Monthly Archives

February 2023

ଗୋଟିଏ ରାତିରେ ୧୨ଟି ଦୋକାନରୁ ଚୋରି ଅଭିଯୋଗ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଗୋଟିଏ ରାତିରେ ୧୨ଟି ଦୋକାନରୁ ଚୋରି ହୋଇଥିବା ଖବର ମିଳିଛି । ଏ ନେଇ ଦୋକାନୀ କ୍ଷତିଗ୍ରସ୍ତ ହେବା ସହ ଭୟଭୀତ ହୋଇପଡ଼ିଛନ୍ତି । ଛତ୍ରପୁର ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ
Read More...

ବସ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା : ୩ ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ- ଜଗମୋହନପୁର ରାସ୍ତାର ହନୁମନ୍ତିଆ ନାଳ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି । ସକାଳେ ତେଲକୋଇରୁ ରାଉରକେଲା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଅଟୋକୁ ଧକ୍କା ଦେବା ଫଳରେ ଅଟୋରେ ଯାଉଥିବା ୩ ଜଣ ଆହତ ହୋଇଛନ୍ତି । ସେମାନେ
Read More...

ପାଟଣାର ପ୍ରମୁଖ ଶୈବ ପୀଠ ଚଳଚଞ୍ଚଳ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି । ସକାଳୁ ମୁଖ୍ୟାଳୟ ପୁରାତନ ଶୈବ ପୀଠ ଆନନ୍ଦେଶ୍ୱର ଶିବ ମନ୍ଦିର, ବୈତରଣୀ ତଟ ପରମେଶ୍ୱର ମହାଦେବ, ସ୍ବାମଶାସନ ସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିର, ସାହାରପଡା ମୁଖ୍ୟାଳୟସ୍ଥିତ
Read More...

ଜାଗର ପାଇଁ ଚଳଚଞ୍ଚଳ ହୋଇ ଉଠିଛି କାଶୀପୁର ବ୍ଲକର ବିଭିନ୍ନ ଶୈବପୀଠ

କାଶୀପୁର : ପବିତ୍ର ମହାଶିବରାତ୍ରିର ଜାଗର ଯାତ୍ରା ପାଳନ ପାଇଁ କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଚଳଚଞ୍ଚଳ ହୋଇଛି ।ବ୍ଲକର ୧୬ରୁ ଅଧିକ ସ୍ଥାନରେ ଶିବ ମନ୍ଦିର ରହିଛି । ବ୍ଲକ ସଦରର ଚମ୍ପା ଫୁଲ ତୋଟା ମଧ୍ୟରେ ଥିବା ଶିବ ମନ୍ଦିରରେ ନୀଳ କଣ୍ଠେଶ୍ୱର, ଦୁଦୁକା ବାହାଲରେ
Read More...

‘ୱାର୍ଲ୍ଡ ଡିଜାଇନିଂ ଫୋରମ’ର ସାଧାରଣ ସମ୍ପାଦକ ଭାବରେ ସବ୍ୟସାଚୀ ଶତପଥୀ ନିଯୁକ୍ତ

ଭୁବନେଶ୍ୱର : ୱାର୍ଲ୍ଡ ଡିଜାଇନିଂ ଫୋରମର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ପାଇଲେ ସବ୍ୟସାଚୀ ଶତପଥୀ । ପ୍ରଥମ ଓଡିଆ ପୁଅ ଭାବରେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କର ଚୟନ ନ୍ୟାସନାଲ କୋର କମିଟିର ନିଷ୍ପତ୍ତି ଅନୁସାରେ କରାଯାଇଛି । ଏଥିରେ ବିଭିନ୍ନ ବିଶ୍ବବିଦ୍ୟାଳୟର କୂଳପତି,
Read More...

କପିଳାସ ପୀଠରେ ଜାଗର ଯାତ୍ରା

ଢେଙ୍କାନାଳ : ପବିତ୍ର ଜାଗର ଉପଲକ୍ଷେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସ ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସରେ ସକାଳୁ ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ କରାଯାଇଛି ।
Read More...

କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା । ମହାରାଣୀ ସାଗର ଅଂଚଳରେ ଉଚ୍ଛେଦ ହେବାକୁ ଥିବା ୧୫ଟି ପରିବାରର ଲୋକଙ୍କୁ ପୂର୍ବରୁ ଜାଗା ମିଶନ ଜରିଆରେ ଘର ପ୍ରଦାନ କରାଯାଇ ସାରିଥିବା ବେଳେ ପୂର୍ବ ପ୍ରତିଶୃତି ଅନୁସାରେ ଆଜି ଚାରିମାସର ଘରଭଡ଼ା ଦେବା ପାଇଁ ବଲାଙ୍ଗିର
Read More...

ନବ ନିଯୁକ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନବ ନିଯୁକ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୦ରେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଏହି ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯିବ । କାର୍ଯ୍ୟକ୍ରମରେ ସରକାରୀ ମହାବିଦ୍ୟାଳୟ ଓ ଶିକ୍ଷକ ଶାଖା ମହାବିଦ୍ୟାଳୟର ନବ ନିଯୁକ୍ତ
Read More...

ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା : ଥାନାରେ ୨ ଅଟକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ । ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲକୁ ପୋଡ଼ିବାକୁ ନେବା ବେଳେ ମୃତଦେହ ଜବତ କଲା ପୁଲିସ । ମୃତ ମହିଳା ଜଣକ ମମତା
Read More...

ଗୋଆ ମିରାମାର ବେଳାଭୂମିରେ ମହାଦେବଙ୍କ ବିଶାଳ ବାଲୁକା ମୂର୍ତ୍ତି

ଭୁବନେଶ୍ୱର : ମହାଶିବରାତ୍ରି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗୋଆର ମୀରାମାର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବିଶାଳକାୟ ବାଲୁକା ମୂର୍ତ୍ତି । ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ମହାଦେବ କୈଳାଶ ପର୍ବତ ଉପରେ ବସିଥିବାର ଦୃଶ୍ୟ ଦେଖାଇବା ସହିତ
Read More...