Monthly Archives

March 2023

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦୁର୍ଗାପାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅଧିନସ୍ଥ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦୁର୍ଗାପାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଜନନୀ ମହାଲିଙ୍ଗ, ମୁଖ୍ୟ ବକ୍ତା
Read More...

ମାର୍ଚ୍ଚ ୫ ତାରିଖରୁ ରଙ୍ଗେଇଲୁଣ୍ଡା ଏୟାର ଫିଲ୍ଡରୁ ଭୁବନେଶ୍ୱରକୁ ବିମାନ ସେବା ଉଡାଣ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ପ୍ରତୀକ୍ଷିତ ବ୍ରହ୍ମପୁର ବିମାନବନ୍ଦର କାର୍ଯ୍ୟକାରୀ ହେବା ଅବସରରେ ଜରୁରୀକାଳୀନ ଭିତ୍ତିରେ ରଙ୍ଗେଇଲୁଣ୍ଡା ଏୟାର ଫିଲ୍ଡରୁ ଭୁବନେଶ୍ୱରକୁ ବିମାନ ସେବା ଉଡାଣ ହେବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ବିଜୁବାବୁଙ୍କ ଜନ୍ମଦିନରେ ମାର୍ଚ୍ଚ ୫
Read More...

ଉଦେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ସିହିନି ଗ୍ରାମ ପଞ୍ଚାୟତର ଉଦେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିହିନି ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁ, ସମ୍ମାନିତ ଅତିଥି ଭାବେ
Read More...

କ୍ଲଷ୍ଟରସ୍ତରୀୟ ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ରାଧାରାଣୀପଡା ଆଂଚଳିକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଶରାମ ବେହେରାଙ୍କ ଆୟୋଜନରେ ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଡିଆଇଇଟି ଅଧ୍ୟକ୍ଷ ଜ୍ଞାନେନ୍ଦ୍ର
Read More...

ଦହିଗାଁଠାରେ ଅନୁଷ୍ଠିତ ହେବ ଲୋକକଳା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମ ପଂଚାୟତ ଦହିଗାଁଠାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ହେବ । ଆଜି ଓ ଆସନ୍ତା କାଲି ଦିନ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏହି ଲୋକକଳା ମହୋତ୍ସବରେ ରାଜବୋଡାସମ୍ବର ଜୋନ. ୩ର ସାତଟି ପଂଚାୟତର ସମସ୍ତ
Read More...

ସ୍ୱଳ୍ପ ସଞ୍ଚୟ ଲକ୍ଷ ଧାର୍ଯ୍ୟ ଦିଗରେ ଅଭିକର୍ତ୍ତାଙ୍କ ସଫଳ ପ୍ରୟାସ ଜରୁରୀ : ହରିଚରଣ ମିଶ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡାକଘର ସ୍ୱଳ୍ପ ସଞ୍ଚୟ ଲକ୍ଷ ଧାର୍ଯ୍ୟ ଦିଗରେ ଅଭିକର୍ତ୍ତାଙ୍କ ସଫଳ ପ୍ରୟାସ ଜରୁରୀ ବୋଲି ସହକାରୀ ନିର୍ଦ୍ଦେଶକ ତଥା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର ଆହ୍ୱାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସଂଘର
Read More...

ଅଡାପାଣିରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସହ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ମନ୍ଦିରର ରତ୍ନମୁଦ ଏବଂ ନାମ ସଂକିର୍ତ୍ତନ୍ୟର ରୀତି ପରଂପରା ଅନୁଯାୟୀ ଅଡାପାଣି ଗାଁରେ ରତ୍ନମୁଦ ସହ ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଗ୍ରାମର ସୁନୀଲ ସିଂ ବରିହା ଏବଂ ତାଙ୍କ ସହଧର୍ମିଣୀ ମାଧବୀ ସିଂ ବରିହା କର୍ତ୍ତା ଭାବେ ଦାୟିତ୍ବ
Read More...

ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିତାମାତା, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସନ ମଧ୍ୟରେ ପାରସ୍ପରିକ ସହଯୋଗ, ସୁସମନ୍ୱୟ ରଖି କାର୍ଯ୍ୟ କରାଯାଇ ପ୍ରାରମ୍ଭରୁ କୋମଳମତି ପିଲାମାନଙ୍କୁ ଠିକ୍ ମାର୍ଗରେ ଗଢି ତୋଳିବାକୁ ସମସ୍ତଙ୍କର ଆନ୍ତରିକତା ଅବ୍ୟାହତ ରହିଲେ
Read More...

ଉତ୍କଳ ଦିବସ ପାଳନ ପାଇଁ ଗରିମାର ପ୍ରଥମ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗରିମା ତରଫରୁ ଉତ୍କଳ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ
Read More...

ବସନ୍ତ ମଲ୍ଲିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବ ହଷ୍ଟେଲ ରାଉରକେଲାର ପ୍ରତିଷ୍ଠାତା ସମାଜସେବୀ ବସନ୍ତ ମଲ୍ଲିକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର ୩ ସ୍ଥିତ ମାନବ ସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ହଷ୍ଟେଲ ରାଉରକେଲାର ଉପସଭାପତି ତଥା ଷ୍ଟିଲ
Read More...