Monthly Archives

March 2023

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଟାଙ୍ଗୀ : କଟକ ଟାଙ୍ଗୀ ସ୍ଥିତ ପୁରୁଣା ଟୋଲ ଗେଟ୍ ନିକଟରେ ବସ୍ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ଭାପୁର କପିଳପ୍ରସାଦର ଇନ୍ଦ୍ରମଣି ପ୍ରଧାନ(୪୫) ବୋଲି ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ଇନ୍ଦ୍ରମଣି ପ୍ରଧାନ କଟକରୁ ନିଜ
Read More...

ଭିଜିଲାନ୍ସ ଜାଲରେ କେବିକେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଆଜି ତାଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡିଛି । ଆଜି ଅତିରିକ୍ତ
Read More...

ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା ଆୟୋଜିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦପୁରୁଷ ବିଜୁବାବୁଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ମାର୍ଚ୍ଚ ୫ ତାରିଖଠାରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ପଡିଆ ଠାରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି
Read More...

ସୁସ୍ଥ ହୋଇ ଫେରିଲେ କଳାହାଣ୍ଡି ମାଟିର ସ୍ନିଗ୍ଧାରାଣୀ

ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାର ଏକ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକା ନିକ୍କି ସ୍ନିଗ୍ଧାରାଣୀ ସିଂ ଅସୁସ୍ଥ ହୋଇ ପ୍ରଥମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଗତ ତା୬/୨/୨୦୨୩ରେ ଓ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୈଣସି ସୁଧାର ନଆସିବାରୁ ତାଙ୍କୁ
Read More...

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ମୁଖ୍ୟ ରାସ୍ତା ବିଜାଖମନ ନିକଟରେ ଏକ ଆର୍ଟିକା କାର୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ କାର୍‌ରେ ଥିବା ଚାଳକ ଓ ଅନ୍ୟ ଜଣେ ଗୁରୁୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ପଟରୁ
Read More...

ହାତୀ ଆକ୍ରମଣରେ ଯୁବକ ମୃତ

ବସ୍ତା : ହାତୀ ଆକ୍ରମଣରେ ବାଲେଶ୍ୱର-ମୟୂରଭଞ୍ଜ ସୀମାନ୍ତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ପତ୍ରଝଡା ପଞ୍ଚାୟତ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝରିଆ ଗ୍ରାମରେ ଘଟିଛି । ମୃତ ଯୁବକଙ୍କ ନାମ ଭୋଳା ରାମ (୫୦) । ସୂଚନା ମୁତାବକ,
Read More...

କଂଟାବାଂଜି ଜିଲ୍ଲା ପ୍ରସଙ୍ଗ : ଜିଲ୍ଲା ସଂଘର୍ଷ ସମିତିର ଖବରଦାତା ସମ୍ମିଳନୀ

ପ୍ରତି ପଂଚାୟତରୁ ହେବ ଆନ୍ଦୋଳନ କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ କରି ବୁଧବାର ଦିନ ଜିଲ୍ଲା ସଂଘର୍ଷ ସମିତି ସ୍ଥାନୀୟ ହେମାଲ ଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲା । ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜି ଜିଲ୍ଲା ଦାବୀ ଉପରେ ଆଲୋଚନା
Read More...

ଆଜି ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସତ୍କାର

ଭୁବନେଶ୍ୱର : ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କର ଶୁକ୍ରବାର ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯିବ । ଗୁରୁବାର ରାତିରେ ପିଣ୍ଟୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ତାଙ୍କ ଶେଷ ଦର୍ଶନ କରିବା ପାଇଁ କଳାକାର, ପ୍ରଶଂସକ ଏବଂ ସମର୍ଥକମାନେ ବିମାନବନ୍ଦରରେ
Read More...

ବସ ଓ ବାଇକ ଧକ୍କା : ୧ ମୃତ, ଡ୍ରାଇଭର ଅଟକ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଥିବା ଗୌଡ଼ପାଲି ଜୁରିଆ ନିକଟରେ ଗତରାତ୍ରି ୯ ଘଣ୍ଟା ସମୟରେ ଶତାବ୍ଦୀ ନାମକ ଏକ ଘରୋଇ ବସ ଓ ବାଇକ ମଧ୍ୟରେ ଧକ୍କା ହୋଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଶତାବ୍ଦୀ ବସଟି ଦହିଗାଁରୁ
Read More...

ମାଲ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ଭବାନୀପାଟଣା, (ପି.କେ.ସାହୁ) : ଭବାନୀପାଟଣା ମାଣିକେଶ୍ୱରୀ ଛକ ନିକଟରେ ଛିଡା ହୋଇଥିବା ୧୪ ଚକିଆ ମାଲ ବୋଝେଇ ଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ଜଣାପଡିଛି । ଦେଖୁ ଦେଖୁ ହୁ ହୁ ହୋଇ ଜଳିବାକୁ ଲାଗିଥିଲା ଟ୍ରକ୍‌ । ଟ୍ରକ୍‌ ଠାରୁ ମାତ୍ର ୧୦୦ ମିଟର ଦୂରରେ ପେଟ୍ରୋଲ ପମ୍ପ ଓ ମଲ୍‌
Read More...