Monthly Archives

February 2023

ଚୀନ୍‌ରେ ସିରିଜ ଦୁର୍ଘଟଣା : ୧୬ ମୃତ, ୬୬ ଆହତ

ବେଜିଂ : ଚୀନ୍‌ର ହ୍ୟୁନାନ ପ୍ରଦେଶ ରାଜଧାନୀ ଚାଙ୍ଗସା ସିଟିର ଏକ ଏକ୍ସପ୍ରେସୱେ'ରେ ୫୦ରୁ ଅଧିକ ଗାଡି ପରସ୍ପର ସହ ଧକ୍କା ଲାଗିଛି । ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ସନ୍ଧ୍ୟାରେ
Read More...

ଗ୍ରାମୀ ଆୱାର୍ଡ୍ସରେ ତୃତୀୟ ଥର ପୁରସ୍କାର ହାତେଇଲେ ରିକି କେଜ୍

ନୂଆଦିଲ୍ଲୀ : ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର କାର୍ୟ୍ୟକ୍ରମ ଗ୍ରାମୀ ଆୱାର୍ଡ୍ସରେ ପୁଣି ଥରେ ଭାରତ ସ୍ଥାନ ପାଇଛି । ବେଙ୍ଗାଲୁରୁର ସଂଗୀତକାର ରିକି କେଜ୍ ତୃତୀୟ ଥର ଗ୍ରାମୀ ପୁରସ୍କାର ଜିତିଛନ୍ତି । ରିକିଙ୍କୁ ତାଙ୍କ ଆଲବମ୍ 'ଡିଭାଇନ୍ ଟାଇଡ୍‌ସ' ପାଇଁ ଏହି ପୁରସ୍କାରରେ
Read More...

ବିଲୁପ୍ତପ୍ରାଣୀ ସାଳିଆପତନୀ ଉଦ୍ଧାର

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ପକ୍ଷରୁ ଆଜି ଏକ ସାଳିଆପତନୀ ଉଦ୍ଧାର କରାଯାଇଛି । ସାଳିଆପତନୀଟିକୁ ନୂଆଭୁବନ ରାସ୍ତା ପାର୍ଶ୍ଵରେ ବୁଲା କୁକୁର ଧରି ପକାଇଥିଲେ । ସ୍ଥାନୀୟ ଲୋକମାନେ ଏହି ବିଲୁପ୍ତ ପ୍ରାଣୀକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ବନବିଭାଗ ପକ୍ଷରୁ
Read More...

ହିନ୍ଦୁ ରୀତିନୀତି ଅନୁଯାୟୀ କରାଯିବ ନବ ଦାସ ଅସ୍ଥି ବିସର୍ଜନ

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଅସ୍ଥି ବିସର୍ଜନ ଲାଗି ରବିବାର ପୁଅ ବିଶାଳ ଦାସ ପ୍ରୟାଗରାଜ ଯାତ୍ରା କରିଥିଲେ । ଝାରସୁଗୁଡ଼ା ବିମାନବନ୍ଦର ଦେଇ ରବିବାର ଚାଟାର୍ଡ ଫ୍ଲାଇଟ୍‌ ଯୋଗେ ବିଶାଳ ପ୍ରୟାଗରାଜ ଯାଇଥିବା ସହ ସୋମବାର ପ୍ରତ୍ୟାବର୍ତ୍ତନ କରିବେ
Read More...

ରାଣୀସର୍ଡା ସ୍ଥିତ ପ୍ରସିଦ୍ଧ ମା’ ମାହେଶ୍ୱରୀଙ୍କର ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମ ସ୍ଥିତ ପ୍ରସିଦ୍ଧ ମା' ମାହେଶ୍ୱରୀଙ୍କର ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ତା ୨୯/୦୧/୨୦୨୩ ଦିନ କଳସ ଶୋଭାଯାତ୍ରା ସହ ମହାସମାରୋହରେ ଆରମ୍ଭ ହୋଇଥିବା
Read More...

ତୁର୍କିରେ ଭୂମିକମ୍ପ ଝଟ୍‌କା

ନୂଆଦିଲ୍ଲୀ : ତୁର୍କିରେ ଭୂମିକମ୍ପର ଝଟ୍‌କା । ନୁର୍ଦଗୀ ଠାରୁ ୨୩ କିଲୋମିଟର ପୂର୍ବରେ ଏହି ଭୂମିକମ୍ପ ଅନୁଭବ କରାଯାଇଥିବା ବେଳେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୫ ମପାଯାଇଛି । ତେବେ ଏଥିରେ କିଛି କୋଠା ଭାଙ୍ଗିଥିବା ସୂଚନା ମିଳୁଛି । ନ୍ୟାସନାଲ୍‌ ସେଣ୍ଟର ଫର୍ ସିସ୍ମୋଲୋଜି
Read More...

ସରିଲା ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର : ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆବାହନରେ ଆୟୋଜିତ ଖଣ୍ଡଗିରି କୁମ୍ଭମେଳା ଶେଷ ହୋଇଛି । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା' ବାରଭୁଜାଙ୍କ ନିକଟରେ ଲାଗିଥିବା ଅଖଣ୍ଡ ଦୀପ ଏଠାରେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଛି । ଗୁମ୍ଫା ସଲଗ୍ନ ଶ୍ରୀ ଶ୍ରୀ
Read More...

ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମା ସ୍ମୃତି ସମ୍ମାନ ସାମାରୋହ

ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମାଙ୍କ ଶ୍ରେଷ୍ଠ ସାରସ୍ୱତ କୃତୀ ଶ୍ରୀମଦ୍‌ଭ ଗବଦ୍ ଗୀତା ସର୍ବବୃହତ୍ ତଥ୍ୟପୂର୍ଣ୍ଣ ଏକ ଅଭ୍ରାନ୍ତ ପ୍ରାମାଣିକ ଟୀକାଗ୍ରନ୍ଥ : ଡ଼ଃ.କୁଳମଣି ଓଝା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୱାନ ପୁରୁଷ ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମାଙ୍କ ଦୀର୍ଘ
Read More...

ଛତ୍ରପୁର ମହିଳା ମହାବିଦ୍ୟାଳୟର ୩୦ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ବାର୍ଷିକ ଉତ୍ସବ ରବିବାର ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମୁଖ୍ୟ
Read More...

ଜମି ବିବାଦକୁ ନେଇ ଠେଙ୍ଗା ମାଡ଼ରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜମି ବିବାଦକୁ ନେଇ ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗାଁରେ । ମୃତକ ଜଣକ ହେଲେ ଯୁଧିଷ୍ଠିର ପ୍ରଧାନ(୬୦) । ସୂଚନା ଅନୁସାରେ, ଘରକୁ ଲାଗିଥିବା
Read More...