Monthly Archives

February 2023

‘ବିଗ୍ ବସ୍ ୧୬’ର ବିଜେତା ହେଲେ ଏମ୍‌ସି ଷ୍ଟାନ୍

ମୁମ୍ବାଇ : ଏମସି ଷ୍ଟାନ୍ 'ବିଗ୍ ବସ୍ ୧୬' ବିଜେତା ହୋଇଛନ୍ତି । ସେ ଶିବ ଠାକରେଙ୍କୁ ପଛରେ ପକାଇ ଏହି ସୋ'ର ଟ୍ରଫି ନିଜ ନାଁରେ କରିଛନ୍ତି । ପୂର୍ବରୁ ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଶିବଙ୍କ ମଧ୍ୟରେ ମୁକାବିଲା ଜଣାପଡୁଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ବାଜି ପଲଟିଗଲା । ପ୍ରିୟଙ୍କା ତିନି
Read More...

ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ରାହ୍ମଣ ସମାଜ, ପଦ୍ମପୁର ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ ସମାଜର ନିଜସ୍ୱ କଲ୍ୟାଣ ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପୂଜା ପରେ ବିଭିନ୍ନ ସ୍ଥାନରୁ ଆସିଥିବା ୯ ଜଣ ବଟୁଙ୍କୁ ଉପବୀତ ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ୍ଣ ବୈଦିକ
Read More...

ରେଙ୍ଗାଲିରେ ଗୋଣ୍ଡ ସାଂସ୍କୃତିକ ସମାଜର ବନ୍ଧୁମିଳନ ସହ ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପନ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ସାପ୍ତାହିକ ହାଟ ପଡିଆଠାରେ ଗୋଣ୍ଡ ସାଂସ୍କୃତିକ ସମାଜ ତରଫରୁ ବନ୍ଧୁମିଳନ ସହ ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଣ୍ଡ ସମାଜର ବ୍ଲକ ସଭାପତି ଚୌବନ ମାଝୀଙ୍କ ନେତୃତ୍ୱରେ ପ୍ରଥମେ
Read More...

ଝାକ୍ରିପାଲିରେ ନବଜ୍ୟୋତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଝାକ୍ରିପାଲି ଗାଁରେ ନବଜ୍ୟୋତି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଉଦ୍‌ଯାପନୀ ମ୍ୟାଚ୍ ବେନକେରା ଓ ଦର୍ଲିପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବେନକେରା ଦଳ ପ୍ରଥମେ ବ୍ୟାଟିଙ୍ଗ କରି
Read More...

ରାଜ୍ୟସ୍ତରୀୟ ଦଶମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ଫାଇନାଲ୍‌ରେ ଫ୍ରେଣ୍ଡସ ପାରାଡ଼ାଇଜ ଫୁଟବଲ କ୍ଲବ ଚାମ୍ପିୟନ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ଖେଳ ପଡିଆରେ ବୁଦ୍ଧ ନାରାୟଣ ସ୍ପୋର୍ଟ୍ସ ଆଣ୍ଡ କଲ୍‌ଚରାଲ୍‌ ଆସୋସିଏସନ ଆନୁକୂଲ୍ୟରେ ଦଶମ ବାର୍ଷିକ
Read More...

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟନ କଲେ ବିଧାୟକ ନରସିଂହ

ସ୍ୱାସ୍ଥ୍ୟ ସବୁଠୁ ମୂଲ୍ୟବାନ - ବିଧାୟକ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ହଲ୍‌ ଠାରେ କଳିଙ୍ଗ ବଡି ବିଲ୍ଡିଂ ଏସୋସିଏସନ ପକ୍ଷରୁ ମହିଳା ଓ ପୁରୁଷ ବିଭାଗରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଇମ୍ପେରିଆଲ କ୍ଲାସିକ ୨୦୨୩ କାର୍ଯ୍ୟକ୍ରମ
Read More...

କବିଚନ୍ଦ୍ରପୁରଠାରେ ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧୂମଭଟା ଦଳ ବିଜୟୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ, କବିଚନ୍ଦ୍ରପୁରଠାରେ ୮ ତାରିଖ ଆରମ୍ଭ ହୋଇଥିବା ସୁଦାମ ମୋମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ତିନି ଗୋଟି ମେଚ ହୋଇଥିବା ବେଳେ ଫାଇନାଲ ମେଚ
Read More...

୧୯୮୯ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ସୋମନାଥ ଦେବ ବିଦ୍ୟାପୀଠର ୧୯୮୯ ମାଟ୍ରିକ୍ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ ହରିରାଜପୁର ମେଳନ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ତରଫରୁ ସେମାନଙ୍କୁ ଶିକ୍ଷାଦାନ ଦେଉଥିବା ଗୁରୁଜୀମାନଙ୍କୁ ଆମନ୍ତ୍ରଣ କରାଯାଇ
Read More...

‘ରଙ୍ଗମଂଚ ଓ ଦର୍ଶକୀୟ ଆଦୃତି’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ଅନ୍ୱେଷଣ, ବଲାଙ୍ଗିର ପକ୍ଷରୁ ତଥା ଓଡିଶା ନାଟ୍ୟସଂଘ, ଓଡିଶା ଆନୁକୂଲ୍ୟରେ 'ରଙ୍ଗମଂଚ ଓ ଦର୍ଶକୀୟ ଆଦୃତି' ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷଣର ସଂପାଦକ ତଥା ଓଡିଶା ନାଟ୍ୟ ସଂଘ, ବଲାଙ୍ଗିର ଜିଲ୍ଲା
Read More...

ବନ ବିଭାଗ ଦ୍ୱାରା ହରିଣ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟରେ ରହିଥିବା ମୁଖ୍ୟ (ମାଇ) ଡ୍ରେନ୍‌ରେ ଫସି ରହିଥିବା ଏକ ହରିଣକୁ ବନ ବିଭାଗ ଉଦ୍ଧାର କରିଛି । ପ୍ରାପ୍ତ ସୂଚନାନୁଯାୟୀ, ଏକ ତୁଷାର୍ଥ ହରିଣ ସହର ସ୍ଥିତ ଦୁର୍ଗାଦେବୀ ସାହି ନିକଟସ୍ଥ ଶସ୍ୟକ୍ଷେତ୍ରକୁ ଖାଦ୍ୟ ଅନ୍ୱେଷଣରେ ଆସି ନିକଟସ୍ଥ
Read More...