Daily Archives

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ବଙ୍ଗୋମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ପାଇଁ ବହୁ ବର୍ଷରୁ ଦାବୀ ହୋଇ ଆସୁଥିବା ବେଳେ ବିଭିନ୍ନ ସମୟରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଜିଲ୍ଲା ଦାବୀ ନେଇ ଆନ୍ଦୋଳନ କରାଯାଉଛି । ହେଲେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ । ଯାହା
Read More...

ବଲାଙ୍ଗିର ଜିଲ୍ଲା ଟେକ୍ସ ବାର ଏସୋସିଏସନ୍‌ ନିର୍ବାଚନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଟେକ୍ସ ବାର ଏସୋସିଏସନ୍‌, ବଲାଙ୍ଗିର ନିର୍ବାଚନ ସ୍ଥାନୀୟ ବାର ହଲରେ ହୋଇଯାଇଛି । ଏହି ନିର୍ବାଚନରେ ସଭାପତି ଭାବରେ ଚିତ୍ତରଞ୍ଜନ ଦାଶ, ଉପସଭାପତି ଭାବରେ ମହେନ୍ଦ୍ର କୁମାର ଅଗ୍ରୱାଲ, ସଂପାଦକ ଭାବରେ ନାରାୟଣ ଦାଶ, ସହ ସଂପାଦକ ଭାବରେ ଶଶାଙ୍କର
Read More...

ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବେଲଗାଁ ଦଳ ଚମ୍ପିୟାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ନିକଟସ୍ଥ ଏକ ପଡିଆରେ ନାରାୟଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ବାର୍ଷିକ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ରାତିରେ
Read More...

ଦକ୍ଷିଣା ଶୌଣ୍ଢିକ ସାଂସ୍କୃତିକ ମହାସଂଘର ରଥକୁ ଟିଟିଲାଗଡରେ ଭବ୍ୟ ସ୍ଵାଗତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦକ୍ଷିଣା ଶୌଣ୍ଢିକ ସାଂସ୍କୃତିକ ମହାସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୭ରୁ ୯ ତିନି ଦିବସୀୟ ପଞ୍ଚମ ମହାସଭା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମାଜର ସମସ୍ତଙ୍କୁ ଏକତାର ବାର୍ତ୍ତା ପାଇଁ
Read More...

ଟିଟିଲାଗଡ ଓକିଲ ସଂଘ ନିର୍ବାଚନରେ ଚଳିତ ବର୍ଷ ପାଇଁ ସଭାପତି ହେଲେ କୃଷ୍ଣଚନ୍ଦ୍ର ସାହୁ ଏବଂ ସମ୍ପାଦକ ହେଲେ ମହେଶ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ପଦବୀ ପାଇଁ କୃଷ୍ଣଚନ୍ଦ୍ର ସାହୁ ଏବଂ ସଞ୍ଜୟ ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ କୃଷ୍ଣଚନ୍ଦ୍ର ସାହୁ ୮୬ଟି ଭୋଟ ପାଇଥିବା ବେଳେ ସଞ୍ଜୟ ବେହେରା ୭୭ ଗୋଟି ଭୋଟ
Read More...

ମନରେଗାରେ ଅନିୟମିତତା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ସରକାର ଦାଦନ ସମସ୍ୟା ରୋକିବା ସହିତ ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଆକାରରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରି କାର୍ଯ୍ୟ କରୁଥିବା ବେଳେ ମନରେଗା ଯୋଜନାରେ ବ୍ୟାପକ
Read More...

ଜାଲ୍‌ ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ଏବେ ବଲାଙ୍ଗିର ପୁଲିସ ହାତରେ

ବଲାଙ୍ଗିର, (କେପିଏନଏସ୍‌) : ଜାଲ୍‌ ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ଏବେ ବଲାଙ୍ଗିର ପୁଲିସ ହାତରେ । ଇଂରାଜୀରେ ୧୦୦ରୁ ୯୯ ମାର୍କ ରଖିଥିବା ଆଶାୟୀଙ୍କ ସାର୍ଟିଫିକେଟ୍‌ ଭେରିଫିକେସନ୍‌ ବେଳେ ବଲାଙ୍ଗିର ଡାକ ମଣ୍ଡଳରୁ ଉପୁଜିଥିବା ସଂଦେହ ଆଜି ସଂପୂର୍ଣ୍ଣ ସତ୍ୟର ରୂପ ନେଇଛି ଓ
Read More...

ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲାତୁରପେଟ ସ୍ଥିତ ରୁଦ୍ର ମହାକୁଡଙ୍କ ବାସଭବନରେ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ରୁଦ୍ର ନିଜ ବାସଭବନରେ ବେଆଇନ ଭାବରେ ବିପୁଳ ପରିମାଣର ଗ୍ୟାସ ସିଲିଣ୍ଡର ମହଜୁଦ
Read More...

୧୦ କ୍ଵିଣ୍ଟାଲ ୨କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବାଉଁଶୁଣୀ : ଶୁକ୍ରବାର ବୌଦ୍ଧ ଏସ୍‌ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବାଉଁଶୁଣୀ ଥାନା ଓ ବୌଦ୍ଧ ସ୍ପେସାଲ ସ୍କୁଆଡ ମିଳିତରେ ଗୋଛାପଡା ପଞ୍ଚାୟତ ଉଡବିଲକା ରାସ୍ତା ପାର୍ଶ୍ୱ ଅନ୍ୟ ରାଜ୍ୟକୁ ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ଖବର ପାଇଥିଲେ । ଖବର ପାଇ ସେହି ସ୍ଥାନରେ ଚଢାଉ କରିଥିଲେ
Read More...

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନିଶମ ବିଭାଗର ମକଡ୍ରିଲ୍

ଭୁବନେଶ୍ୱର : ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲରେ ପ୍ରବେଶ କଲା ଅଗ୍ନିଶମ ବିଭାଗ । ଦମକଳ ପ୍ରବେଶ କରିବା ଦେଖି ହସ୍ପିଟାଲରେ ନିଆଁ ଲାଗିଛି ବୋଲି ବ୍ୟାପିଗଲା ଖବର । ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଛାନିଆ ହୋଇ ପଡ଼ିଥିଲେ । ହସ୍ପିଟାଲର କେଉଁଠି ଲାଗିଛି ନିଆଁ ? ଏହାକୁ ନେଇ ଚର୍ଚ୍ଚା ଜୋର
Read More...