Monthly Archives

March 2023

ଆଜିଠୁ ଖଦି ମେଳା

ଭୁବନେଶ୍ୱର : ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୂଲ୍ୟରେ ମଙ୍ଗଳବାରଠୁ ଆରମ୍ଭ ହେବ ଖଦି ମେଳା । ଏହି ମେଳା ଖାରବେଳନଗରସ୍ଥିତ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପରିସରରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା ସହ ଅନ୍ୟ ରାଜ୍ୟର ବିଭିନ୍ନ ଗ୍ରାମ୍ୟ ଶିଳ୍ପୋଦ୍ୟୋଗୀ
Read More...

ଭିଜିଲାନ୍ସ ଜାଲରେ ଚଣ୍ଡୀଗାଁ ସେବା ସମବାୟ ସମିତି ସମ୍ପାଦକ ତପନ ନାୟକ

ଭଦ୍ରକ : ଜଣେ ଚାଷୀଙ୍କ ଧାନ କିଣିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକ । ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ଚଣ୍ଡୀଗାଁର ଚାଷୀ ଶ୍ରୀଧର ସାମଲ
Read More...

ବାବୁରାଓ ସେଡ଼ମାକେଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର୍‌ ବାବୁରାଓ ପୁଲେସୁର ସେଡ଼ମାକେଙ୍କ ୧୯୧ତମ ଜନ୍ମ ଦିବସ ୧୨ ମାର୍ଚ୍ଚରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୂଲ୍ୟରେ ପାଳିତ ହୋଇଯାଇଛି । ସେଡ଼ମାକେ ୧୮୫୭ ସିପାହୀ ବିଦ୍ରୋହ
Read More...

ସ୍ୱରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତାତ୍ମକ ଏବଂ ସାମାଜିକ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସ୍ୱର୍ଣ୍ଣପ୍ରଭା ପଲେଇଙ୍କ ସଭାପତିତ୍ୱ, ସଂପାଦକ ପୁଷ୍ପଲତା ବିଶ୍ୱାଳଙ୍କ ଆବାହକତ୍ୱ ଓ ମମତାଞ୍ଜଳି
Read More...

ହରିରାଜପୁର ପଞ୍ଚୁଦୋଳ ମେଲଣ ମହୋତ୍ସବ ମଞ୍ଚରେ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ମେଲଣ ପଡିଆର ମହୋତ୍ସବ ମଂଚରେ ନିମାଇଁ ସାହିତ୍ୟ ସଂସଦ ତରଫରୁ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବ ସହ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ମେଳଣ ପରିଚାଳନା କମିଟିର ସଂଯୋଜକ ତଥା ସମାଜସେବୀ ପ୍ରସନ୍ନ କୁମାର ମହାରଥୀ ଆନୁଷ୍ଠାନିକ
Read More...

ଲେଡିଲାୟନର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଝିରପାଣିଠାରେ ମହିଳା ସଂଗଠନ ଲେଡି ଲାୟନ ତରଫରୁ ଅନୁଷ୍ଠାନର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ସଭାପତି ବନ୍ଦିତା ମାହତୋଙ୍କ ସଭାପତିତ୍ୱ ଓ ସଂପାଦିକା ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ମୁରଶୁଣ୍ଢି ସେବା ସମବାୟ ସମିତିରୁ ଚୋରି ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ମୁରଶୁଣ୍ଢି ପଂଚାୟତର ସେବା ସମବାୟ ସମିତିର ତାଲା ଭାଂଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ୧୩/୩/୨୦୨୩ ସୋମବାର ସକାଳୁ ସେବା ସମବାୟ ସମିତିର ଗେଟର ତାଲା ଭଂଗା ଯାଇଥିବା ଦେଖିବାକୁ ମିଳିବା
Read More...

ରାଉରକେଲା ଆଇନ ମହାବିଦ୍ୟାଳୟକୁ ବି ଗ୍ରେଡ୍ ମାନ୍ୟତା, ଛୁଟୁଛି ଶୁଭେଚ୍ଛାର ସୁଅ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ରାଉରକେଲା ଆଇନ ମହାବିଦ୍ୟାଳୟ ନାକ୍ ଟିମ୍ ଦ୍ବାରା ମୂଲ୍ୟାୟନ ହୋଇ 'ବି' ଗ୍ରେଡର ମାନ୍ୟତା ହାସଲ କରିଛି । ଏହା ଓଡିଶାର ଏକମାତ୍ର ଆଇନ ମହାବିଦ୍ୟାଳୟ ଯେ, ମଧୁସୂଦନ ଆଇନ ବିଶ୍ବ ବିଦ୍ୟାଳୟ ଅଧିନରେ ଥିବା ଏକ ମାତ୍ର ଆଇନ
Read More...

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ୧ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଥିବା ସୂଚନା ମିଳିଛି । ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ ମାମଲା ନମ୍ବର ୧୦୨୬/୨୨-୨୩ ରେ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବିହାର ପାଟଣାର ଧର୍ମେନ୍ଦ୍ର ପ୍ରଧାନ(୩୨)
Read More...

ଓଲଟିଲା ଯାତ୍ରୀବାହୀ ବସ୍ : ୩ ଗୁରୁତର, ଅଳ୍ପକେ ବର୍ତ୍ତିଲେ ଚାଳକ

ନାକଟିଦେଉଳ : ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗୋଧିଢିପ କିସିଣ୍ଡା ରାସ୍ତାର ବଳମ ଶିଶୁ ମନ୍ଦିର ନିକଟସ୍ଥ ବୁଲାଣିଠାରେ ସୋମବାର ସକାଳ ଭୋର ସାଢେ ୫ଟା ବେଳେ ଏକ ଯାତ୍ରୀବାହୀ ବସ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଓଲଟି ପଡିବାରୁ ବସରେ ଥିବା ୩ ଜଣ ଯାତ୍ରୀଙ୍କ ସମେତ
Read More...