୨୦୦୧ ମସିହାରେ ନିଯୁକ୍ତ ଭଗବାନ ନାଏକ ଜଣେ ଆଦର୍ଶ ଓ ଛାତ୍ର ବତ୍ସଳ ଶିକ୍ଷକ ଅଟନ୍ତି । ଉଲବା
Read More...

ଏପ୍ରିଲ ୧୧ରୁ ରାଜ୍ୟରେ ସକାଳୁଆ ସ୍କୁଲ୍

ଭୁବନେଶ୍ୱର : ଗ୍ରୀଷ୍ମ ଋତୁ ଓ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବ । ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ବିଦ୍ୟାଳୟ ଦିନ ୧୧ଟା ୩୦ରେ ସରିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍ଥାନୀୟ
Read More...

ନକଲି ସାର୍ଟିଫିକେଟ୍‌ ଘଟଣା : ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବହୁ ଚର୍ଚ୍ଚିତ ନକଲି ସାର୍ଟିଫିକେଟ ଘଟଣା ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ । ଶନିବାର ଦିନ ବଲାଙ୍ଗିର ପହଞ୍ଚି ଘଟଣାର ସମସ୍ତ ଦିଗ ଉପରେ ସ୍ଥାନୀୟ ପୋଲିସ ସହ ଚର୍ଚ୍ଚା କରିବା ପରେ ଆଜି ସକାଳୁ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମ୍‌ବ୍ରାଞ୍ଚର ୫
Read More...

ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ : ୭ ଆହତ

ଭଦ୍ରକ : ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ୭ ଜଣ ଆହତ ହୋଇଛନ୍ତି । ଏହି
Read More...

ଦିଗଦର୍ଶନ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରଠାରେ ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଧେଶିକା ବିଜୟଲକ୍ଷ୍ମୀ ମହାକୁଡଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସହରସ୍ଥିତ ଭାରତୀ
Read More...

ଉତ୍କଳ ଦିବସ ପାଳନ ଅବସରରେ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଉତ୍କଳ ଦିବସ ପାଳନ ଅବସରରେ ଗଞ୍ଜାମ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପୋଇରାଶୀ ପଞ୍ଚାୟତର ତାରିଣୀ ପଲ୍ଲୀ ପଥର କୁଆଁରୀ ଖେଳ ପଡିଆ ପରିସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଯାଇଛି । ପରସ୍ପର ମଧ୍ୟରେ ପ୍ରେମ, ଏକତା ଓ
Read More...