Monthly Archives

March 2023

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବ ପାଳିତ

ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ଯୋଗଦାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜବିହାର ସ୍ଥିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା
Read More...

ରାମଲୀଳା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ନଅଗାଁ ଖ ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ ପାରମ୍ପରିକ ରାମଲୀଳା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ । ଖୋଳ କୁବ୍ଜା ବଜାଇ ଶୁଭ କଳସକୁ ମୁଣ୍ଡରେ ବୋହି ସେମାନେ
Read More...

ଅପ୍ରିଲ ୨୦ ତାରିଖରେ ମିଳିତ ବାମପନ୍ଥୀ ସମର୍ଥିତ ଦଳର ଜନ ଆନ୍ଦୋଳନ ଓ ପ୍ରତିବାଦ ସଭା

ବିରୋଧୀ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଇଡ଼ି ମାମଲା ଜାରି କରି ଗିରଫ କରି ଜେଲ୍ ପଠାଇବା ପ୍ରଥାକୁ ଘୋର ନିନ୍ଦା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନର ସୁରକ୍ଷା ଓ ଗଣତନ୍ତ୍ରର ସୁରକ୍ଷା ଦିଗରେ ବିରାଟ ବିଫଳତା ଏବଂ ପ୍ରତିବନ୍ଧକ ଦେଖା ଦେଇଛି ବୋଲି ବାମପନ୍ଥୀ ଦଳ ଅଭିଯୋଗ
Read More...

ବରପାଲିପଡାରେ ଯୁବକଙ୍କୁ ଛୁରୀ ଭୁସିବା ଘଟଣାରେ ଜେଲ୍‌ ଗଲା ଅଭିଯୁକ୍ତ ସଦାନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଅର୍ନ୍ତଗତ ବରପାଲିପଡା ଠାରେ ଗତ ୨୫ ତାରିଖ ଦିନ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ମାନେ ଛୁରୀ ଭୁସି ଘଟଣାସ୍ଥଳରୁ ଫେରାର୍‌ ମାରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଯୁବକ ଜଣକ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ ପରେ ବୁର୍ଲାକୁ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଷଷ୍ଠ ସଂଧ୍ୟା : ଭଲ ବହି ଭଲ ମଣିଷ ତିଆରି କରିବାର କ୍ଷମତା ବହନ କରିଥାଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଷଷ୍ଠ ସଂଧ୍ୟାରେ ମଂଚାସୀନ ଅତିଥିମାନେ ଭଲ ବହି ଭଲ ମଣିଷ ତିଆରି କରିବାର କ୍ଷମତା ବହନ କରିଥାଏ ବୋଲି
Read More...

ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟଠାରେ ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା
Read More...

ଡେଲାଙ୍ଗରେ ଓଡ଼ିଶା ଆଦିବାସୀ ମହୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆନୁକୂଲ୍ୟରେ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ବୁଧବାର ଶ୍ରୀପୁରୁଷୋତ୍ତମ ହାଇସ୍କୁଲ୍‌ ପରିସରରେ ଓଡିଶା ଆଦିବାସୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ପ୍ରଧାନ ଶିକ୍ଷକ
Read More...

ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଦିକବି ସାରଳା ଦାସ, ଶାରଳା ସାହିତ୍ୟ ଓ ଶାରଳା ଠାକୁରାଣୀଙ୍କ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆର୍ତ୍ତ ଭଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ
Read More...

ଗାଈବାହାଲରେ ନବାହ ରାମାୟଣ ପାରାୟଣ ପାଇଁ କଳସ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲରେ ଗୁରୁବାର ଦିନରୁ ହେବାକୁ ଥିବା ଶ୍ରୀରାମ ନବମୀ ଉପଲକ୍ଷେ ନବାହ ପାରାୟଣ ପାଇଁ ବୁଧବାର ସନ୍ଧ୍ୟାରେ କଳସ ଯାତ୍ର ଏବଂ ଅଧିବାର ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନରୁ ୯ ଦିନ ଧରି ୭ ତାରିଖ ପର୍ଯ୍ୟନ୍ତ ଶ୍ରୀ ତୁଳସୀ ଦାସ କୃତ ଏବଂ
Read More...

କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ରାୟ : ନାବାଳକ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କମେଇମୁଣ୍ଡା ପଂଚାୟତ ପଣ୍ଡରେନ ଗ୍ରାମର ଜଣେ ନାବାଳକକୁ ସେହି ଗାଁର ଜିତେନ ପୋଢ ଗତ ୨୦୨୧ ମସିହାରେ ଜାମକି ରାସ୍ତାର ପୋଖରୀ ନିକଟରେ ଗୋଡେଇ ଗୋଡେଇ ହତ୍ୟା କରିଥିଲେ । ଏହି ହତ୍ୟା ପରେ ଅଭିଯୁକ୍ତ କଂଟାବାଂଜି ଉପକାରାଗାରରେ
Read More...