Monthly Archives

February 2023

ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ : ପୁଣି ଜବରଦସ୍ତ ଆକ୍ସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ, ପୁଣି ଜବର୍‌ଦସ୍ତ ଆକ୍ସନ୍ ଦେଖିବାକୁ ମିଳିଛି । ଅପରାଧୀଙ୍କୁ ସାବାଡ କରିବା ପାଇଁ ପଗଡି ଭିଡିଛି ବଲାଙ୍ଗିର ପୋଲିସ । ପୋଲିସର ଏଭଳି ଜିରୋ ଟଲୋରେନ୍ସ ନୀତିରେ ହଲ୍‌ଚଲ୍‌ ହୋଇ ଉଠିଛି ଅପରାଧୀଙ୍କ ସାମ୍ରାଜ୍ୟ । ଏହି
Read More...

ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡା ନିବାସୀ ତଥା ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଅଭିମନ୍ୟୁ ନାଗଙ୍କ ପରଲୋକ ଘଟିଥିବା ଖବର ମିଳିଛି । ସ୍ୱର୍ଗତ ନାଗ ପୁଇଁନ୍ତଲା ବ୍ଲକ ଦଶପୁର ପଂଚାୟତର ପୂର୍ବତନ ସରପଂଚ ତଥା ବଲାଙ୍ଗିର ପୌପରିଷଦର ୱାର୍ଡ ନଂ. ୭ର କାଉନସିଲର ଶମ୍ଭୁ
Read More...

ବ୍ରହ୍ମାକୁମାରୀ ଛତ୍ରପୁର ସଂଗଠନ ପକ୍ଷରୁ ଶିବ ପରମାତ୍ମାଙ୍କ ବାଣୀ ପ୍ରଚାର ଅଭିଯାନ ଜାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କିର ସୁସଜ୍ଜିତ ରଥ ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ପରିଭ୍ରମଣ କରିଥିଲା । ନିକଟ ଭବିଷ୍ୟତରେ ଆସିବାକୁ
Read More...

ଅଣସଂକ୍ରାମକ ରୋଗର କାରଣ, ପ୍ରତିକାର ଓ ପ୍ରତିଷେଧକ ସମ୍ପର୍କରେ ସଚେତନତା

ଭୋଗରାଇ : ଓଡ଼ିଶା ରାଜ୍ୟ ଆୟୁଷ ସୋସାଇଟି, ଜାତୀୟ ଆୟୁଷ ମିଶନ ଓ ଆୟୁଷ ନିର୍ଦ୍ଦେଶାଳୟ‌ ଓଡ଼ିଶା ପକ୍ଷରୁ ଆୟୁଷ ବିଦ୍ୟାଳୟ ସ୍ଵାସ୍ଥ୍ୟ ଓ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋପିନାଥପୁର ସ୍ଵାମୀ ସ୍ଵରୂପାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର
Read More...

ତାମଣ୍ଡାରୁ ୪୪ କେ.ଜି ଗଞ୍ଜେଇ ଜବତ, ଜଣେ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ବଢୁଛି ଚୋରା ନିଶାଦ୍ରବ୍ୟ କାରବାର । ବୁଧବାର ଢେଙ୍କାନାଳ ସଦର ଥାନା କାଣ୍ଡବିନ୍ଧା ପଞ୍ଚାୟତ ଅନ୍ତର୍ଗତ ତାମଣ୍ଡାରୁ ୪୪ କେ.ଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଗଞ୍ଜେଇ କାରବାର ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି । ସୂଚନାନୁଯାୟୀ, ଗିରଫ ହୋଇଥିବା
Read More...

ଆସନ୍ତା ୨୬ରେ ଭୁବନେଶ୍ୱର ସିଟି ମାରାଥନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ଏକ ସୁସ୍ଥ ସମାଜ ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବା ପାଇଁ କଳିଙ୍ଗ ରନର୍ସ ପକ୍ଷରୁ ଆସନ୍ତା ୨୬ ତାରିଖରେ ଏକ ମାରାଥନ୍‌ର ଆୟୋଜନ କରାଯାଉଛି । ଯାହାର ନାମ ରହିଛି ଭୁବନେଶ୍ୱର ସିଟି ମାରାଥନ୍‌ । କଳିଙ୍ଗ ରନର୍ସର ସଭାପତି ଦୁଃଖୀ
Read More...

ଛତ୍ରପୁରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ଘରେ ପଶି ମହିଳାଙ୍କୁ ନିର୍ମମ ହତ୍ୟା ଅଭିଯୋଗ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗ୍ରାମରେ ଘରେ ପଶି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି । ମହିଳା ଜଣକ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ ବୋଲି ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକା ବିକାଶ ଭିତ୍ତିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ଡେଭଲପମେଣ୍ଟ ସେଣ୍ଟର (ଏଆଇୟୁ-ଏଏଡିସି) ଓ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିସ୍, ନୂଆଦିଲ୍ଲୀର ମିଳିତ ସହଯୋଗରେ ଆଜିଠାରୁ 'ଶିକ୍ଷାଦାନ ଏବଂ ଅନୁସନ୍ଧାନ ପାଇଁ ଉନ୍ନତ ଆଇସିଟି
Read More...

ଜବର ଦଖଲ ଉଚ୍ଛେଦକୁ ନଅଗାଁ (ଖ) ଗ୍ରାମବାସୀଙ୍କ ବିରୋଧ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ) ଗ୍ରାମରେ ଆଗଲପୁର ତହସିଲଦାର ଓ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ସରକାରୀ ଜାଗାରେ ତିଆରି କରିଥିବା ଘରଗୁଡିକୁ ଜେସିବି ଦ୍ୱାରା ଭଙ୍ଗା ଯାଇଥିବା ଜଣାପଡିଛି । ପ୍ରକାଶଯୋଗ୍ୟ ଯେ, ନଅଗାଁ (ଖ) ଠାରୁ ଏନଏଚ ୨୦୧
Read More...

ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବିବୃତି : ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେଉଛି ପର୍ଯ୍ୟଟନ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇକୋ ରିଟ୍ରିଟ୍‌ କୋଣାର୍କରେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ‘ଓଡିଶାକୁ ପର୍ଯ୍ୟଟନ ହବ୍‌ ଭାବରେ ପରିଣତ କରିବା’ ଉପରେ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ଦ୍ୱିତୀୟ ଦିନ ଆଲୋଚନା ହୋଇଥିଲା । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ତଥା
Read More...