Monthly Archives

February 2023

ଟ୍ରାକ୍ଟର ପଛପଟ ଡାଲାରୁ ପଡ଼ି ଶ୍ରମିକ ମୃତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚିତାମୁଣ୍ଡା ସ୍କୁଲ ବୁଲାଣି ନିକଟରେ ଶନିବାର ରାତିରେ ଟ୍ରାକ୍ଟର ପଛପଟ ଡାଲାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ ଚିତାମୁଣ୍ଡା ସ୍କୁଲ ବୁଲାଣି ନିକଟରେ ଶନିବାର ରାତିରେ
Read More...

କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝର । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶୁଭାରମ୍ଭ, ବୋଦାପଳସାସ୍ଥିତ
Read More...

ସାଲେପାଲିରେ ମାଗଣା ସ୍ଵାସ୍ଥ୍ୟ ଶିବିର

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ବିଶିଷ୍ଟ ଧର୍ମ ପରାୟଣା ମହିଳା ସ୍ୱର୍ଗତ ନୁରା ରାଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାଟଣାଗଡ଼ର ମୁମୁର୍ଷ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ
Read More...

ଇସ୍ରୋରୁ ଆସିଥିବା ବୈଜ୍ଞାନିକମାନଙ୍କ ଦ୍ୱାରା ଭୁବନେଶ୍ଵର ଅନ୍ଧାରୁଆ ସ୍ଥିତ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇସ୍ରୋରୁ ଆସିଥିବା ବୈଜ୍ଞାନିକମାନେ ଗତକାଲି ଭୁବନେଶ୍ଵର ଅନ୍ଧାରୁଆ ସ୍ଥିତ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକମାନେ ଛାତ୍ରଛାତ୍ରୀମାନଙ୍କ ସହ ମହାକାଶ ବିଜ୍ଞାନ ସଂପର୍କିକ ଜ୍ଞାନ ଆହରଣ ସଂପର୍କରେ
Read More...

ଦୁଇ ଛାତ୍ରାବାସ ଅନ୍ତେବାସୀଙ୍କୁ ଭେଟିଲେ ରାଜେନ୍ଦ୍ର ଆଲୁମିନି କମିଟି

ଛାତ୍ରଙ୍କ ସହିତ ରହିଛନ୍ତି ବଲାଙ୍ଗିରବାସୀ, ସମସ୍ୟାର ମୁକାବିଲା ପାଇଁ ମିଳିତ ପ୍ରୟାସ ହେବ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଋଷ୍ୟଶୃଙ୍ଗ ଓ ଗନ୍ଧମାର୍ଦ୍ଦନ ଛାତ୍ରାବାସର ଦୁଇଜଣ ଛାତ୍ରଙ୍କୁ ଜଣେ ନିଶାଖୋର ଯୁବକ ବ୍ଲେଡରେ ଆକ୍ରମଣ କରିଥିଲା । ସେହି
Read More...

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦୁଇଦିନିଆ ବାଲେଶ୍ୱର ଜିଲ୍ଲା ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇଦିନିଆ ବାଲେଶ୍ୱର ଜିଲ୍ଲା ଗସ୍ତ ଅବସରରେ ଗତକାଲି ସିମୁଳିଆ ବ୍ଲକ ମଇତାପୁର ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ମା' ମାନଙ୍କ ଦ୍ୱାରା ପରିଚାଳିତ ସୋରିଷ ଚାଷ ବୁଲି ଦେଖିଛନ୍ତି । ପ୍ରାୟ ୩ଶହ ଏକରରୁ ଅଧିକ ଚାଷ
Read More...

ତୁର୍କୀ ଓ ସିରିୟା ଭୂମିକମ୍ପରେ ନିହତ ଓ ପ୍ରପୀଡ଼ିତଙ୍କ ନିମନ୍ତେ ବ୍ରହ୍ମପୁରରେ ଦୀପ ଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତୁର୍କୀ ଓ ସିରିୟାରେ ବିଶ୍ଵର ବଡଧରଣର ଭୂମିକମ୍ପ ହୋଇ ହଜାର ହଜାର ଲୋକ ନିହତ ହୋଇଥିଲେ ଏବଂ ଲକ୍ଷ ଲକ୍ଷ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ଏବଂ ଆହତଙ୍କ ଉଦ୍ଦେଶ୍ୟରେ ଶନିବାର ବ୍ରହ୍ମପୁର ମହାନଗର ସ୍ଥ ଗାନ୍ଧିଜୀଙ୍କ
Read More...

ଦେଓଗାଁ ଯୁକ୍ତଦୁଇ କଲେଜରେ ଜିଲ୍ଲାସ୍ତରୀୟ ହାକାଥନ୍ ଏବଂ ଏନ୍‌ସିଲାରୀ ପ୍ରତିଯୋଗିତା ୨୦୨୨-୨୩ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେଓଗାଁରେ ଶନିବାର ଦିନ ଜିଲ୍ଲାସ୍ତରୀୟ ହାକାଥନ୍ ଏବଂ ଏନ୍‌ସିଲାରୀ ପ୍ରତିଯୋଗିତା ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ ବାଗ ସଭାପତିତ୍ୱ
Read More...

ଠକେଇ ମାମଲାରେ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରରେ ଫ୍ଲାଟ୍ ଦେବାକୁ କହି ୨ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ଡାକ୍‌କ୍ତର ଜଣକ ଡି. ଉତ୍ତମ କୁମାର(୪୫) ବୋଲି ଜଣାପଡିଛି । ସେ ଜଣେ
Read More...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଶନିବାର ରାତ୍ରିକାଳରେ ମନ୍ଦିରର ଦଧିନଉତିରେ ତ୍ରୀଶୁଳ ଓ ଧ୍ଵଜା ସ୍ଥାପନରବିବାର ପୂର୍ବାହ୍ନରେ ଯୋଗମାୟା ରାମଚଣ୍ଡୀଙ୍କ ସିଂହାସନ ଆରୋହଣ ହୋଇଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତ-ମହାଯଜ୍ଞ ଅବସରରେ ରାମଚଣ୍ଡୀମନ୍ଦିର ଦଧିନଉତିରେ ବସିଲା ତ୍ରୀଶୁଳ ଓ ଧ୍ଵଜାବତରଣ ଲାଗି ହୋଇଛି
Read More...