Monthly Archives

February 2023

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଘୋଟସର ନର୍ସରୀ ନିକଟରେ ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଯୁବକ ଜଣକ ହେଲେ ବୋଡ଼େନ ଥାନା କିରେକେଲା ଟାଙ୍ଗିରୀପଡ଼ାର ଟଙ୍କଧର ମାଝୀ (୩୦) । ସୂଚନା ଅନୁସାରେ,
Read More...

ଛାତ୍ରଛାତ୍ରୀ ବସିଛନ୍ତି ଧାରଣାରେ, ଉପସ୍ଥାନ ପଡୁଛି ବିଦ୍ୟାଳୟରେ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଲଝର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମନମାନି ଚାଲିଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ ମଧ୍ୟ ସ୍କୁଲ ରେଜିଷ୍ଟରରେ ଉପସ୍ଥିତ
Read More...

ବଲାଙ୍ଗିର ବାଇପାସ ନିର୍ମାଣ ପ୍ରସଙ୍ଗ

ଆହୁରି ତିନି ବର୍ଷ ପରେ ବାସ୍ତବତାର ଋପ ନେବ : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ପ୍ରତୀକ୍ଷିତ ବଲାଙ୍ଗିର ବାଇପାସର କାର୍ଯ୍ୟ ସମାପ୍ତ ହେବା ପଇଁ ଆହୁରି ତିନି ବର୍ଷ ସମୟ ଲାଗିବ । ଆଗାମୀ ମାର୍ଚ୍ଚ ମାସରୁ ଏହାର କାର୍ଯ୍ୟ ଆରମ୍ଭ ହୋଇ ଆଗାମୀ ତିନି ବର୍ଷ ମଧ୍ୟରେ ନିର୍ମାଣ
Read More...

ଜାତୀୟ ପ୍ରତଯୋଗିତା ପାଇଁ ରାଜ୍ୟ ଦଳ ଚୟନ ଶିବିର ଉଦ୍‌ଘାଟନ କଲେ ଅମରେନ୍ଦ୍ର

ସାରା ରାଜ୍ୟରୁ ଯୋଗଦେଲେ ୧୯ ଖେଳାଳି ଓ ଜାତୀୟ ସ୍ତରର କୋଚ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପିଆର ହାଇ ସ୍କୁଲ ଇନଡୋର ଷ୍ଟାଡିଅମଠାରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଦଳ ପାଇଁ ଜାତୀୟ ସିନିଅର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ପ୍ରସ୍ତୁତି ଓ ଚୟନ ଶିବିର ଉଦ୍‌ଘାଟିତ
Read More...

ଜଙ୍ଗଲ ବିଭାଗ ସଚିବ ଓ କେନ୍ଦୁପତ୍ର ପିସିସିଏଫ୍‌ଙ୍କ ସହ କେନ୍ଦୁପତ୍ର ସଂଘର ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ ସଂପାଦକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ କେନ୍ଦୁପତ୍ର ଶ୍ରମିକଙ୍କ ୭ଦଫା ଦାବୀ ନେଇ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଡା. ମୋନା
Read More...

ଫୁଲଝର ଗ୍ରାମବାସୀ ଏବଂ ଏଲ୍‌ଡିଏ ତରଫରୁ ରାଜରାସ୍ତା ଅବରୋଧ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମ ପଞ୍ଚାୟତରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ପାଇଁ ଫୁଲଝର ଛକଠାରେ ସ୍ଥାନୀୟ ଗ୍ରାମବାସୀ ଏବଂ ଏଲ୍‌ଡିଏ ତରଫରୁ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିବା ଜଣାପଡିଛି । ସୂଚନାଯାୟୀ, ମାଲପଡା ଗ୍ରାମ
Read More...

ଭୟାବହ ଅଗ୍ନିକାଣ୍ଡ : ୧ ମୃତ

ମୁମ୍ବାଇ : ମୁମ୍ବାଇର କୁର୍ଲା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଚତୁର୍ଥ ମହଲାରୁ ଦଶମ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ପରେ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ
Read More...

ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଅଶୋକନଗର ବାଲାଜୀ ପଣ୍ଡିତ ହତ୍ୟା ମାମଲାରେ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଅଶୋକନଗର ବାଲାଜୀ ପଣ୍ଡିତ ହତ୍ୟା ମାମଲାରେ ୩ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୦୯ ମସିହା ଜୁନ୍‌ ୧ ତାରିଖରେ ବ୍ରହ୍ମପୁର ମହାନଗର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଶୋକନଗରରେ
Read More...

ସ୍କୁଲ ଟେନିସ୍‌ ଲିଗ୍‌ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଟେନିସ୍‌ ଲିଗ(ଏସ୍‌ଟିଏଲ୍‌)ର ଲୋଗୋ ଉନ୍ମୋଚନ କରିଛନ୍ତି । ଏହି ଲିଗ୍‌ ଦ୍ୱାରା ତୃଣମୂଳ ସ୍ତରରେ ଟେନିସର ପ୍ରଚାର ହେବା ସହିତ ଭବିଷ୍ୟତର ଟେନିସ ତାରକା ମାନଙ୍କ
Read More...

୪୨ତମ ସାର୍ବଜନୀନ ସନ୍ତୋଷୀ ମାତା ପୂଜୋତ୍ସବ ସମାରୋହ ଉଦ୍‌ଯାପିତ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଅନଳିଆ ପଞ୍ଚାୟତ ଅନ୍ତର୍ଗତ ସନ୍ତୋଷୀ ମାତା ନିଉ ମାର୍କେଟ ନୂଆହାଟଠାରେ ୬ ଦିନ ବ୍ୟାପୀ ୪୨ତମ ସାର୍ବଜନୀନ ସନ୍ତୋଷୀ ମାତା ପୂଜୋତ୍ସବ ସମାରୋହ ଅନୁଷ୍ଠିତ ହୋଇଛି । ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ହରେନ୍ଦ୍ର ନାଥ ଦାସଙ୍କ ପୌରହିତ୍ୟରେ ମଙ୍ଗଳବାର
Read More...