Monthly Archives

February 2023

ଇଟାଭାଟିରେ ନିର୍ଯ୍ୟାତିତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ୱେଛାସେବୀ ସଂଗଠନ ଓ ପୁଲିସ ପ୍ରଶାସନ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ, ଲରମ୍ଭା ଏବଂ ପାଟଣାଗଡ ଥାନା ଅଞ୍ଚଳରୁ ୫୮ ଜଣ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଇଟାଭାଟି ମାଲିକ ଦ୍ୱାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏଥିସହିତ ଇଟାଭାଟି ମାଲିକ ଦ୍ୱାରା ଯୌନ ନିର୍ଯ୍ୟାତନାର ଶିକାର ହେବା
Read More...

ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟ କମିଟି ସଚିବଙ୍କ ସହ ବୈଠକ

ଟ୍ରମା କେନ୍ଦ୍ର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ଯାନବାହାନ ଯାଞ୍ଚ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନକୁ ବ୍ୟାପକ କରାଯିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ
Read More...

ମାଲ୍‌ଗୋଦାମପଡାରେ ଏସ୍‌ପିିଙ୍କ ସିଧାସଳଖ ତାଗିଦ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ସ୍ୱପ୍ନ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଏବେ ପୂରଣ ହେବାକୁ ଯାଉଛି । ତେବେ ଏଥିପାଇଁ ସରକାରଙ୍କ ତରଫରୁ ବୁଡ଼ି ଅଂଚଳବାସୀଙ୍କୁ ସ୍ଥାନୀୟ ମାଲଗୋଦାମପଡା ଠାରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଣୁ ଥଇଥାନ ହୋଇଥିବା ବିସ୍ଥାପିତ
Read More...

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ : ଲୋକ ପରମ୍ପରା ଓ ଧର୍ମୀୟ ଧାରାର ମହାପ୍ରବାହ କାମନା ଦଣ୍ଡ

କଳାହାଣ୍ଡି, (ପି.କେ.ସାହୁ) : ୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହୋଇଥିବା କାମନା ଦଣ୍ଡକୁ ୨୦୨୨ ମସିହାରେ ଏକଶତ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଦୁଇ ଦିନିଆ ଶତବାର୍ଷିକୀ ସମାରୋହର ଉଦ୍‌ଘାଟନୀ ଉତ୍ସବ ଅବସରରେ ଲୋକ ପରମ୍ପରା ଓ ଧର୍ମୀୟ ଧାରାର ମହାପ୍ରବାହ ହେଉଛି
Read More...

ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଥିବା ନାଳକୁ ଆଜି ସକାଳ ୯ଟା ସମୟରେ ନମିତା ଶତନାମୀ(୨୧) ଓ ତାଙ୍କ ସାନ ଭଉଣୀ
Read More...

ଯୋଗ୍ୟ ହିତାଧିକାରୀ ରାସନ କାର୍ଡ଼ରୁ ବଞ୍ଚିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀବାହାଲ ପଂଚାୟତ ଅନ୍ତର୍ଗତ ଅଗଲାପାଲି, ଭାଲୁପାଲି ଓ କଦଲିପାଲି ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଗ୍ରାମର ୱାର୍ଡ ସଭ୍ୟଙ୍କ ଠାରୁ ସାଦା କାଗଜରେ ଦସ୍ତଖତ ନିଆଯାଇ ସ୍ଥାନୀୟ
Read More...

ଦିବ୍ୟଙ୍ଗତ ବ୍ୟବସାୟୀ ରାମଚନ୍ଦ୍ରଙ୍କ ଏକାଦଶାହ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ସ୍ୱର୍ଗତ ବ୍ୟବସାୟୀ ରାମଚନ୍ଦ୍ର ଦେବତା(୭୬)ଙ୍କ ଏକାଦଶାହ ଓ ଶ୍ରଦ୍ଧାଞ୍ଜଳି ଉତ୍ସବ ମହାବୀର ମନ୍ଦିର ସନ୍ନିକଟ ତାଙ୍କ ବାସଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ବିଷେଶ,
Read More...

ଦନ୍ତ ଚିକିତ୍ସକ ସଂଘର ଅଧିଷ୍ଠାନ ଉତ୍ସବ : ଡା. ମାଇତି ହେଲେ ନୂତନ ସଭାପତି

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଦନ୍ତ ଚିକିତ୍ସକ ସଂଘ ରାଉରକେଲା ଶାଖାର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ କର୍ମକର୍ତ୍ତା ଚୟନ ପରେ ଏହି ତାଲିକା ବିଧିବଦ୍ଧ ଭାବେ ଘୋଷିତ ହୋଇଥିଲା । ତଦନୁଯାୟୀ ଡାକ୍ତର ଚନ୍ଦନ ମାଇତି ସଭାପତି, ଡା. ଦୀପ୍ତି କୌର ସମ୍ପାଦକ, ଡା.
Read More...

ରାଜୀବନଗରର ମୋଷ୍ଟ ୱାନ୍‌ଟେଡ୍‌ କ୍ରିମିନାଲ୍‌ ଶ୍ରୀପତିର ଗଡକୁ ଧ୍ୱଂସ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମଇଦାନରେ ଜିଲ୍ଲା ପୋଲିସ ମୁଖିଆ । ନିଜ ତତ୍ତ୍ୱାବଧାନରେ ଲଗାତାର ଚାରି ଦିନ ହେବ ରୀତିମତ ଚାଲିଛି କ୍ରିମିନାଲ୍‌ କ୍ଲିନ ଅଭିଯାନ । ଦୀର୍ଘ ଦିନରୁ ବଲାଙ୍ଗିର ସହରରେ ଅପରାଧ ଉପରମୁହାଁ ଧାଉଁଥିବା ବେଳେ ବଲାଙ୍ଗିର ପୁଲିସର କଡା ଚାବୁକ୍‌ ଏବେ ଅପରାଧ ଜଗତକୁ
Read More...

୧୯୭୩-୭୫ ବ୍ୟାଚର ଭିଏଲ୍‌ଡବ୍ଲୁମାନଙ୍କର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୭୩-୭୫ ବ୍ୟାଚ ଭିଏଲ୍‌ଡବ୍ଲୁମାନଙ୍କର ପୂର୍ବତନ ସଭାପତି ପ୍ରାଭବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଲର୍କିପାଲି ତାଲିମ କେନ୍ଦ୍ର ବଲାଙ୍ଗିରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ ଏବଂ
Read More...