Daily Archives

ବଲାଙ୍ଗିର ସହରର କଳାମଣ୍ଡପଠାରେ ବାଇକ୍‌କୁ ଧକ୍କା ଦେଲା ସ୍କୁଟି : ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଳାମଣ୍ଡପଠାରେ ବାଇକ୍‌କୁ ଧକ୍କା ଦେଇଛି ସ୍କୁଟି । ଫଳରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ
Read More...

ସାଗର ସ୍ନାନ ଉପଲକ୍ଷେ ରାମ ନାଟକ ପରିବେଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତର ଜଗଦଳପୁର ଗ୍ରାମର ଆରାଧ୍ୟ ଠାକୁରାଣୀ ମା' ପାଦୁକାଇଙ୍କ ପୀଠରେ ସାଗର ସ୍ନାନ ଉପଲକ୍ଷେ ଜଗଦଳପୁର ଗ୍ରାମର ମା' ପାଦୁକାଇ ରାମନାଟ୍ୟ କଳାପରିଷଦ ତରଫରୁ ରାମ ନାଟକ ଲଙ୍କାପୋଡି ଉତ୍ସବ ଅନୁଷ୍ଠିତ
Read More...