Monthly Archives

February 2023

ଜାତୀୟ ଖେଳରେ ରାଉରକେଲାର ଅଶୋକ ବିଶ୍ୱାଳଙ୍କ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତରପ୍ରଦେଶ ବାରଣାସୀର ବିଏଚୟୁଆଇଆଇ ଷ୍ଟାଡିୟମ ଠାରେ ଗତ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଖେଳ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୭୦ବର୍ଷ ବୟସ ବର୍ଗରେ ଓଡିଶା ରାଉରକେଲା ଏନଆଇଟିର ପ୍ରାକ୍ତନ ଛାତ୍ର ଅଶୋକ କୁମାର ବିଶ୍ୱାଳ ଅଂଶଗ୍ରହଣ
Read More...

ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୁଆପଡା ଗାଁର ଦୁଇ ବନ୍ଧୁ ଏକ ବାହାଘରରେ ଯୋଗ ଦେବାକୁ ଆସୁଥିବା ବେଳେ ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏକ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ଅଗ୍ନିକାଣ୍ଡରେ ଦୁଇବଖରା ପୋଡ଼ି ପାଉଁଶ

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ବନ୍ଦାମୁହି ହରିଜନ ସାହିରେ ରାତି ୨ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ସୂଚନା ମୁତାବକ, ବେରୁଆବାରୀ ପଞ୍ଚାୟତର ବନ୍ଦାମୁହି ହରିଜନ ସାହିର ପ୍ରଭାତ ନାଏକ, ଜଗନ୍ନାଥ ନାଏକ ରାତ୍ରି
Read More...

ଜଳୁଛି ଶିମିଳିପାଳ : ସଙ୍କଟରେ ବନ୍ୟଜନ୍ତୁ

ଉଦଳା : ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ । ସଙ୍କଟରେ ବନ୍ୟଜନ୍ତୁ । ଦୀର୍ଘ ସମୟ ଧରି ଶିମିଳିପାଳ ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଜଙ୍ଗଲ ବିଭାଗ କର୍ମଚାରୀଙ୍କ କହିବାନୁସାରେ ନିଆଁ ଶିମିଳିପାଳର ଉପରମୁଣ୍ଡରେ ଲାଗିଛି
Read More...

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ କିରାଲଗା ଗ୍ରାମ ମାଟିର ପୁଅ ତଥା ଓଡିଶାର ଗର୍ବ ଗୌରବ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ଅବସର ପରେ ନିଜ ଗ୍ରାମ କିରାଲଗାରେ ସସ୍ତ୍ରୀକ ପହଞ୍ଚିଥିଲେ । ଏହି ଅବସରରେ ଗ୍ରାମବାସୀଙ୍କ ତରଫରୁ ଏକ ବର୍ଣ୍ଣାଢ୍ୟ ଉତ୍ସବ ଆୟୋଜନ କରାଯାଇ
Read More...

ମନମୁଣ୍ଡାରେ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ତାଲିମ

ମନମୁଣ୍ଡା : ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅନ୍ତର୍ଗତ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ତାଲିମ ଉଦ୍‌ଘାଟିତ ହୋଇଛି । ସିଏଚ୍‌ସିର ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସଏ ଏହାକୁ ଉଦ୍‌ଘାଟନ କରିଛନ୍ତି । ବିପିଏମ୍‌ ରାକେଶ କୁମାର ମହାପାତ୍ର ଏବଂ
Read More...

ସୋଆରେ କେନ୍ଦ୍ର ବଜେଟକୁ ନେଇ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ କେନ୍ଦ୍ର ବଜେଟକୁ ନେଇ ସୋମବାର ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଦୈନିକ ଇଂରାଜୀ ସମ୍ବାଦପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡ ଓ ଆଇବିସିଏସ୍‌ର ମିଳିତ
Read More...

ସମସ୍ତ ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତ ବସ୍ତି ବାସିନ୍ଦାଙ୍କୁ ଆଇନ ଅନୁଯାୟୀ ଜମିପଟ୍ଟା ପ୍ରଦାନ ଦାବୀରେ ଆମ୍ ଆଦମୀ ପାର୍ଟି ତରଫରୁ ଗତକାଲି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ରାଉରକେଲା ବନ୍ଧମୁଣ୍ଡା ସ୍ଥିତ
Read More...

ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଯୁବ ହଷ୍ଟେଲ ଆସୋସିଏସନ୍ ତରଫରୁ ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ କୋଏଲ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ହଷ୍ଟେଲ, ଏନ୍‌ଆଇଟି, ସିଆଇଏସ୍‌ଏଫ୍‌ ତଥା
Read More...

‘ସମ୍ବାଦ ଆମ ଓଡିଶା’ ଓ ହମାରେ ପଡୋଶୀ ପକ୍ଷରୁ ରକ୍ତଦାନ ଶିବିର

କଂଟାବାଞ୍ଜିରେ ୨୫ ଦମ୍ପତି କଲେ ରକ୍ତଦାନ ତୁରେକେଲା, (କୈଳାସ ସଗ୍ରିଆ) : କଂଟାବାଞ୍ଜି ସହରେ ନିଆରା ଢଙ୍ଗରେ ପାଳନ କରାଯାଇଛି ପ୍ରେମ ଦିବସ । କଂଟାବାଞ୍ଜି ସହରସ୍ଥିତ ହରିଭବନ ଠାରେ ‘ସମ୍ବାଦ ଆମ ଓଡିଶା’ ଓ ହମାରେ ପଡୋଶୀ ରୋଡ ନମ୍ବର ୩ ପକ୍ଷରୁ ରୋଡ ଏହି ଦିନକୁ ନିଆରା ଢଙ୍ଗରେ ପାଳନ
Read More...