ବଲାଙ୍ଗିରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଶାନ୍ତି ଶୋଭାଯାତ୍ରା ଓ ଶାନ୍ତି ଯଜ୍ଞ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାରର ଅପରାଧ ଦେଖିବାକୁ ମିଳୁଛି । କେତେବେଳେ ଖୋଲମ୍ ଖୋଲା ବିଜ୍ ବଜାର୍ରେ ଖଣ୍ଡା ବୁଳୁଛି ତ ଆଉ କେତେବେଳେ ଫୁଟୁଛି ଗୁଳି । ପୁଣି କେତେବେଳେ ଘର ଭିତରକୁ ପଶି ଦୁର୍ବୃତ୍ତତ୍ତ ଭିଆଉଛି ବିଭତ୍ସ ଆକ୍ରମଣ ।!-->…
Read More...
Read More...