Monthly Archives

February 2023

ବାଇକ୍‌ ଧକ୍କାରେ ବାଟୋଇ ମୃତ

କେନ୍ଦୁଝର : ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନଳପଙ୍ଗା ନିକଟରେ ଏକ ବାଇକ୍‌ ଧକ୍କାରେ ଜଣେ ବାଟୋଇଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
Read More...

ମନ୍ଦାରୀ କ୍ରିକେଟ ଗ୍ରାଉଣ୍ଡ ଚାମ୍ପିୟନ ଟ୍ରଫି ଉଦ୍‌ଯାପିତ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଜଳସୋହରିଆ ପଞ୍ଚାୟତ ଅନ୍ତର୍ଗତ ମନ୍ଦାରୀ ପଡ଼ିଆରେ ଆୟୋଜିତ ମନ୍ଦାରୀ କ୍ରିକେଟ ଗ୍ରାଉଣ୍ଡ ଚାମ୍ପିୟନ ଟ୍ରଫି ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ମନ୍ଦାରୀ 'ହଠାତ ବାବା କ୍ରିକେଟ କ୍ଲବ' ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଓ
Read More...

ବାଇକ୍‌ ଓ ଟ୍ରକ୍‌ ମୁହାଁ ମୁହିଁ ଧକ୍କା : ବାଇକ ଆରୋହୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଧୃପଦା ନିକଟ ଏନ୍‌ଏଚ ୪୯ରେ ସୋମବାର ସନ୍ଧ୍ୟାରେ ଏକ ବାଇକ୍‌ ଓ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ନାମ ରାଜ କୁମାର ମହାନ୍ତ ଏବଂ ଘର ପଣ୍ଡାପଡ଼ା ଥାନା ଅନ୍ତର୍ଗତ
Read More...

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅ’ ପତ୍ରିକାକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରୁ ପ୍ରକାଶିତ ସାହିତ୍ୟ ଇ-ପତ୍ରିକା ଅ' ପତ୍ରିକା ବେଶ ଲୋକପ୍ରିୟ ପତ୍ରିକା ଅଟେ । ଯାହା ୨୦୧୯ ଠାରୁ ପ୍ରତି ମାସରେ ଡିଜିଟାଲ ପତ୍ରିକା ଭାବରେ ପ୍ରକାଶିତ ହୋଇ ଆସୁଛି । ଓଡିଶା ସମେତ ଓଡିଶା ବାହାରେ ରହୁଥିବା ଅଗଣିତ ଓଡ଼ିଆ ପ୍ରେମୀଙ୍କ
Read More...

ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିରେ ଓଡ଼ିଆ ପ୍ରତିନିଧି ମଣ୍ଡଳ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିରେ ଗତକାଲି ଚକ୍ରଧରପୁରରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ସରକାରଙ୍କ ମୁଖ୍ୟ ସଚେତକ ମଥୁରା ପ୍ରସାଦ ମାହାନ୍ତ ସହିତ ସାକ୍ଷାତ କରି ଏକ ଦାବୀପତ୍ର ଉପସ୍ଥାପନ କରିଛନ୍ତି । ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଉକ୍ତ
Read More...

ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସ୍ଥିତ ଆମ୍ବାଗୁଡା ପଞ୍ଚାୟତର ଚାଷୀଙ୍କ ଜମିରେ ଜଳସେଚନର ସୁବିଧା ପାଇଁ ସାଂସଦଙ୍କ ଦ୍ଵାରା ଉଠାଜଳସେଚନ ପ୍ରକଳ୍ପ ଲୋକର୍ପିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ପଞ୍ଚାୟତ ସଦର ଗ୍ରାମରେ ରାଜ୍ୟ ସରକାରଙ୍କ
Read More...

ସଟପିଟ ଟାଙ୍କିରେ ପଡି ଚାଲିଗଲା ୩ ବର୍ଷର ନାବାଳକର ଜୀବନ

ଚମ୍ପୁଆ : ସଟପିଟ ଟାଙ୍କିରେ ପଡି ପ୍ରାଣ ହରାଇଲେ ୩ ବର୍ଷର ନାବାଳକ । ଏପରି ଅଭାବନୀୟ ଘଟଣା ଘଟିଛି ନାରଦପୁର ମୁଣ୍ଡା ସାହିରେ । ସୂଚନା ଅନୁସାରେ, ନାରଦପୁର ମୁଣ୍ଡା ସାହିର ବିଶୁ ମୁଣ୍ଡା ତାଙ୍କ ପତ୍ନୀଙ୍କ ସହ କାମ କରିବାକୁ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ଥିବା ୩ ବର୍ଷର ପୁଅ
Read More...

ଅପରାଧୀ ହୁସିଆର୍‌, ତେଜିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଅବାଧ ଭାବରେ ବଢୁଥିବା କ୍ରାଇମ ଉପରେ ରୋକ ଲଗାଇବାକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ । ଏନେଇ ସରକାରୀ ସ୍ଥାନରେ ଗଢି ଉଠିଥିବା ବିଭିନ୍ନ ଦୋକାନ ଯେଉଁଠି ଅପରାଧୀମାନେ ବସି ବିଭିନ୍ନ ଘଟଣା
Read More...

ଚକ୍‌ଖଡ଼ିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୂର୍ଯ୍ୟ

କଟକ : ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ତେଣୁ ଏହି ଦିନକୁ ବ୍ଲାକ୍‌ ଡେ' ଭାବେ ପାଳନ କରାଯାଉଛି । ସେଥିରେ ଯେଉଁ ଭାରତୀୟ ଯବାନ ସହିଦ ହୋଇଥିଲେ ସେହି ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୫୫ ନଂ. ୱାର୍ଡ ବିଦ୍ୟାଧରପୁର ଅନ୍ତର୍ଗତ ଗୌତମନଗରର ସୂର୍ଯ୍ୟ ନାରାୟଣ
Read More...

ରାମଚଣ୍ଡୀଙ୍କ ସପ୍ତମହାଯଜ୍ଞ ଉଦ୍‌ଯାପିତ ଓ ଯମୁନା ସ୍ନାନ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ସପ୍ତମହାଯଜ୍ଞ ଉଦ୍‌ଯାପିତ ହୋଇ ସୋମବାର ସକାଳେ ଯମୁନା ସ୍ନାନ ସମାହିତ ହୋଇଯାଇଛି । ସୋମବାର ସକାଳେ ଦଧିହାଣ୍ଡି ଭଗ୍ନ, ସମସ୍ତ ଯଜ୍ଞ କୁଣ୍ଡରେ ଚାରମାଳ ଫିଟା, ବର୍ଣ୍ଣାଢ଼୍ୟ ପଟୁଆରରେ ଯମୁନା ସ୍ନାନ ସମ୍ପନ୍ନ ହୋଇଯାଇଛି
Read More...