Monthly Archives

February 2023

କରାପଲ୍ଲୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ କରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ନାହାକ
Read More...

ପରଲୋକରେ ବିଶ୍ୱଜିତ ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱଜିତ ନାୟକ (ବିଶୁ)ଙ୍କ ପରଲୋକ ଘଟଥିବା ଖବର ମିଳିଛି । ସ୍ୱର୍ଗତ ବିଶ୍ୱଜିତ ପୁର୍ବତନ ଟେକ୍ସ ଓକିଲ ସଂଘର ସଭାପତି ତଥା ପୂର୍ବତନ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ହରିଶ ଚନ୍ଦ୍ର ନାୟକଙ୍କ ସୁପୁତ୍ର ଅଟନ୍ତି । ତାଙ୍କ ପରଲୋକରେରେ ସାରା ଅଂଚଳରେ
Read More...

ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧସ୍ଥ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ପ୍ରବଳ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶୈବପୀଠ ଓ ଦେବାଳୟମାନଙ୍କରେ ଗତକାଲି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କରୋନା କଟକଣା ଲାଗିଥିବା ହେତୁ ଗତ ଦୁଇବର୍ଷ ମଧ୍ୟରେ ମହାଶିବରାତ୍ରି ଓ ଜାଗର ପାଳିତ ହୋଇନଥିଲା । ଚଳିତବର୍ଷ ମହାଶିବରାତ୍ରି ଓ ଜାଗର ମେଳା
Read More...

ଜାଗର ପାଇଁ ଚଳଚଞ୍ଚଳ ହୋଇଉଠିଛି ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକର ଶୈବପୀଠ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ପାଳନ ପାଇଁ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଲ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାରେ ୧୦୦ରୁ ଅଧିକ ସ୍ଥାନରେ ଶିବ ମନ୍ଦିର ରହିଛି । ଜିଲ୍ଲାର
Read More...

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ହରିହର ଶତପଥୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ହରିହର ଶତପଥୀ(୮୬)ଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସଫଳତାର ସହ ଶିକ୍ଷକତା କରି ସ୍ଥାନୀୟ ପିଆର୍‌ ହାଇସ୍କୁଲରୁ ସେ ଅବସର ଗ୍ରହଣ କରିଥିଲେ । ସୂଚନା ଅନୁସାରେ ବୃଦ୍ଧାବସ୍ଥା ଜନିତ ରୋଗାଗ୍ରସ୍ତ ହେବା ପରେ ସ୍ଥାନୀୟ
Read More...

ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରୋଜଗାର ଓ ପର୍ଯ୍ୟଟନ ପାଇଁ ଦୀର୍ଘସୁତ୍ରୀ ପ୍ରସ୍ତାବଚାରିବର୍ଷ ପର୍ଯ୍ୟନ୍ତ ବୈଠକ ନବସିବାକୁ ନେଇ କ୍ଷୋଭ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଯୋଜନା ବୋର୍ଡ ବୈଠକକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Read More...

ସମୁଦ୍ର ବେଳାଭୂମିରେ ବାଲୁକା ନିର୍ମିତ ମହାଦେବ

ପୁରୀ : ପବିତ୍ର ଶିବରାତ୍ରୀ ପାଇଁ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ । ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ଜାଗର ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଳାଦ୍ରୀ ସମୁଦ୍ର ବେଳାଭୂମୀରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକା ନିର୍ମିତ
Read More...

ଟ୍ରେନରେ କଟି ଜଣେ ଯୁବକ ମୃତ : କାରଣ ଅସ୍ପଷ୍ଟ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି-ମୁରିବାହାଲ ରେଲ ସେକ୍ସନର ପମ୍ପୁ ତଲାବ ନିକଟସ୍ଥ ରେଲ କି.ମି. ଖମ୍ବ ନଂ. ୧୭୧/୧୨/୧୩ଠାରେ ଶନିବାର ସକାଳୁ ଜଣେ ଯୁବକର ଟ୍ରେନରେ କଟି ମୃତ୍ୟୁ ହୋଇଛି । କଂଟାବାଂଜି ଜି.ଆର.ପି.ଙ୍କ ସୂଚନା ମୁତାବକ ସକାଳୁ ଆସୁଥିବା କୌଣସି
Read More...

ବନ ବିଭାଗ ପକ୍ଷରୁ ପେଟ୍ରୋଲିଂଗ ବେଳେ ଚୋରା ୨୨ ଖଣ୍ଡ ଶାଗୁଆନ ଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବନ ବିଭାଗ ଦ୍ୱାରା ଶୁକ୍ରବାର ରାତିରେ ପେଟ୍ରୋଲିଂଗ ବେଳେ ୨୨ଖଣ୍ଡ ଶାଗୁଆନ ଗଣ୍ଡି ବୋଝଇେ ଟ୍ରାକ୍ଟର ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ସୀମାର ବରକାନି ଗ୍ରାମରେ
Read More...

ଉତ୍କଳ ଆର୍ଟିଷ୍ଟସ ଏସୋସିଏସନ୍‌ ପକ୍ଷରୁ ସେଲିବ୍ରେଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଉତ୍କଳ ଆର୍ଟିଷ୍ଟସ ଆସୋସିଏସନ୍‌ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଉରକେଲାରେ ୮ ଗୋଟି ଦଳକୁ ନେଇ ଆସନ୍ତା ୨୪, ୨୫ ଏବଂ ୨୬ ଫେବୃଆରୀରେ ସେଲିବ୍ରେଟି ପ୍ରିମିୟର ଲିଗ୍‌ ନାମରେ ଏକ ନିଆରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଭିଲ ଟାଉନ ସ୍ଥିତ ଲାଇଫ
Read More...